-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ଗତ ୨୭ ତାରିଖ ରୁ ୨୯ ସେପ୍ଟେମ୍ବର ଯାଏ ସୋନପୁର ବ୍ଳକ ର ୨୪୦ ଟି ଓ ସୁବର୍ଣ୍ଣପୁର ଜିଲ୍ଲା ର ୧୫୫୬ ଟି ଅଙ୍ଗନ୍ ୱାଡି ସେଣ୍ଟର ରେ ଅlଙ୍ଗନ କl ଉତ୍ସବ ସେବା ସଂକଳ୍ପ ଅଭିଯାନ ପାଳନଆରମ୍ଭ କରା ଯାଇଛି l ଗତ କାଲି ଅଙ୍ଗନ୍ ୱାଡି ସେଣ୍ଟର ର ପ୍ରତ୍ୟେକ ପରିବାର ସଦସ୍ୟ ଙ୍କ ଦ୍ଵାରା "ରେ ସି ପି" ପ୍ରଦର୍ଶନ ପିଠା ପଣା ପ୍ରସ୍ତୁତି ଓ ବାପା ମାଆ ମାନଙ୍କ ପାଇଁ "ରେସିପି" ପ୍ରତି ଯୋଗୀତା ଅନୁଷ୍ଟିତ ହୋଇଥିଲା l ଏବଂ ଏ ଉତ୍ସଵ ର ଦ୍ୱିତୀୟ ଦିବସ ରେ କୁନି କୁନି ଛୁଆ ଙ୍କ ଖେଳ ଚିତ୍ରାଙ୍କନ ନାଚ ଗୀତ ଇତ୍ଯାଦି କାର୍ଯ୍ଯ କ୍ରମ ସବୁ ଅଂଗନ୍ ୱାଡି ସେଣ୍ଟର ରେ ଅନୁଷ୍ଟିତ ହୋଇଥିବା ବେଳେ ଏହି ପରିପେକ୍ଷୀରେ କମ୍ୟୁନିଟୀ ସେଣ୍ଟର ର ସଦସ୍ୟ, ସୁପର୍ ଭାଇଜର ସି ଡି ପି ଓ ପ୍ରମୁଖ ଯୋଗ ଦାନ କରିଥିଲେ l ପ୍ରତ୍ୟେକ ଶିଶୁ ଙ୍କୁ ପ୍ୟାକେଜ ଲସି ଫଳ ଓ ମାଣ୍ଡିଆ କୁକିଜ ପ୍ରଦାନ କରା ଯାଇଥିଲା l ଅଜା ଆଈ ମାନେ ମୋଡେଲ ଶିକ୍ଷା ଉପରେ ବିଭିନ୍ନ ଗପ କହି ଶିଶୁ ଙ୍କୁ ଖୁସି କରାଇ ଥିଲେ l ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ସୋନପୁର ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ୨୯ ତାରିଖ ଯାଏ ବିଭିନ୍ନ କାର୍ଯ୍ଯ କ୍ରମ ଚାଲିବ ବୋଲି ପ୍ରକଲ୍ପ ଅଧିକାରୀ ସୂଚନା ଦେଇଛନ୍ତି l ସୋନପୁର ବ୍ଲକ ରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସାଗରିକା ସ୍ୱାଇଁ ଙ୍କ ତତ୍ତ୍ଵl ବଧାନ ରେ ଏଵଂ ଜିଲ୍ଲା ରେ ଡି ଏସ ଡ଼ବ୍ଲୁ ଓ ବୀଣାପାଣି ମିଶ୍ର ଙ୍କ ତତ୍ୱା ବଧାନ ରେ ଏହି ଉତ୍ସବ ର ସମସ୍ତ କାର୍ଯ୍ଯ କ୍ରମ ପରି ଚାଲଣା କରା ଯାଉଥିବା ସୁଚନା ମିଳିଛି l