-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||     

HOME   ଜିଲ୍ଲା

ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି

28-Sep-2026



ରିପୋର୍ଟ: ଆରବିନ୍ଦ ମିଶ୍ର

ଡୁଙ୍ଗୁରିପାଲିରେ ଶୋକର ଛାୟା,

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି  ବ୍ଲଡ ମହୁଲ ପାଇଁ ଗ୍ରାମର କାର୍ଯ୍ଯରିବ କମାଣ୍ଡେଣ୍ଟ ଜଗଦିଶ ଦିଶି (୫୪)ଙ୍କ ପରଲୋକ ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ସ୍ୱର୍ଗତ ବିଶି ସିଆରପିଏଫର କମାଣ୍ଡେଣ୍ଟ ଭାବେ କାର୍ଯ୍ୟକରୁଥିଲେ । ମାଓବାଦୀ ସୀମାନ୍ତ ନୂଆପଡା ଜିଲ୍ଲାରେ ବାୟିତ୍ବ ନେଇଥିଲେ । ନୁଆପଡାରେ କାର୍ଯ୍ୟରତ ଥିଲେ ମଧ୍ୟ ତାଙ୍କୁ ଜାମ୍ମୁକୁ ପଠାଯାଇଥିଲା । ସେଠାରେ କାର୍ଯ୍ୟରତ ଥିବା ବେଳେ, ତାଙ୍କର ସ୍ବାସ୍ଥ୍ୟବସ୍ଥା ଵିଗିଡି ସାଇଥିଲା । ସେଠାରୁ ସେ  ଫେରି ଆସି ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଇଥିଲେ। ଗତକାଲି ସଂଧ୍ୟା ୫.୩୦ରେ ଚିକିତ୍ସାଧନ ଅବସ୍ନାରେ  ତାଙ୍କର ତାଙ୍କର ଦେହାନ୍ତ ହୋଇ ହୋଇଯାଇଥିଲା । ସେଠାରୁ ସିଆରପିଏଫ ନୁଆପଡା ଏବଂ ବଲାଙ୍ଗିର ସିଆରପିଏଫ ସେବା ଗାଡିରେ ବାଙ୍କର ପାର୍ଥିବ ଶରୀରକୁ ଅଣାଯାଇଥିଲା । ଆଜି ଭୋର ୫ଟାରେ ଚୁଙ୍ଗୁରିପାଇଁରେ ପହଂ ଚିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ଏଫସିଆଇ ଛକରୁ ଚେରୁପାଇଁ ଏବଂ ଏବଂ ସେଠାରୁ ଶୁଖା ଗ୍ରାମ ଦେଇ  ଏକ ଶୋରାଯାତ୍ରାରେ ପୈତୃକ ଗ୍ରାମ ମହୁଲ ପାଲିକୁ ନିଆଯାଇଥିଲା । ଜଗଦିଶି ବିଶି ଅମର ରହେ ଧ୍ଵନୀରେ ସହର ଜମି ଉଠିଥୁଲା । ଗାଁରେ ପାର୍ଥଦ ଶରୀର ପହଂଚିବା ପରେ ପରିବାର, ବନ୍ଧୁବର୍ଗରେ ଶୋକର ଛାୟା ଖେଳି ଯାଇଥିଲା । ଏହି ସମୟରେ ରାସ୍ତା ଉଭୟ ପାର୍ଶ୍ଵରେ ବହୁ ଲୋକ ରୁଣ୍ଡ ହୋଇ ସହିଦ କୁ ଭକ୍ତିଭୁତ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଡୁଙ୍ଗୁରିପାଇଁ ପୂଲିସ ମଧ୍ୟ ସାଙ୍ଗରେ ମହୁଲପାଲି ଗ୍ରାମକୁ ଯାଇଥିଲେ । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟୁ ସମ୍ପନ୍ନ ହୋଇଥିଲା l ପୁଅ କାହ୍ନା ମୁଖାଗ୍ନି ଦେଇଥିଲେ । ତାଙ୍କର ମୃତ୍ୟୁ ପଛରେ ପତ୍ନୀ ମଞ୍ଜରୀ, ପୁଅ କାହ୍ନା (୨୬), ଝିଅ ଲାବରୀ (୨୨) କୁ ଛାଡି ଯାଇଛନ୍ତି । ଉଭୟ ପୁଅଝିଅ (ମୁଳ) ଦିବ୍ୟାଙ୍ଗ ଅଟନ୍ତି । ତାଙ୍କ ପିଚା ନିତ୍ୟା ଦିଶି ଓ

ମାଆ ଲକ୍ଷ୍ମୀ ବିଶି ବହୁ ଦିନରୁ ଦେହାନ୍ତ ହୋଇଯାଇଥିବା ବେଳେ ବ’"ମାନ ତାଙ୍କ ସ୍ତ୍ରୀ ସ୍ବାମୀଙ୍କ ଦେହାନ୍ତ ପରେ ବିବ୍ୟାଙ୍ଗ ପୁଅଝିଅକୁ ନେଇ ଚିନ୍ତାରେ ରହିଛନ୍ତି । ସିଆରପିଏଫର ମୁଖ୍ୟ ସେକେଣ୍ଡ କମାଣ୍ଡ ରାଧେଶ୍ୟାମ, ନୂଆପଡା ଏସଏମ ବଲାଙ୍ଗିର ୧୮୯ ବାଟାଲିୟାନର ସୋନୁ କୁମାର ସିଂ.ବେଶ ଏମ ୨୧୬ ବଟାଲିୟାନ, ଉପସ୍ଥିତ ରହି ଗାର୍ଡ ଅଫ୍ ଅନର ଦେଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଅଂଚଳର  ମୃତ୍ୟୁଞ୍ଜୟ ମିଶ୍ର, ପ୍ରଭୁବତ୍ତ ନାୟକ, ଯଦୁମଣି କୂଦେଇ, ସରୋଜ ପଧାନ, ଜିବେନ ଗୁରୁ,  ସ୍ବାଧୁନ ବିଶ୍ଵାଜ, ବିରେନ ପ୍ରମୁଖ ଶବସତ୍କାରରେ ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026

You Might Also Like