-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||     

HOME   ଜିଲ୍ଲା

ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର

14-Aug-2026



ବଲାଙ୍ଗୀର (ପ୍ରେରଣା ଖବର): ଅଖିଳ  ଭାରତୀୟ ସାହିତ୍ଯ  ପରିଷଦ  ବଲାଙ୍ଗିର  ଶାଖା  ଓ କେନ୍ଦ୍ରିୟ ବିଦ୍ୟାଳୟ ବଲାଙ୍ଗୀରର ମିଳିତ ସହଯୋଗରେଗତ ବୁଧବାର  ସକାଳେ ଏକ ଆଲୋଚନାଚକ୍ର ଅନୁଷ୍ଠିତ  ହୋଇଥିଲା । 'ଆମେ ପରିବେଶ  ର ସୁରକ୍ଷା  କରିବା  କିପରି ?' ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହା ଛଡା ଛାତ୍ରମାନଙ୍କ  ସୃଜନୀଶକ୍ତିର  ବିକାଶ ପାଇଁ  ଏକ ବର୍ଷା ରୁତୁ  ଉପରେ କବିତା ପାଠୋତ୍ସବ  ହୋଇଥିଲା  । ଏହି କ୍ରମରେ  ଅନେକ  ଛାତ୍ରଛାତ୍ରୀ  ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଜନା ମିଶ୍ର, କ୍ଷୀରବ୍ଦି ତନୟା ପଣ୍ଡା, ସ୍ମୃତିସନ୍ଧ୍ୟା ଗୁରୁ, ସ୍ବାରାଜ ସାହୁ, ସ୍ବସ୍ତିକ ଶତପଥୀ, ଅନିସା  ମିଶ୍ର,ଡାକୁଆ, ପ୍ରତୀକ ପି ମେହେର, ତାତ୍ତ୍ବିକୀ ଦାଶ, ଜଗନମୟୀ ଦାଶ, ଦିବ୍ଯଜ୍ୟୋତି 

ମହାପାତ୍ର, ଆଦ୍ୟାସା ରାଣୀ ସରାଫ, ଆରାଧ୍ୟ  ପୂଣ୍ୟତୋୟ , ସ୍ମୃତିବିନ୍ଦୁ ଝାଙ୍କର, କାହ୍ନୁପ୍ରିୟା, ଅତିଭା ପଣ୍ଡା, ଅନୁଷ୍କା ପଟେଲ, ସୁଭଶ୍ରୀ ସାମଲ, ଆରାଧ୍ୟା ସାମଲ, ଶ୍ରୀୟାସି ସାମଲ, ଶ୍ରୀୟାସି ଶତପଥୀ, ସମୀକ୍ଷା ପ୍ରଧାନ ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ   ଆରମ୍ଭ  ହେବା ଆଗରୁ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରା ଯାଇଥିଲା।

ସଭା ଆରମ୍ଭ ରେ ସରସ୍ଵତୀଙ୍କ  ନିକଟରେ ଦୀପ ପ୍ରଜ୍ବଳନ  କରା ଯାଇଥିଲା।କଳା ଶିକ୍ଷକ ସୀମାଞ୍ଜଳି ବେହେରା  ମନ୍ତ୍ରପାଠ  କରିଥିଲେ ।  ଶିକ୍ଷକ ଡିଲେଶ୍ବର ପାତ୍ର ମଞ୍ଚ  ପରିଚାଳନା କରିଥିଲେ । ଡକ୍ଟର ଭବାନୀ ଶଙ୍କର  ପଟେଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ଯ  ଅତିଥି ଆସନରେ କେନ୍ଦ୍ରୀୟ ବିଦ୍ୟାଳୟର  ଅଧ୍ୟକ୍ଷ ଗଣେଶ ପଧାନ ମଂଚାସୀନ ଥିଲେ।  ବକ୍ତା ଭାବରେ ଯଥାକ୍ରମେ ପ୍ରବୀର ମେହେର ଶିକ୍ଷକ  ଜୀବ ବିଜ୍ଞାନ ଏବଂ  ନୀଳକଣ୍ଠ  ମିଶ୍ର  ଆସୀନ ଥିଲେ । ସଂପାଦକ  ରାମଚନ୍ଦ୍ର  ପଟେଲ ସଭାର ଉଦ୍ଦେଶ୍ଯ  ପ୍ରଦାନ  କରିଥିଲେ । ଶ୍ରୀମତୀ ରଶ୍ମି ପାତ୍ର ଓ ରାମ ଶଙ୍କର ଶତପଥି ବୃକ୍ଷରୋପଣ,ପରିବେଶ ସୁରକ୍ଷା ଆଲୋଚନା ଚକ୍ରରେ ଭାଗ ନେବା ସହ କବିତା ସଂଯୋଜନା ମଧ୍ୟ କରିଥିଲେ । ସରସ୍ଵତୀ ମିଶ୍ର ବର୍ଷା କବିତା  ପଠନ  କରିଥିଲେ । ବଳିଷ୍ଠ  ପ୍ରଧାନ, ରାମଶଙ୍କର  ଶତପଥୀ, ସରସ୍ଵତୀ ମିଶ୍ର, ରଶ୍ମି ପାତ୍ର, ଅନୁପ୍ରିୟା  ମିଶ୍ର ଙ୍କ କବିତା  ମନଛୁଆଁ ଥିଲା। ଧନ୍ୟବାଦ  ଦେଇଥିଲେ  ଗର୍ଜନ ସାର। ଏହି ଅବସରରେ ପଥରଚେପା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କରଙ୍କୁ ସମ୍ମାନିତ  କରାଯାଇଥିଲା । ମାନପତ୍ର  ପଢିଥିଲେ  ରଶ୍ମି ପାତ୍ର  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026

You Might Also Like