-+91-9937148622 |
prerana_bgr@rediffmail.com |
Sunday 13th September 2026 |
R.N.I. Regd No. ODIODI/2010/46693
Breaking News
13-Sep-2026
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ପ୍ରଶାସନକୁ ମିଳିଛି ଏକ ବଡ ସଫଳତା । ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେନୁଆ ଗାଁ ସେତୁ ନିକଟରେ ସନ୍ଦେହ ଆଧାରରେ ଏକ ପିକାପ୍ ଭ୍ୟାନ୍ କୁ ଅଟକାଇ ସେଥିରେ ମହଜୁଦ ଥିବା ୬୬ଟି ଜରି ବସ୍ତାରେ ପାଖା ପାଖି ୩୩ ହଜାର ଲିଟର ନକଲି ମଦ ଜବତ କରିଥିବା ସୂଚନା ମିଳିଛି।
ଏହି ଘଟଣାରେ ଚାରି ଜଣ ଗିରଫ ହୋଇଥିବା ବେଳେ ସେଥିମଧ୍ୟରୁ ଦୁଇ ଜଣ ବିହାରୀ ଯୁବକ ଅଛନ୍ତି।ତେବେ ଏହି ନକଲି ମଦ କାରବାର ରେ ସମ୍ପୃକ୍ତ ଗୋଟିଏ ଅଲ୍ଟୋ କାର କୁ ମଧ୍ୟ ପୋଲିସ ଜବତ କରିଥିବା ଜଣାପଡ଼ିଛି ।