-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
15-May-2026
କଟକ (ତପନ ମହାନ୍ତି): କଟକ ଜିଲ୍ଲା ଟାଙ୍ଗୀ ବ୍ଲକରେ ଅତିରିକ୍ତ ବିଡିଓ ଙ୍କୁ ଘେରିଲେ ବିଜେପି ନେତା । ବ୍ଲକରେ ହେଉଥିବା ପଞ୍ଚାୟତ ସମିତି ବୈଠକ କିମ୍ବା କୌଣସି କାର୍ଯ୍ୟକ୍ରମରେ ବିଜେପି ନେତା ବା କର୍ମୀଙ୍କୁ ଡକା ଯାଉନାହିଁ । ଏମିତିକି ଆତ୍ମା ଅଧ୍ୟକ୍ଷ ଙ୍କୁ ମଧ୍ୟ ଡକା ଯାଉନାହିଁ । ଯାହାକୁ ନେଇ ଆଠଗତ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ଅଭୟ ବାରିକ ଓ ସାଲେପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଅରିନ୍ଦମ ରାୟ ମିଳିତଭାବେ କର୍ମୀ ମାନଙ୍କୁ ଧରି ଅଚାନକ ଭାବରେ ବ୍ଲକରେ ପହଞ୍ଚିବା ସହିତ ବିଡ଼ିଓ ଙ୍କ ଅନୁପସ୍ଥିତିରେ ଏ ବିଡିଓ ଙ୍କୁ ପ୍ରଶ୍ନ କରିଥିଲେ ।