-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜୀବନଶୈଳୀ

ନିରବି ଗଲେ ଏ ଯୁଗର ସାଲବେଗ- ଉଭୟ ମନ୍ଦିର ଓ ମସଜିଦ୍ କୁ ଭଲ ପାଉଥିବା ଏକ ପରମ ଭକ୍ତ

05-Nov-2020



ଓଡିଶାର ଗର୍ବ ଓ ଗୌରବ ନୟାଗଡ ଜିଲ୍ଲାର ଖଣ୍ତପଡା ଠାରେ ଜନ୍ମିତ  ହିନ୍ଦୁ ମୁସଲିମ୍ ସଂହତିର ପ୍ରତୀକାତ୍ମକ ଏ ଯୁଗର ସାଲବେଗ ବିଶିଷ୍ଟ ସଂଗୀତଜ୍ଞ ଭିକାରୀ ମହମ୍ମଦ ଆଜି ବୁଧବାର  ରାତି  11/45 ମିନିଟ୍ ରେ ଇହଲୀଳା ସମ୍ବରଣ କରିଛନ୍ତି, ମ୍ରୁତ୍ଯୁ ବେଳକୁ ତାଙ୍କୁ 71 ବର୍ଷ ହୋଇଥିଲା  |  ଏହି ମହାନ ବ୍ଯକ୍ତିଙ୍କ ଆମ୍ମୀ ଉତ୍କଳର ପାରମ୍ପରିକ ଦୂତୀଆ ଓଷା ବ୍ରତ ପାଳନ କରି ଜଗନ୍ନାଥଙ୍କ ଆଶିର୍ବାଦରୁ ତାଙ୍କୁ ପୁତ୍ର ସନ୍ତାନ ଭାବରେ ପାଇଥିବାରୁ ହିନ୍ଦୁ ଧର୍ମ ଅନୁସାରେ ନାମ ରଖିଥିଲେ ଭିକାରୀ  | ଏହିପରି ଭାବରେ ହିନ୍ଦୁ‐ମୁସଲିମ୍ ଉଭୟ ଧାର୍ମିକ ସଦଭାବନା ସମନ୍ବୟରେ ଭିକାରୀ ମହମ୍ମଦ ନାମକୁ ସାର୍ଥକ କରିବା ପାଇଁ ସେ ଆଜୀବନ ପ୍ରତ୍ଯହ ମସଜିଦରେ ନମାଜ ପାଠ କରିବା ସହିତ ମନ୍ଦିରରେ ଜଗତର ନାଥ ଜଗନ୍ନାଥଙ୍କ ଚରଣାଶ୍ରୀତ ହୋଇ   ଜଣାଣ ଭଜନ ଗାୟନ ଦ୍ବାରା  ସେ ଏ ଯୁଗର ସାଲବେଗ ରୁପେ ସମସ୍ତଙ୍କ ଠାରେ ପରିଚିତ ଥିଲେ | ବର୍ତ୍ତମାନ୍ ରାଷ୍ଟ୍ର ରାଷ୍ଟ୍ର ମଧ୍ଯରେ ଧର୍ମିୟ ସଂକିର୍ଣ୍ଣତା ଓ ଅସହିଷ୍ଣୁତା ବ୍ଯାପକ ରୂପ ନେଉଥିବା ସମୟରେ ଏଯୁଗର ସାଲବେଗ ଦିବ୍ଯ ପୁରୁଷ  ଭିକାରୀ ମହମ୍ମଦ ଏହାଠାରୁ ଉର୍ଦ୍ଧ୍ବରେ ରହି ସଦା ସର୍ବଦା ଆନନ୍ଦମୟ ‐ ସଙ୍ଗୀତମୟ ଓ ଜଗନ୍ନାଥମୟ ପ୍ରଶସ୍ତି ମଧ୍ଯରେ ନିଜକୁ ହଜାଇ ଦେଇ ସମାଜକୁ ଶାନ୍ତୀ ଓ ସଂହତିର ବାର୍ତ୍ତା ପ୍ରଦାନ କରି ଆସୁଥିଲେ, ଆମାୟୀକ ସ୍ବଭାବର ଜଗନ୍ନାଥଙ୍କ ଏହି ପରମ ଭକ୍ତ ସାମଗ୍ରିକ ଭାବରେ  ଜଣେ ଉଚ୍ଚକୋଟିର ସଙ୍ଗୀତଜ୍ଞ ଓ ଜଗନ୍ନାଥ ଚେତନା ର ବିଦଗ୍ଧ ତଥା ଅଭିଜ୍ଞ  ପ୍ରେରଣାଦାୟୀ ବ୍ଯକ୍ତିତ୍ବ | ଏହି ଅମ୍ଳାନ ପ୍ରତିଭା ସମସ୍ତଙ୍କ  ପ୍ରିୟ ଭିକାରୀ ଭାଇନା ଙ୍କ ଆଲୋକ ବର୍ତ୍ତିକା ଦୀପଶିଖା ଆଜି ଲିଭିଯାଇଛି | କିନ୍ତୁ ଚିର ସ୍ମରଣୀୟ ହୋଇ ରହିଯାଇଛି ରହିଥିବ ତାଙ୍କରି ବିଗତ ଦିନର  କୃତି ଓ ସ୍ମୁତି ସବୁରୀ ମନରେ ‐ ସବୁରୀ ହ୍ରୁଦୟରେ | ଗତ ବର୍ଷ ବଲାଙ୍ଗିର ଜିଲ୍ଲା ଭଂଇଷ।  ଠାରେ ଆୟୋଜିତ କବିଶ୍ରୀ ଗୋବର୍ଦ୍ଧନ ଦାସ  କଲଚର ପକ୍ଷରୁ ଭିକାରୀ ମହମ୍ମଦଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା l  ହେ ! ଯଶସ୍ବୀ ସ୍ବର୍ଗତ ଆତ୍ମା ଆପଣ ପରଲୋକରେ  ଜଗନ୍ନାଥଙ୍କ ଚରଣରେ‐ଆଲ୍ଲାଙ୍କ ନିକଟରେ ସ୍ଥାନ ପାଇ ଶାନ୍ତି ଏବଂ ମୂକ୍ତି ପ୍ରାପ୍ତ ହୁଅନ୍ତୁ | ଆଜିର ଏହି ଦାରୁଣ ଦୁଃଖକୁ ସହିବା ପାଇଁ ତାଙ୍କ ପରିବାର ଓ  ପରିଜନଙ୍କୁ ଈଶ୍ବର ଶକ୍ତି ପ୍ରଦାନ କରନ୍ତୁ‐ ଏତିକି କାମନା | ଓଁ ଶାନ୍ତି ଶାନ୍ତି ଶାନ୍ତି ! ‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐ଉପସ୍ଥାପନl-ଗୁଣମୂଗ୍ଧ  ଆଲୋକ ଦାସ୍ ‐ ଭଇଁଷା‐ ବଲାଙ୍ଗୀର ‐  ଯୋଗାଯୋଗ‐ 9438028857 / 8018910901/


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ