-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜୀବନଶୈଳୀ

ଚାପୁଡାଏ ମାରି ସାଇଲାପରେ କ୍ଷମା ମାଗିବା କେତେ କାଳ, ସମୟ କହିବ

21-Nov-2021



 ଜିଦଖୋର ମନୋଭାବ, ଏକଛତ୍ରବାଦ ଶାସକ ଆଜି ଦେଶର ଅଗଣିତ ଚାଷୀ ଭାଇଙ୍କ ପାଖରେ ନତମସ୍ତକ ହେବାକୁ ବାଧ୍ୟ ହୋଇଛନ୍ତି l
  ପ୍ରଧାନମନ୍ତ୍ରୀଙ୍କ କୃଷି ବିଲ୍ ପ୍ରତ୍ୟାହାର ଖବର ପ୍ରସାରିତ ହେବାପରେ  ସାରା ଦେଶ ନିରବ l ନିର୍ବାଚନ ପୂର୍ବରୁ ୩ କୃଷି ଆଇନକୁ ସରକାର ପ୍ରତ୍ୟାହାର କରିବେ ବୋଲି ଘୋଷଣା କରିବା ପରେ ବିରୋଧୀ ସତେ ଯେମିତି ଅସ୍ତ୍ରହରା ହୋଇଯାଇଛନ୍ତି । ଚାଷୀଙ୍କ ନ୍ୟାର୍ଯ୍ୟ ଦାବିରେ କେନ୍ଦ୍ର ସରକାର ଅସ୍ତ୍ରବିହିନ ଭଳି କହି ବିରୋଧୀଙ୍କ ପାଖରେ  ଆଉ କିଛି ବିକଳ୍ପ ନାହିଁ କହିଲେ ଚଳେ l ସମୟ ଥିଲା ବର୍ତ୍ତମାନ ର ଅବସ୍ଥାପିତ କେନ୍ଦ୍ର ସରକାର କଂଗ୍ରେସ ଅମଳରେ ନିତ୍ୟବ୍ୟବହାର୍ଯ୍ୟ ଗ୍ୟାସ ଟାଙ୍କି ମୁଣ୍ତରେ ବୋହି କେତେଯେ,ନାରା ଦେଇ ଦରଦାମ ବିରୁଦ୍ଧରେ ଲଢ଼ୁଥିଲେ lହେଲେ ବର୍ତ୍ତମାନ ସେଇ ରନ୍ଧନ ଗ୍ୟାସ ଟାଙ୍କି ର ଅହେତୁକ ମୂଲ୍ୟବୃଦ୍ଧି, ପେଟ୍ରୋଲ ଡିଜେଲରେ ମୂଲ୍ୟବୃଦ୍ଧି,ଖାଇବା ତେଲ ଠୁ ଆରମ୍ଭ କରି ତେଲଲୁଣ ସଂସାରେ ନିଆଁ ଲାଗିଯାଇଛି l ଏହାକୁ ନେଇ ବିରୋଧୀ ଭଲ ଭାବରେ ସମରର ରଣନିତୀ ତେୟାର୍ କରିପାରନ୍ତେ l  ଗୋଟିଏ ଗୁଳିରେ ଦୁଇଟି ଶିକାର କଲାଭଳି, ବିରୋଧୀଙ୍କ ପାର୍ଲାମେଣ୍ଟ ପଣ୍ଡ ଯୋଜନା ଏବଂ ନିର୍ବାଚନୀ ରଣହୁଂକାରକୁ ଜବରଦସ୍ତ ଝଟକା ଦେଲା ଭଳି ମନେହୁଏ 

ମୋଦିଜୀଙ୍କ ଛକ୍କା ରେ    ବିରୋଧୀ ଦଳ ସବୁ ଘାଇଲା ବାଘ ସଦୃଶl ସେପଟେ ଏହାକୁ ଭିତ୍ତି କରି କୃଷକ ଆନ୍ଦୋଳନ ର ତୁଙ୍ଗନେତା ରାଜେଶ ଟିକ୍କାୟତ  ପାର୍ଲାମେଣ୍ଟରେ ସାମ୍ବିଧାନିକ ଭାବେ ଆଇନ ରଦ୍ଦ ନହେବା ଯାଏଁ ମୋଦି ଙ୍କୁ ଆମର ବିଶ୍ବାସ ନାହିଁ, ଏଣୁ ସେ ପର୍ଯ୍ୟନ୍ତ ଦିଲ୍ଲୀ ସୀମାରୁ ଟେଣ୍ଟ ଭାଙ୍ଗିବେ ନାହିଁ ବୋଲି ଶ୍ରୀ ଟିକ୍କୟତ କହିଛନ୍ତି l ହରିୟାଣା-ଦିଲ୍ଲୀ ସୀମାନ୍ତ ସିଂଘୁ ଆନ୍ଦୋଳନସ୍ଥଳରେ ସଂଯୁକ୍ତ କିଷାନ ମୋର୍ଚ୍ଚାର କୋର୍ କମିଟି ବୈଠକ ବସିସାରିଛି । ସଂସଦରେ ଆଇନ ରଦ୍ଦ ହେବା ପରେ ହିଁ ଆନ୍ଦୋଳନରୁ ହଟିବେ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି । ତଥାପି ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ସେମାନେ ସରକାରଙ୍କ ଠାରୁ କ୍ରିନ ଚିଟ୍ ଦାବି ରେ ଅଟଳ l
    ଚାଷୀଙ୍କ ଜିଦ୍, ବିରୋଧୀଙ୍କ ରାଜନୈତିକ ବିରୋଧ ଆଇନକୁ ଝଟକା ଦେଇଛି । ସେପଟେ ସରକାର ତରବରିଆ ଭାବେ ଅଧ୍ୟାଦେଶ ଆଣି ଆଇନରେ ପରିଣତ କରାଇ ନେବା, ଆଲୋଚନା ବେଳେ ବିରୋଧୀଙ୍କୁ ବିଶ୍ବାସକୁ ନନେବା, ଆଇନ ଉପରେ ସନ୍ଦେହ ସୃଷ୍ଟି କଲା । ଯାହା ସ୍ପଷ୍ଟ କରିଦେଲା ଯେ, ଆଇନରେ କୃଷି ଏବଂ କୃଷକଙ୍କ ହିତ ସାଧନ ଉଦ୍ଦେଶ୍ୟ କମ୍ ଥିଲା, ରାଜନୀତି  ଉଦ୍ଦେଶ୍ୟ ଥିଲା ଭଳି ମନେ ହେଉଥିଲା l

  ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟି, ଆଇନରେ କିଛିଟା ସଂଶୋଧନ ଆଣିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସରକାର ତାହା ବିଚାରକୁ ନେଇ ନାହାନ୍ତି । ବରଂ ନିର୍ବାଚନକୁ ନଜରରେ ରଖି ପ୍ରତ୍ୟାହାର ନିଷ୍ପତ୍ତି ନେଇଥିବା ସ୍ପଷ୍ଟ ଭାବେ ବାରି ହୋଇ ଯାଇଛି। ଯେମିତି  ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିଲାବେଳେ, ୧୯୭୭ ମସିହା  ନିର୍ବାଚନ ପୂର୍ବରୁ ଜରୁରୀକାଳୀନ ପରିସ୍ଥିତି ହଟାଇବାକୁ ବାଧ୍ୟ ହୋଇଥିଲେ । ଏବେ ବିରୋଧୀ ଅସ୍ତ୍ରଶସ୍ତ୍ର ଖୋଜିବାରେ ବ୍ୟସ୍ତ lଖୋଜିଲେ ଅନେକ ଅସ୍ତ୍ର ଅଛି ଜନସାଧାରଣ ଙ୍କ ହେବାପାଇଁ ଉଦ୍ଧିଷ୍ଟ ହୋଇପାରନ୍ତା lଦରଦାମ ବୃଦ୍ଧି ଏକ ପ୍ରସଙ୍ଗ,ଯାହାକି ଆମ ଆଦମୀ ଙ୍କ ପାଇଁ lପ୍ରାଇଭେଟି କରଣ ଏକ ବିରାଟ ଅସ୍ତ୍ର lଏମିତି ଅନେକ ଅସ୍ତ ଅଛି କେଉଁ ଅସ୍ତ୍ର କାଟୁ କରିବ ବିରୋଧି ଦଳର ତାହା ଦେଖିବାକୁ ବାକି ରହିଲା l


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ