-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜୀବନଶୈଳୀ

ଇଂରାଜୀ ସାହିତ୍ୟର ଜଣେ ନୀରବ ସାଧକ- ଡଃ ରାଧାକାନ୍ତ ମିଶ୍ର

26-Jun-2022



ଆମ ସମାଜରେ ଏବେ ବି ଅନେକ ସାହିତ୍ୟ ସ୍ରଷ୍ଟା ଅଛନ୍ତି ଯେଉଁ ମାନଙ୍କ ଭିତରେ ଅଗାଧ ପାଣ୍ଡିତ୍ୟ ଓ ସୃଜନଶୀଳତା ଭରି ରହିଥିଲେ ମଧ୍ୟ ସେମାନେ ଲୋକଲୋଚନରୁ ବହୁ ଦୁରରେ ରହିଛନ୍ତି । ଭାଷା ଓ ସାହିତ୍ୟ ଭଣ୍ଡାରକୁ ଅନେକ କିଛି ଅମୂଲ୍ୟ ଭେଟି ଦେଇ ସାରିବା ପରେ ମଧ୍ୟ ଏମାନଙ୍କ ପ୍ରତିଭା ଓ ଉତ୍ସର୍ଗୀକୃତ ମନୋଭାବକୁ ସମାଜ ଆଦୌ ଚିହ୍ନପାରି ନଥାଏ । ବିଡମ୍ବନାର ବିଷୟ ହେଲା ବଣର ମଲ୍ଲୀ ପରି ବଣରେ ଫୁଟି ଝାଉଁଳି ପଡିବା ପରି ଏମାନଙ୍କ ପ୍ରତିଭାର ମହକ କୁ କେହି ଜାଣି ପାରନ୍ତି ନାହିଁ । ଇଂରାଜୀ ଭାଷା ସାହିତ୍ୟର ଏପରି ଜଣେ ଲୁକ୍କାୟିତ ପ୍ରତିଭା ଓ ନୀରବ ସାଧକ ହେଉଛନ୍ତି ଡ.ରାଧାକାନ୍ତ ମିଶ୍ର । ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଭାବରେ କେବଳ କଲେଜରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଦାନ ଭିତରେ ନିଜକୁ ସୀମିତ ନ ରଖି ବୟସର ଅପରାହ୍ନରେ ବି ନିଜ ଲେଖନୀ ମୂନକୁ ଶାଣିତ କରିଚାଲିଛନ୍ତି ଏହି ସାରସ୍ୱତ ସାଧକ ଜଣକ । ଇଂରାଜୀ ଭାଷାରେ ଏଜାବତ ଦୁଇଟି ଉପାଦେୟ ପୁସ୍ତକ ରଚନା କରି ସାରିଥିବା ରାଧାକାନ୍ତ ମିଶ୍ରଙ୍କର ବୟସ ୭୫ ଛୁଇଁଲାଣି । ଶାରିରିକ ଅସୁସ୍ଥତା ଓ ପ୍ରତିକୁଳ ପରିସ୍ଥିତି କେବେ ବି ରାଧାକାନ୍ତ ମିଶ୍ରଙ୍କୁ ନିଜ ସାଧାନରୁ ବିଚ୍ୟୁତ କରିପାରି ନାହିଁ । ସାହିତ୍ୟ ସାଧନାରେ ବ୍ରତୀ ଏହି ବିଜ୍ଞ ପୁରୁଷଙ୍କ  ରଚନା ପ୍ରଚାରଧର୍ମୀ ନୁହେଁ ବଂର ମାନବଧର୍ମୀ ଅଟେ । ତାଙ୍କ ଲେଖନୀରେ ରହିଛି ମାନବୀୟ ଚେତନାବୋଧର ସ୍ୱର, ସମାଜରେ ଘଟୁଥିବା ନାରୀ ନିର୍ଯ୍ୟତନାର କରୁଣ କାହାଣୀ । ନିଜର ଲେଖନୀ ମାଧ୍ୟମରେ ସମାଜକୁ ପଥପ୍ରଦର୍ଶନ କଲା ଭଳି ତଥା ସମାଜର ଶେଷ ସ୍ତରର ଲୋକଙ୍କ କଥା କହୁଥିବା ରାଧାକାନ୍ତ ମିଶ୍ର କେବେ ବି  ନିଜକୁ ପ୍ରଜ୍ଞାପିତ କରି ନାହାନ୍ତି କି ପୁରସ୍କାର ଓ ସମ୍ବର୍ଦ୍ଧନା ପାଇଁ ଲାଳାୟିତ ହୋଇ ନାହାନ୍ତି । ନିଜର ଲେଖନୀ ମାଧ୍ୟମରେ ସମାଜକୁ ଆଲୋକ ଦେଖାଉଥିବା ଏହି ଲେଖକ ସ୍ୱୟଂ ଅନ୍ଧାରରେ । ଲେଖକଙ୍କ ମୂଲ୍ୟବାନ ଲେଖା ଓ ସନ୍ଦର୍ଭକୁ ସାରସ୍ୱତ ଜଗତର ଏକ ଆଲୋକିତ ପରିସରକୁ ଅଣାଯାଇ ପାରିଲେ ନିଶ୍ଚିତ ଭାବେ ଆମ ସମାଜ ଏହା ଦ୍ୱାର ଲାଭାନ୍ୱିତ ହୋଇ  ପାରନ୍ତା । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରିଏଟ୍ ଲାଭ କରିଥିବା ଇଂରାଜୀ ସାହିତ୍ୟର ଜଣେ ଧୁରୀଣ ସ୍ରଷ୍ଟା ଭାବରେ ଏଜାବତ ୫ଠ ରୁ ଅଧିକ  ଇଂରାଜୀ ଜର୍ଣ୍ଣାଲରେ ଲେଖା ବାହାରି ସlରିଲାଣି  କେରଳର ପ୍ରସିଦ୍ଧ କବୟିତ୍ରୀ କମଳା ଦାସ ଓ  ସେକ୍ସପିୟରଙ୍କ ଲେଖା ସବୁକୁ ବିଶ୍ଲେଷଣ କରି  ଲେଖକ ଶ୍ରୀ ମିଶ୍ର ଅନେକ ସୃଜନାତ୍ମକ ଲେଖା ସୃଷ୍ଟି  କରିଛନ୍ତି । ରାଜ୍ୟ

ବାହାରର ଅନେକ ସ୍ଥାନରେ  ଶ୍ରୀ ମିଶ୍ର ନଜିର ଗବେଷଣାଧର୍ମୀ ସନ୍ଦର୍ଭ ପାଠ କରି ।ରିଛନ୍ତି ।  ବନାରାସ ବିଶ୍ୱବିଦ୍ୟାଳୟ, ଲକ୍ଷେ୍ନା ଲକ୍ଷ୍ନୋ ବିଶ୍ୱବିଦ୍ୟାଳୟ ଓ ଆନ୍ଧ୍ର ବିଶ୍ୱବିଦ୍ୟାଳୟକୁ ଶ୍ରୀ ମିଶ୍ର ନିମନ୍ତ୍ରିତ ହୋଇ ସେଠାରେ ତାଙ୍କ ସନ୍ଦର୍ଭ ପାଠ କରି ନିଜର ପ୍ରତିଭାର ପରିଚୟ ଦେଇ ପାରିଛନ୍ତି ।  ଦୁଇଟି ପୁସ୍ତକ ସମେତ ଅନେକ ଇଂରାଜୀ ଆଲେଖ୍ୟ ର ସଫଳ ସ୍ରଷ୍ଟା ରାଧାକାନ୍ତ ମିଶ୍ର ଜୀବନ ର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲେଖି ଚାଲିଥିବେ ବୋଲି କହିଛନ୍ତି । ଶ୍ରୀ ମିଶ୍ରୀ ଙ୍କ ଲିଖିତ ଦୁଇଟି ଗବେଷଣାଧର୍ମୀ ପୁସ୍ତକ Kamala Das's Monomanuac Pursuit for Transcendental Kove: A comprehensive Study of Her poems ଏବଂ The Aurobindonian and the post-Aurobindonian Traditions in Indian English Poetry: A Contrastive study of some Representative Poets ନିଜ ଆଲମିରାରେ ଶୋଭା ପାଉଥିବା ବେଳେ ଏହା ପାଠକଙ୍କ ପାଖକୁ ପହଞ୍ଚିବାର ଅପେକ୍ଷାରେ ରହିଛି । ୨ଠଠ୬ ମସିହାରେ ଟିଟିଲାଗଡ଼ ଡିଏଭି କଲେଜରୁ ଜଣେ ଇଂରାଜୀ ପ୍ରଫେସର ଭାବରେ ଅବସର ଗ୍ରହଣ କରିବା ପରେ ନିଜ ଜନ୍ମମାଟି ବଲାଙ୍ଗୀରକୁ ଫେରିଆସିଥିଲେ ରାଧାକାନ୍ତ ମିଶ୍ର । ଶାରୀରିକ ଅସୁସ୍ଥତା ସତ୍ତ୍ୱେ  ବି ଥକି ପଡି ନାହାନ୍ତି ଶ୍ରୀ ମିଶ୍ର । ନିଜର ଲେଖନୀ ମୂନକୁ ଆହୁରି ଶାଣିତ କରିଚାଲିଛନ୍ତି ସେ । ବଲାଙ୍ଗୀର ସହର ମହାଲକ୍ଷ୍ମୀ ନଗରରେ ସହଧର୍ମିଣୀ ଗୀତାଞ୍ଜଳି ଓ ପୁଅ ଦେବଦତ୍ତ ଙ୍କ ସହ ସାରସ୍ୱତ ସାଧନାରେ ମଗ୍ନ ଶ୍ରୀ ମିଶ୍ର । ତିନୋଟି ପୁଅ ମଧ୍ୟରୁ ଦୁଇ ଜଣ ବେଙ୍ଗଲୋରରେ ସଫ୍ଟୱେର  ଇଂଜିନିୟର ଭାବେ କାର୍ଯ୍ୟରତ ଥିବା ବେଳେ ସାନ ପୁଅ ମଧ୍ୟ ପେଶରେ ଇଂଜିନିୟର ଥାଇ ବି କେବଳ ବାପାମଁ ଙ୍କ ସେବା ଶୁଶୃଶା ପାଇଁ ବେଙ୍ଗଲୋର ଛାଡି ନିଜ ବାପା ମାଁ ଙ୍କ ସହ ରହୁଛନ୍ତି । ସମକାଳୀନ କବି ଓ ଲେଖକ ମାନଙ୍କ ମଧ୍ୟରେ ଇଂରାଜୀ ଭାଷା ସାହିତ୍ୟରେ ଲେଖନୀ ଚାଳନା କରିବା କ୍ଷେତ୍ରରେ ରାଧାକାନ୍ତ ମିଶ୍ରଙ୍କ ନାମ ସର୍ବାଗ୍ରେ ରହିବ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ