-+91-9937148622 |
prerana_bgr@rediffmail.com |
Sunday 13th September 2026 |
R.N.I. Regd No. ODIODI/2010/46693
Breaking News
13-Sep-2026
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି।ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ଯଥା ଶ୍ରେଣୀ ତୃତୀୟ ରୁ ପଞ୍ଚମ ପର୍ଯ୍ୟନ୍ତ ଚିତ୍ରାଙ୍କନ ପ୍ରତିଯୋଗିତାରେ ସ୍ୱାଗତିକା ରାଉତ(ପ୍ରଥମ),ନିହାରିକା ସାହୁ(ଦ୍ୱିତୀୟ),ସୁଯୋଗ୍ୟ ଭୋଇ(ତୃତୀୟ) ରଚନା ପ୍ରତିଯୋଗିତାରେ ନିହାରିକା ସାହୁ(ପ୍ରଥମ),ସ୍ୱାଗତିକା ରାଉତ(ଦ୍ୱିତୀୟ),ସୁଯୋଗ୍ୟ ଭୋଇ(ତୃତୀୟ),ଶିଶୁବାଟିକାରୁ ଦ୍ୱିତୀୟ ପର୍ଯ୍ୟନ୍ତ ରଚନା ପ୍ରତିଯୋଗିତାରେ ଆଦ୍ୟଶା ବିଶ୍ୱାଳ(ପ୍ରଥମ), ସ୍ନେହାରାଣୀ ବିଶ୍ୱାଳ(ଦ୍ୱିତୀୟ),ସ୍ନେହାରିକା ସାହୁ(ତୃତୀୟ)ଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମେହେର ଓ ସହ ଶିକ୍ଷକ ଆର୍ତ୍ତତ୍ରାଣ ଖୁର୍ଡିଆଙ୍କ ଉପସ୍ଥିତିରେ ପୁରସ୍କୃତ କରାଯାଇଥିଲା।ପରିଶେଷରେ ବ୍ୟକ୍ତିଗତ ପରିଚ୍ଛନ୍ନତା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟାଙ୍କ ଉପସ୍ଥିତିରେ ରୋହିତ ମହାନନ୍ଦ(ବାଳକ),ଅଦ୍ୟାଶା ବିଶ୍ୱାଳ(ବାଳିକା) ବିଭାଗରେ ପୁରସ୍କୃତ କରାଯାଇଥିଲା।