-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଠାରେ ମହାପାତ୍ର ନୀଳମଣି ସାହୁ ଙ୍କ ଜନ୍ମ ଶତ ବାର୍ଷିକୀ ପାଳନ*- *ଯେଉଁ ପର୍ଯ୍ୟନ୍ତ ଆମ ଚିତ୍ତ ବିଗଳିତ ନ ହେଉଛି ସାରସ୍ୱତ କ୍ଷେତ୍ରରେ ଆମେ ସଫଳତା ଶୀର୍ଷ କୁ ପହଞ୍ଚି ପାରିବାନି*- *ଜିଲ୍ଲାପାଳ*

15-May-2026



ସୁବର୍ଣ୍ଣପୁର( ମନୋରଞ୍ଜନ ତ୍ରିପାଠୀ )
 କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ସଂସ୍କୃତି ପରିଷଦ, ସୁବର୍ଣ୍ଣପୁରର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ଗମ୍ଭୀର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଅଧିବେଶନରେ ଗୌରହରି ଦାସ ସଭା ମୁଖ୍ୟ ଭାବେ ସଭା ପରିଚାଳନା କରିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଖ୍ୟାତ ଓଡ଼ିଆ ଲେଖକ ଶ୍ରୀନିବାସ ଉଦଗାତା ଉଦଘାଟନୀ ଅଭିଭାଷଣ ପ୍ରଦାନ କରିଥିବାବେଳେ ବିଶିଷ୍ଟ ସମାଲୋଚକ କାଳିଦାସ ମିଶ୍ର ମୂଳ ଭାଷଣ ରଖିଥିଲେ। ଓଡ଼ିଆ ଉପଦେଷ୍ଟା ପରିଷଦ ସାହିତ୍ୟ ଏକାଡେମୀ ମନୋଜ କୁମାର ପଣ୍ଡା,  କଲିକତା ସାହିତ୍ୟ ଏକାଡେମୀ ଆଞ୍ଚଳିକ କାର୍ଯ୍ୟାଳୟ ସହାୟକ ସଂପାଦକ କ୍ଷେତ୍ର ବାସୀ ନାଏକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଜିଲ୍ଲା ସାଂସ୍କୃତିକ ପରିଷଦ ସୁବର୍ଣ୍ଣପୁର ସୌରଭ ରଞ୍ଜନ ଖମାରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହାପାତ୍ର ନୀଳମଣି ସାହୁ ଙ୍କ ସାହିତ୍ୟ ଉପରେ ସ୍ମୁତି ଚାରଣ କରିଥିଲେ l 
ମୁଖ୍ୟ ଅତିଥି ଜିଲ୍ଲାପାଳ ନୃପରାଜ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଯେଉଁ ପର୍ଯ୍ୟନ୍ତ ଆମ ଚିତ୍ତ ବିଗଳିତ ନ ହେଉଛି ସେ ପର୍ଯ୍ୟନ୍ତ ଆମେ ସାରସ୍ୱତ କ୍ଷେତ୍ରରେ ସଫଳତା ର ଶୀର୍ଷ କୁ ପହଞ୍ଚିବା ସହଜ ହେବ ନାହିଁ l ମହାପାତ୍ର ନୀଳମଣି ସାହୁ  ପରମାତ୍ମା ସହ ଯୋଡ଼ି ହୋଇ ଲେଖା ଆରଂଭ କରୁଥିଲେ ଲ ଏଵଂ ପ୍ରତ୍ୟେକ ସୃଷ୍ଟି ରେ ଶଦ୍ଧ ରେ ତାଙ୍କ ଜୀବନ ଗାଥା ଲେଖିଛନ୍ତି l ସେ ଜଣେ  ଯିଏକି ତାଙ୍କ ଲେଖାରେ ସତ କୁ ସ୍ୱୀକାର କରନ୍ତି l  ସେ ଅନ୍ୟମାନଙ୍କୁ ସମ୍ମାନ ଦେବାରେ ଅସୀମ ଉଦାର ଥିଲେ। ତାଙ୍କ ରଚନା “ମୁଁ କାହିଁକି ଲେଖେ” ଓ “ମୁଁ ଗଳ୍ପ ଲେଖେ କାହିଁକି” ଅତ୍ୟନ୍ତ ହୃଦୟସ୍ପର୍ଶୀ ବୋଲି ସେ କହିଥିଲେ। ନୀଳମଣି ସାହୁ ତାଙ୍କ ଘରର ନାମ “ଆକାଶ ପାତାଳ” ରଖିଥିବା ସହ ଆକାଶରୁ ପାତାଳ ପର୍ଯ୍ୟନ୍ତ ତାଙ୍କ ମନର ଗତି ଥିବା କଥା କହୁଥିଲେ। ଏକ ଅଦୃଶ୍ୟ ଶକ୍ତି ତାଙ୍କ କଲମକୁ ଚାଳନା କରୁଥିବା ଉଲ୍ଲେଖ କରି ଜିଲ୍ଲାପାଳ କହିଥିଲେ ଯେ, ନୀଳମଣି ସାହୁଙ୍କ ଜୀବନ ଓ ସାହିତ୍ୟରୁ ଆମେ ଜୀବନ ଜୀଇଁବାର ମାର୍ଗ ଶିଖିବା ଆବଶ୍ୟକ। ସଭା ପ୍ରାରମ୍ଭ ରେ ମା ସୁରେଶ୍ଵରୀ ଙ୍କ ଫଟୋ ଚିତ୍ର ଓ ମହାପାତ୍ର ନୀଳମଣି ସାହୁ ଙ୍କ ଫଟୋ ଚିତ୍ର ରେ ପୂଜା ଅର୍ଚ୍ଚନା କରା ଯାଇଥିଲା l  କୋଶଳ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରା ଯାଇଥିବା ବେଳେ ବରେଣ୍ୟ ଅତିଥି ମାନଙ୍କୁ ମହା ନଦୀ ଧାରା ସୋନପୁର ପକ୍ଷରୁ ଉପ ଢ଼ୌକନ ମଲି ମାଳ ଓ ପୁସ୍ତକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l    ଶ୍ରୀ ଖମାରୀ ଧନ୍ଯବାଦ ଅର୍ପଣ କରିଥିଲେ l ପ୍ରଥମ ଅଧିବେଶନ ରେ ବିଶିଷ୍ଟ ସାହିତ୍ୟକ ବିଜୟ କୁମାର ଶତପଥି ପ୍ରବନ୍ଧ ଉପସ୍ଥାପନ କାର୍ଯ୍ଯ କ୍ରମ ରେ ସଭା ମୁଖ୍ୟ ଥିଲେ l ସାହିତ୍ୟିକା ତଥା ପ୍ରାବନ୍ଧିକା ଚିରଶ୍ରୀ ଇନ୍ଦ୍ର ସିଂ, ପ୍ରାବନ୍ଧିକ ତଥା ପ୍ରଫେସର ଦେବାଶିଶ ମହାପାତ୍ର, ଦେବାଶିଷ ପାଣ୍ଡିଆ ପ୍ରବନ୍ଧ ଉପସ୍ଥାପନ କରି ଦର୍ଶକ ଙ୍କୁ ବାନ୍ଧି ରଖି ମାହାପାତ୍ର ନୀଳମଣୀ ସାହୁ ଙ୍କ ନାଁ କେବଳ ନ ଥିଲା ନୀଳମଣୀ ସ୍ପର୍ଶ ମଣି ବୋଲି କହିଥିଲେ  l ଦ୍ୱିତୀୟ ଅଧିବେଶନ ରେ ଅତିଥି ତଥା ପ୍ରାବନ୍ଧିକ ଅରବିନ୍ଦ ରାୟ ସଭା ମୁଖ୍ୟ ଥିବା ବେଳେ ପ୍ରାବନ୍ଧିକ ଭାଗିରଥୀ ମିଶ୍ର ଓ ପୁରୁଷୋତ୍ତମ ମିଶ୍ର ପ୍ରବନ୍ଧ ଉପସ୍ଥାପନ କରି ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026

You Might Also Like