-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜୀବନଶୈଳୀ

ସାଇକେଲ ଏକ ପରିଚୟ

19-Jun-2022



'ସାଇକେଲ ଏକ ପରିଚୟ" ଶୀର୍ଷକର ଯଥାର୍ଥତା ବଖାଣି ବସିଲେ ଛୋଟିଆ ଚଳଚ୍ଚିତ୍ରର ସୁନ୍ଦର ପାଣ୍ଡୁଲିପି ରଚନାରେ କିଛି ଅସୁବିଧା ହେବ ନାହିଁ l ଆଜିର ପରିଣତ ବୟସରେ ଏହି ଭଳି ସାଇକେଲ ଟିଏ କିଣିବାକୁ ଯଦି ଚିନ୍ତା କରିବା ତେବେ ଏହା କିଛିକାଂଶରେ ଉଦ୍ଭଟ ଚିନ୍ତାଧାରାର ପରିଭାଷା ବୋଲି ଆପଣଂକୁ ଜାଣିଥିବା ବ୍ୟକ୍ତି ବିଶେଷ ମାନେ କହିବା ଆରମ୍ଭ କରିବେ l ଯାହା ବି ହେଉ ଭିନ୍ନ ଏକ ଘଟଣାର ଯୋଗାଯୋଗ ରୁ ଏହି ଚିନ୍ତାଧାରାର ସ୍ରୁଷ୍ଟି ହୁଏ l ଏବଂ "ସାଇକେଲ ଏକ ପରିଚୟ" ସଂଳାପ ର ଶୀର୍ଷକ ଉପସ୍ଥାପନା କରିବାକୁଏ ଅବୋଲକରl ମନ ମନ ବଳାଏ  l  ୨୦୨୨ମସିହା ମଇ ୧୮ ତାରିଖ l ସମୟ ୧୨ ଟା ବାଜି ୧୩ ମିନିଟ ହୋଇଥାଏ l ଉଦୁଉଦିଆ ଖରାବେଳ l ଫୋନ ର ଘଣ୍ଟି ବାଜିଲା l ପାଖକୁ ଯାଇ ଦେଖ ତ, ପୂର୍ଵଦିନ ଦୁଇଟି ରେ ଘଟିଯାଇଥିବା ଘଟଣା ମାନଙ୍କର ନିର୍ଯାସ ଉପନୀତର କ୍ଷଣ ଆସି ପହଞ୍ଚି ଯାଇଛି l ଅର୍ଥାତ ସେହି ବ୍ୟୟସାକ୍ଷେପ ଦୁଇ ଚକିଆ ସାଇକେଲ ଟି ଆସି ଗୋଟେ ଡାଲା ଥିବା ଗାଡ଼ିରେ ଫାଟକ ସମ୍ମୁଖରେ ପହଁଚିଯାଇଛି l ପୂର୍ବ ଦିନ ସାଇକେଲ କମ୍ପାନୀର ଜୈନିକ କର୍ମଚାରୀଙ୍କ ସଙ୍ଗେ କିଛି ବାକ୍ୟ ବିନିମୟ ହୋଇଥିବାରୁ ସେ ବିଳମ୍ବ ନ କରି ସାଇକେଲ ଟିକୁ ପଠାଇ ଦେଇଛନ୍ତି ଭାବି ମୁଁ ନିରବରେ ଅତି ସନ୍ତର୍ପଣ ର ସହିତ ଫୋନ କରିଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଲି l କାଗଜରେ ଦସ୍ତଖତ ସହିତ ସମ୍ମତି ପ୍ରଦାନ କରି ଆଣିଥିବା ବ୍ୟକ୍ତିଙ୍କୁ ବିଦାୟ ଦେଲି l ମନରେ ସଂକୋଚ ମଧ୍ୟ ଥାଏ, କାରଣ ଏତେ ବ୍ୟୟବହୁଳ ସାଇକେଲର ବର୍ତମାନ ପରିସ୍ଥିତିରେ ମୋ ଭଳି ସମାଜର ସାଧାରଣବର୍ଗର ବ୍ୟକ୍ତି ଟିଏ ପାଇଁ ପ୍ରଯୁଜ୍ୟତା କଣ l ଏହା ପରେ ମୁଁ ପୃଷ୍ଠଭୂମିର ସନ୍ଧlନରେ ଲାଗିଲି, ଯେ କିପରି ସାଇକେଲ ପ୍ରାସଙ୍ଗିକତାର ଯଥାର୍ଥତା ପ୍ରତିପାଦନ କରିବି l ଏହି ସମୟରେ ମନରେ ଆସିଲା, ବାଲ୍ୟ ବନ୍ଧୁଙ୍କ ବିବାହ ଦିନ ଆଜି ଥିବାରୁ, ବୈବାହିକ ଜୀବନ ଯାତ୍ରାର
ଅୟମାରମ୍ଭ ସାଇକେଲ ଦ୍ଵାରା ଯଦି କରାଯାଏ, ତେବେ କିଛି ଅଭୁଲା ସ୍ମୃତି ଏବଂ ସମାନତା ମଧ୍ୟରେ ଭିନ୍ନତାର ଛୋଟିଆ ଉଦାହରଣ ଟିଏ  ହୋଇପାରନ୍ତା l ମୋ ମନରେ ଥିବା ସୁପ୍ତ ଚିନ୍ତାଧାରା କୁ ଦମ୍ଭତl ପ୍ରଦାନ କଲା ଆଉ ଜଣେ ବନ୍ଧୁ ଙ୍କ ସମାନ ପ୍ରସ୍ତାବ l ମନରେ ଥିବା ଚିନ୍ତାଧାରା କୁ ବର ବେଶ ରେ ବାହାରିବା ପାଇଁ ପ୍ରସ୍ତୁତ ହେଉଥିବା, ବନ୍ଧୁଙ୍କୁ ପ୍ରସ୍ତାବ ଟିର ସମ୍ୟକ ସୂଚନା ଫୋନ ମାଧ୍ୟମରେ ଜଣାଇ, ଉତ୍ସୁକତାର ସହ ଗ୍ରୀଷ୍ମ ଋତୁ ର ପ୍ରଚଣ୍ଡ ଖରାକୁ ବେଖାତିରି କରି ସାଇକେଲ ଚଳାଇ ବାହାରିଗଲି ବନ୍ଧୁଙ୍କ ବାସଭବନ ଅଭିମୁଖେ l  ଅସମୟରେ ରେ ମୋତେ ଦେଖି ଆଶ୍ଚର୍ଯ୍ୟ ହେବା ସହ, ନୂଆ ସାଇକେଲ ଟିକୁ ଚଳାଇବା ସହିତ ପରଖି ନେଲେ ଏହା ତାଙ୍କ ପାଇଁ ଉପଯୁକ୍ତ ହେବ ନା ନାହିଁ l ମୋ ମନରେ ଆଶଙ୍କା ମଧ୍ୟ ଥାଏ, ପ୍ରସ୍ତାବ ଟି ପାରିପାର୍ଶ୍ୱକ ଅବସ୍ଥା ଯୋଗୁଁ ଗ୍ରହଣ ନ ହେବାର l ଯାହା ବି ହେଉ ବନ୍ଧୁ ପ୍ରସ୍ତାବ ଗ୍ରହଣ କରି ଆତ୍ମତୃପ୍ତି ର ସ୍ୱାଦ ଅବିଳମ୍ବେ ଚଖାଇ ଦେଲେ l ମୋ ଅସ୍ଥିର ମନ ସ୍ଥିର ହେବା ସହିତ ଖରାରେ ଆସିବାର ମୂଲ୍ୟ ମିଳିଲା ବୋଲି ଚିନ୍ତା କରି ନିଜ ମନକୁ ସାନ୍ତ୍ୟୋନା ଦେଇ ସେଠାରୁ ବିଦାୟ ନେଲି l ସନ୍ଧ୍ୟା ରେ ବର ଯାତ୍ରା ଆରମ୍ଭ ହେଲା l ପୂର୍ଵ ନିର୍ଧାତିତ ଯୋଜନା ମୁତାବକ ବର ସାଇକେଲ ଚଳାଇ, ଅତି ଉଷ୍ମ ପରିବେଶ ମଧ୍ୟ୍ୟରେ ଝାଳ ସର ସର ହୋଇ ବିବାହ ମଣ୍ଡପ ରେ ପହଞ୍ଚିଲେ l ଏକ ସଂଯୋଗ ବଶତଃ ୧୯ତାରିଖ ଦିନ, ଏକ ଦୈନିକ ଖବର କାଗଜ ଏବଂ ଏକ ସାମାଜିକ ଗଣ ମାଧ୍ୟ୍ୟମରେ ସେହି ବନ୍ଧୁ ବରଙ୍କ ଖବର ପ୍ରକାଶିତ ହୋଇଥିଲା l ଏହା ସେଦିନ ପାଇଁ ସାମାନ୍ୟ ଥିଲା l ତା ପରଦିନ ଏହା ଏକ ସୁନାମି ରେ ପରିଣତ ହୋଇଗଲା l ବର ଯାତ୍ରା ସମୟରେ ଉତୋଳିତ ଫଟୋ ଏବଂ ଭିଡ଼ିଓ ଗୁଡିକ ସାମାଜିକ ଗଣମାଧ୍ୟମ ରେ ଅତି ପ୍ରବଳ ମାତ୍ରାରେ ପ୍ରଚାର ପ୍ରସାର ହୋଇଗଲା l ଯାହା ଚିନ୍ତା ର ବାହାରେ ଥିଲା ଆମ ପରି ସାଧାରଣ ମଣିଷ ମାନଙ୍କ ମଧ୍ୟରେ l ସେହି ଯାତ୍ରା ରେ ସାଥି ହୋଇଥିବା ସମସ୍ତ ବନ୍ଧୁ ଓ ପରିବାର ବର୍ଗ ନିଜକୁ ଗୌରବନ୍ବିତ ମନେ କଲେ l ବନ୍ଧୁ ସାଧାରଣ ରୁ ଅସାଧାରଣ ତାରକା ର ଉପଲବ୍ଧି ପ୍ରାପ୍ତ କଲେ l କ୍ରମେ କିଛି ଜଣା ଆଉ ଅନେକ ଅଜଣା ଫୋନ ରେ ବନ୍ଧୁ ଜଣକ ଅତି ବ୍ୟତିବ୍ୟସ୍ତ ହୋଇପଡିଲେ ଦିନ କେତୋଟି ମଧ୍ୟରେ l ଉଲେଖନୀୟ ଘଟଣା କ୍ରମରେ ସେହି ବନ୍ଧୁ ଜଣଙ୍କ ପୂର୍ବରୁ ତାଙ୍କ ବାଲ୍ୟ ସମୟରେ ସାଇକେଲ ଟିଏ ପାଇବା ପାଇଁ ଅନେକ କଷ୍ଟ ସ୍ୱୀକାର କରିଥିବାର ଅନୁଭୂତି ବଖାଣି ଛନ୍ତି l କିନ୍ତୁ ଆଜି ସାଇକେଲ ତାଙ୍କୁ ଆଣିଦେଇଛି ଏକ ବିରାଟ ପରିଚୟ l

ଏହା ତ ଥିଲା ବନ୍ଧୁଙ୍କ ପ୍ରତି ସାଇକେଲର ଅବଦାନ l ତତସହିତ ମୁଁ ମଧ୍ୟ ସାଇକେଲ ପାଇଁ କିଛି ପରିଚୟ ସାଉଁଟିଛି l ଘଟଣା କ୍ରମରେ ମୁଁ ପ୍ରତିଦିନର ସକାଳର ଯୋଗ ବିଯୋଗ ପ୍ରକ୍ରିୟା ସମୟରେ, ମୋତେ ଚିହିଁ ନଥିବା ବ୍ୟକ୍ତି ବିଶେଷଙ୍କ ଦ୍ଵାରା ସାଇକେଲ ପାଇଁ ପରିଚୟ ପାଇପାରିଛି l ଯଥାର୍ଥରେ କହିବାକୁ ଗଲେ ସେଦିନର ଶନ୍ତର୍ପିତ ଏବଂ ପରୀତାପର ପରିସ୍ଥିତି, ଆଜି ମୋ ପାଇଁ ଅନ୍ତ ଘଟିଛି l ସାଇକେଲର ପ୍ରଯୁଜ୍ୟତା ଅନୁମେୟ କରିହେଉଛି l ନିଜ ସ୍ୟାସ୍ଥ୍ୟ ଏବଂ ପରିବେଶର ସ୍ୟାସ୍ଥ୍ୟ ପାଇଁ ଭଲ ସାଇକେଲ ଟିଏ ନିତ୍ୟାନ୍ତ ଜରୁରୀ l
ଯାହା ଆପଣଙ୍କୁ ଅବସର ସମୟ ରେ  ସାଇକେଲ ଚଲେଇବା ପାଇଁ ପ୍ରବର୍ତ୍ତlୟୀବ l ବୟସ ବୃଦ୍ଧିର ମାନସିକ  କିଛିକାଂଶରେ  ମୁକ୍ତି ମିଳିବ l ଯାହା ପୂର୍ଵ ପ୍ରଚଳିତ ଶୂନ ଗାଡ଼ି ଟି ଆଗାମୀ ଭବିଷ୍ୟତ ପାଇଁ ଅର୍ଦ୍ଧଶୂନ୍ୟ ପରିବେଶର ଭୟଭୟତା ର ନିଷ୍ଟୁର ସତ୍ୟତାର ଉପଶମରେ ମଲମ ସଦୃଶ୍ୟତାର ବାର୍ତ୍ତା ବହନ କରିବ l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ