-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜୀବନଶୈଳୀ

ଆଜି ମନେ ପଡ଼ନ୍ତି - ପ୍ରସିଦ୍ଧ ଆଫ୍ରିକୀୟ ସ˚ଗ୍ରାମୀ ନେଲ୍‌ସନ୍‌ ମଣ୍ତେଲା

05-Dec-2020



(ପ୍ରେରଣା ଖବର ବ୍ୟୁରୋ)- ପ୍ରସିଦ୍ଧ ଆଫ୍ରିକୀୟ ସ˚ଗ୍ରାମୀ ନେଲ୍‌ସନ୍‌ ମଣ୍ତେଲା(ଜନ୍ମ: ୧୮ ଜୁଲାଇ ୧୯୧୮; *ମୃତ୍ୟୁ: ୫ ଡିସେମ୍ବର୍‌ ୨୦୧୩)* ସାମାଜିକ ନ୍ୟାୟ ପାଇଁ ସତଷଠି ବର୍ଷ ସ˚ଗ୍ରାମ କରିଥିଲେ। ତନ୍ମଧ୍ୟରୁ ସତେଇଶ ବିତିଥିଲା କାରାଗାରର କାଳ କୋଠରିରେ। ଏହି ମହାନ୍‌ ନେତାଙ୍କ ନୀତି ଓ ଆଦର୍ଶକୁ ମନେପକାଇବା ଏବ˚ ସେ ଦେଖାଇଯାଇଥିବା ପଥରେ ଚାଲିବା ପାଇଁ ‘ଜାତି ସ˚ଘ’ର ଅନୁମୋଦନକ୍ରମେ ୨୦୧୦ରୁ ପ୍ରତି ବର୍ଷ ଜୁଲାଇ ୧୮ରେ ‘ମଣ୍ତେଲା ଦିବସ’ ପାଳନ କରାଯାଉଛି। ମଣ୍ତେଲାଙ୍କ ମୂଳ ନାମ ‘ରୋଲିଲାହ୍‌ଲା’; ଏହାର ଅର୍ଥ ‘ସମସ୍ୟା ସୃଷ୍ଟିକାରୀ’। ତାଙ୍କର ପିତା-ମାତା ଉଭୟେ ଥିଲେ ଅଶିକ୍ଷିତ। ପିତାଙ୍କର ଚାରି ପତ୍ନୀ, ଚାରି ପୁତ୍ର ଓ ନଅ କନ୍ୟା ଥିଲେ। ମଣ୍ତେଲା, ତୃତୀୟ ପତ୍ନୀଙ୍କ ପୁତ୍ର। ୧୯୬୨ରେ ସେ ଲୁଚିଥିବା ସ୍ଥାନ ସ˚ପର୍କରେ ଆମେରିକାର ‘ସିଆଇଏ’ ସୂଚନା ଦେବା ପରେ, ତାଙ୍କୁ ଗିରଫ କରାଯାଇଥିଲା। ୨୦୦୮ ପର୍ଯ୍ୟନ୍ତ ତାଙ୍କର ଆମେରିକା ପ୍ରବେଶ ନିଷିଦ୍ଧ ଥିଲା। କାର‌୍‌ ଦୁର୍ଘଟନା ଓ ଏଡ୍‌ସରେ ତାଙ୍କର ଦୁଇ ଜଣ ପୁଅଙ୍କ ପ୍ରାଣ ଯାଇଥିଲା। ବିବାହର ତେର ବର୍ଷ ପରେ ପ୍ରଥମ ପତ୍ନୀଙ୍କ ସହ ବିଚ୍ଛେଦ ହୋଇଥିଲା। ବିଚ୍ଛେଦର କାରଣ ମଣ୍ତେଲାଙ୍କ ପରକୀୟା ପ୍ରୀତି। ତାହା ପରେ ସେ ୱିନିଙ୍କୁ ବିବାହ କରିଥିଲେ। ତାହା ମଧ୍ୟ ବିଚ୍ଛେଦରେ ପରିଣତ ହୋଇଥିଲା। ଶେଷରେ ମୋଜାମ୍ବିକ୍‌ର ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ବିବାହ କରିଥିଲେ। ତାଙ୍କ ଶାସନ କାଳରେ ସାତ ଲକ୍ଷ ପଚାଶ ହଜାର ଘର ତିଆରିକରାଯାଇଥିଲା; କୋଡ଼ିଏ ଲକ୍ଷ ମଣିଷ ବିଦ୍ୟୁତ୍‌ ସୁବିଧା ପାଇଥିଲେ; ଏବ˚ ତିରିଶ ଲକ୍ଷ ମଣିଷ ପାନୀୟ ଜଳ। କର୍ନେଲ୍‌ ମୁଆମର ଗଦ୍ଦାଫୀଙ୍କ ସହ ତାଙ୍କର ଅନ୍ତରଙ୍ଗ ବନ୍ଧୁତା ଥିଲା। କ୍ୟୁବାର ସ୍ବୈରଶାସକ ଫିଡେଲ୍‌ କାସ୍‌ଟ୍ରୋଙ୍କ ସହ ମିଳିତ ଭାବେ ସେ ଲେଖିଥିବା ବହିର ନାମ- ‘ହାଓ ଫାର‌୍‌ ୱି ସ୍ଲେଭ୍‌ସ ହାଭ୍‌ କମ୍‌!’। ଏକ ସମୟରେ ସେ ଦିନରେ ଆଇନ ବ୍ୟବସାୟ ଏବ˚ ରାତିରେ ମୁଷ୍ଟିଯୁଦ୍ଧ କରୁଥିଲେ।  ଜୋହାନ୍‌ସବର୍ଗ‌ରେ ତାଙ୍କର ପରଲୋକ ହୋଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ