-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
15-May-2026
କଟକ (ତପନ ମହାନ୍ତି) କାଲି ଜଗତସିଂହପୁର ଜିଲ୍ଲାପାଳ ଜଗତସିଂହପୁର ପେଟ୍ରୋଲ ପମ୍ପ ଚଢ଼ଉ କରିଥିଲା ବେଳେ ଶୁକ୍ରବାର ଦିନ କଟକ ଜିଲାପାଳ ପେଟ୍ରୋଲ ଗଛିତ ରଖି କଳା ବଜାରୀ କରିବା ପାଇଁ ଯୋଜନା କରୁଥିବା ବେଳେ ଠିକ
ଏତିକି ବେଳେ ଜିଲ୍ଲାପାଳ ପହଂଚି ପ୍ରତେକ ପେଟ୍ରୋଲ ପମ୍ପ ବୁଲି ତଦାରଖ କରିଥିଲେ । ଯେଉଁ ପେଟ୍ରୋଲ ପମ୍ପ ମାଲିକ ମାନେ ପେଟ୍ରୋଲ ରଖିକି ଦେଉନଥିଲେ ତୁରନ୍ତ ତେଲ ଟାଙ୍କି ଖୋଲିକି ଦେବାକୁ ନିର୍ଦ୍ଦେଶ ଦେଥିଲେ ତେଲ ରଖିକି ବର୍ତ୍ତମାନ ସମୟରେ ତୈଳ ସଙ୍କଟ ଚାଲିଥିବା ବେଳେ କଟକ ଜିଲ୍ଲାପାଳ ଅଚାନକ ଚଢାଉ କରିଥିଲେ କଟକ କନିକା ଛକ ସ୍ଥିତ ପେଟ୍ରୋଲ ପମ୍ପ ରେ। ଡିଲର୍ କିଛି ତେଲ ଚାପି ରଖିଥିବା ଦେଖି ରାଗି ଯାଇଥିଲେ ଜିଲ୍ଲାପାଳ। ତୁରନ୍ତ ତାକୁ ଲୋକଙ୍କୁ ଦେବାକୁ କହିବା ସହ ବିରକ୍ତି ପ୍ରକାଶ କରିଥିଲେ।