-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||     

HOME   ଜୀବନଶୈଳୀ

ପ୍ରଚାର ପ୍ରସାର ଠାରୁ ବହୁ ଦୁରରେ ଜଣେ ସାରସ୍ୱତ ସାଧକ ଡ଼. ରାଧାକାନ୍ତ ମିଶ୍ର

26-Jun-2022



ବଲାଙ୍ଗିର (ପ୍ରେରଣା ଖବର ବ୍ୟୁରୋ) ଆମ ସମାଜରେ ଏବେ ବି ଅନେକ ସାହିତ୍ୟ ସ୍ରଷ୍ଟା ଅଛନ୍ତି ଯେଉଁ ମାନଙ୍କ ଭିତରେ ଅଗାଧ ପାଣ୍ଡିତ୍ୟ ଓ ସୃଜନଶୀଳତା ଭରି ରହିଥିଲେ ମଧ୍ୟ ସେମାନେ ଲୋକଲୋଚନରୁ ବହୁ ଦୁରରେ ରହିଛନ୍ତି । ଭାଷା ଓ ସାହିତ୍ୟ ଭଣ୍ଡାରକୁ ଅନେକ କିଛି ଅମୂଲ୍ୟ ଭେଟି ଦେଇ ସାରିବା ପରେ ମଧ୍ୟ ଏମାନଙ୍କ ପ୍ରତିଭା ଓ ଉତ୍ସର୍ଗୀକୃତ ମନୋଭାବକୁ ସମାଜ ଆଦୌ ଚିହ୍ନପାରି ନଥାଏ । ବିଡମ୍ବନାର ବିଷୟ ହେଲା ବଣର ମଲ୍ଲୀ ପରି ବଣରେ ଫୁଟି ଝାଉଁଳି ପଡିବା ପରି ଏମାନଙ୍କ ପ୍ରତିଭାର ମହକ କୁ କେହି ଜାଣି ପାରନ୍ତି ନାହିଁ । ଇଂରାଜୀ ଭାଷା ସାହିତ୍ୟର ଏପରି ଜଣେ ଲୁକ୍କାୟିତ ପ୍ରତିଭା ଓ ନୀରବ ସାଧକ ହେଉଛନ୍ତି ଡ.ରାଧାକାନ୍ତ ମିଶ୍ର । ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଭାବରେ କେବଳ କଲେଜରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଦାନ ଭିତରେ ନିଜକୁ ସୀମିତ ନ ରଖି ବୟସର ଅପରାହ୍ନରେ ବି ନିଜ ଲେଖନୀ ମୂନକୁ ଶାଣିତ

କରିଚାଲିଛନ୍ତି ଏହି ସାରସ୍ୱତ ସାଧକ ଜଣକ । ଇଂରାଜୀ ଭାଷାରେ ଏଜାବତ ଦୁଇଟି ଉପାଦେୟ ପୁସ୍ତକ ରଚନା କରି ସାରିଥିବା ରାଧାକାନ୍ତ ମିଶ୍ରଙ୍କର ବୟସ ୭୫ ଛୁଇଁଲାଣି । ଶାରିରିକ ଅସୁସ୍ଥତା ଓ ପ୍ରତିକୁଳ ପରିସ୍ଥିତି କେବେ ବି ରାଧାକାନ୍ତ ମିଶ୍ରଙ୍କୁ ନିଜ ସାଧାନରୁ ବିଚ୍ୟୁତ କରିପାରି ନାହିଁ । ସାହିତ୍ୟ ସାଧନାରେ ବ୍ରତୀ ଏହି ବିଜ୍ଞ ପୁରୁଷଙ୍କ  ରଚନା ପ୍ରଚାରଧର୍ମୀ ନୁହେଁ ବଂର ମାନବଧର୍ମୀ ଅଟେ । ତାଙ୍କ ଲେଖନୀରେ ରହିଛି ମାନବୀୟ ଚେତନାବୋଧର ସ୍ୱର, ସମାଜରେ ଘଟୁଥିବା ନାରୀ ନିର୍ଯ୍ୟତନାର କରୁଣ କାହାଣୀ । ନିଜର ଲେଖନୀ ମାଧ୍ୟମରେ ସମାଜକୁ ପଥପ୍ରଦର୍ଶନ କଲା ଭଳି ତଥା ସମାଜର ଶେଷ ସ୍ତରର ଲୋକଙ୍କ କଥା କହୁଥିବା ରାଧାକାନ୍ତ ମିଶ୍ର କେବେ ବି  ନିଜକୁ ପ୍ରଜ୍ଞାପିତ କରି ନାହାନ୍ତି କି ପୁରସ୍କାର ଓ ସମ୍ବର୍ଦ୍ଧନା ପାଇଁ ଲାଳାୟିତ ହୋଇ ନାହାନ୍ତି । ନିଜର ଲେଖନୀ ମାଧ୍ୟମରେ ସମାଜକୁ ଆଲୋକ ଦେଖାଉଥିବା ଏହି ଲେଖକ ସ୍ୱୟଂ ଅନ୍ଧାରରେ । ଲେଖକଙ୍କ ମୂଲ୍ୟବାନ ଲେଖା ଓ ସନ୍ଦର୍ଭକୁ ସାରସ୍ୱତ ଜଗତର ଏକ ଆଲୋକିତ ପରିସରକୁ ଅଣାଯାଇ ପାରିଲେ ନିଶ୍ଚିତ ଭାବେ ଆମ ସମାଜ ଏହା ଦ୍ୱାର ଲାଭାନ୍ୱିତ ହୋଇ  ପାରନ୍ତା । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରିଏଟ୍ ଲାଭ କରିଥିବା ଇଂରାଜୀ ସାହିତ୍ୟର ଜଣେ ଧୁରୀଣ ସ୍ରଷ୍ଟା ଭାବରେ ଏଜାବତ ୫ଠ ରୁ ଅଧିକ  ଇଂରାଜୀ ଜର୍ଣ୍ଣାଲରେ ଲେଖା ବାହାରି ସlରିଲାଣି  କେରଳର ପ୍ରସିଦ୍ଧ କବୟିତ୍ରୀ କମଳା ଦାସ ଓ  ସେକ୍ସପିୟରଙ୍କ ଲେଖା ସବୁକୁ ବିଶ୍ଲେଷଣ କରି  ଲେଖକ ଶ୍ରୀ ମିଶ୍ର ଅନେକ ସୃଜନାତ୍ମକ ଲେଖା ସୃଷ୍ଟି  କରିଛନ୍ତି । ରାଜ୍ୟ ବାହାରର ଅନେକ ସ୍ଥାନରେ  ଶ୍ରୀ ମିଶ୍ର ନଜିର ଗବେଷଣାଧର୍ମୀ ସନ୍ଦର୍ଭ ପାଠ କରି ।ରିଛନ୍ତି ।  ବନାରାସ ବିଶ୍ୱବିଦ୍ୟାଳୟ, ଲକ୍ଷ୍ନୋ ବିଶ୍ୱବିଦ୍ୟାଳୟ ଓ ଆନ୍ଧ୍ର ବିଶ୍ୱବିଦ୍ୟାଳୟକୁ ଶ୍ରୀ ମିଶ୍ର ନିମନ୍ତ୍ରିତ ହୋଇ ସେଠାରେ ତାଙ୍କ ସନ୍ଦର୍ଭ ପାଠ କରି ନିଜର ପ୍ରତିଭାର ପରିଚୟ ଦେଇ ପାରିଛନ୍ତି ।  ଦୁଇଟି ପୁସ୍ତକ ସମେତ ଅନେକ ଇଂରାଜୀ ଆଲେଖ୍ୟ ର ସଫଳ ସ୍ରଷ୍ଟା ରାଧାକାନ୍ତ ମିଶ୍ର ଜୀବନ ର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲେଖି ଚାଲିଥିବେ ବୋଲି କହିଛନ୍ତି । ଶ୍ରୀ ମିଶ୍ରୀ ଙ୍କ ଲିଖିତ ଦୁଇଟି ଗବେଷଣାଧର୍ମୀ ପୁସ୍ତକ Kamala Das's Monomanuac Pursuit for Transcendental Love: A comprehensive Study of Her poems ଏବଂ The Aurobindonian and the post-Aurobindonian Traditions in Indian English Poetry: A Contrastive study of some Representative Poets ନିଜ ଆଲମିରାରେ ଶୋଭା ପାଉଥିବା ବେଳେ ଏହା ପାଠକଙ୍କ ପାଖକୁ ପହଞ୍ଚିବାର ଅପେକ୍ଷାରେ ରହିଛି । ୨ଠଠ୬ ମସିହାରେ ଟିଟିଲାଗଡ଼ ଡିଏଭି କଲେଜରୁ ଜଣେ ଇଂରାଜୀ ପ୍ରଫେସର ଭାବରେ ଅବସର ଗ୍ରହଣ କରିବା ପରେ ନିଜ ଜନ୍ମମାଟି ବଲାଙ୍ଗୀରକୁ ଫେରିଆସିଥିଲେ ରାଧାକାନ୍ତ ମିଶ୍ର । ଶାରୀରିକ ଅସୁସ୍ଥତା ସତ୍ତ୍ୱେ

 ବି ଥକି ପଡି ନାହାନ୍ତି ଶ୍ରୀ ମିଶ୍ର । ନିଜର ଲେଖନୀ ମୂନକୁ ଆହୁରି ଶାଣିତ କରିଚାଲିଛନ୍ତି ସେ । ବଲାଙ୍ଗୀର ସହର ମହାଲକ୍ଷ୍ମୀ ନଗରରେ ସହଧର୍ମିଣୀ ଗୀତାଞ୍ଜଳି ଓ ପୁଅ ଦେବଦତ୍ତ ଙ୍କ ସହ ସାରସ୍ୱତ ସାଧନାରେ ମଗ୍ନ ଶ୍ରୀ ମିଶ୍ର । ତିନୋଟି ପୁଅ ମଧ୍ୟରୁ ଦୁଇ ଜଣ ବେଙ୍ଗଲୋରରେ ସଫ୍ଟୱେର  ଇଂଜିନିୟର ଭାବେ କାର୍ଯ୍ୟରତ ଥିବା ବେଳେ ସାନ ପୁଅ ମଧ୍ୟ ପେଶରେ ଇଂଜିନିୟର ଥାଇ ବି କେବଳ ବାପାମଁ ଙ୍କ ସେବା ଶୁଶୃଶା ପାଇଁ ବେଙ୍ଗଲୋର ଛାଡି ନିଜ ବାପା ମାଁ ଙ୍କ ସହ ରହୁଛନ୍ତି । ସମକାଳୀନ କବି ଓ ଲେଖକ ମାନଙ୍କ ମଧ୍ୟରେ ଇଂରାଜୀ ଭାଷା ସାହିତ୍ୟରେ ଲେଖନୀ ଚାଳନା କରିବା କ୍ଷେତ୍ରରେ ରାଧାକାନ୍ତ ମିଶ୍ରଙ୍କ ନାମ ସର୍ବାଗ୍ରେ ରହିବ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ