-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME    ଅନ୍ୟାନ୍ୟ

ସଂକ୍ଷେପରେ ମୁଖ୍ୟ ଖବର

05-Nov-2020



୧.ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ସସ୍‌ପେଣ୍ଡ କଲା ବିଜୁ ଜନତା ଦଳ । ଦଳ ବିରୋଧୀ କାମକୁ ନେଇ ସସ୍‌ପେଣ୍ଡ କଲା ଦଳ ।

 

 ୨.ହାପି ବାର୍ଥ ଡେ’ ରନ ମେସିନ : ୩୨ ବର୍ଷରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ।

 

 ୩.ICC ଦିନିକିଆ ରାଙ୍କିଂରେ ପୁଣି ଟପ୍‌ରେ ବିରାଟ ; ଦ୍ୱିତୀୟରେ ରୋହିତ, ତୃତୀୟରେ ପାକିସ୍ତାନର ବାବର୍ ଆଜମ ।

 

 ୪.ଦୁଃଖଦ ଘଟଣା...ଗଙ୍ଗା ନଦୀରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା: ୩୦ ଉଦ୍ଧାର, ୨୦ ନିଖୋଜ!

 

 ୫.୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ଗଲେ ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ।

 

 ୬.ନ୍ୟୁଜ୍‌ ୧୮ ଓଡ଼ିଆର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ ହୋଇଯାଇଛି।ସେ କରୋନାରେ ଆକ୍ରାନ୍ତ ଥିଲେ।

 

 ୭.ଆଇପିଏଲ୍_ମହାସମରଆଜି ଖେଳାଯିବ ପ୍ରଥମ କ୍ୱାଲିଫାଏର ମ୍ୟାଚ୍ । ମୁହାଁମୁହିଁ ହେବେ ଦିଲ୍ଲୀ-ମୁମ୍ବାଇ, ପ୍ରଥମେ କିଏ ହାତେଇବ ଫାଇନାଲ୍ ଟିକେଟ୍!

 

 ୮.ଜାନୁଆରୀ ସୁଦ୍ଧା ଭାରତକୁ ମିଳିବ କୋଭିଡ୍‌ ଟିକା: ଆଦର ପୁନୱାଲା!

 

 ୯.୩୭କୋଟି ଟଙ୍କାର ଡ୍ରେସ୍ ପିନ୍ଧି ସୋସିଆଲ୍ ମିଡିଆରେ ନିଆଁ ଲଗାଇଲେ ଉର୍ବଶୀ ରୌତେଲା ।

 

 ୧୦.କଳାକାରମାନେ ୧୦ ମାସ ହେଲା ବସିଛନ୍ତି, ସରକାର ସେମାନଙ୍କୁ ରୋଜଗାର ଦିଅନ୍ତୁ ବୋଲି କହିଲେ ସୁର ରାଉତରାୟ ।

 

 ୧୧.ସୁନା ନଦୀକୁ ପ୍ରଦୂଷଣ କଲା ଜିନ୍ଦଲ କାରଖାନାର ପୋଡା ତେଲ ।

 

 ୧୨.ଦିଲ୍ଲୀରେ କରୋନାର ତୃତୀୟ ଲହର, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଡକାଇଲେ ଉଚ୍ଚସ୍ତରୀୟ ବୈଠକ!

 

 ୧୩.ବିମାନରେ ଏକ କିଲୋମିଟର ପାଇଁ କେତେ ଇନ୍ଧନ ଖର୍ଚ୍ଚ ହୁଏ?*ପ୍ରତି ସେକେଣ୍ଡରେ ୪ ଲିଟର ଇନ୍ଧନ ଖର୍ଚ୍ଚ ହୁଏ ।

 

 ୧୪.କାର୍ଯ୍ୟରେ ଅବହେଳା ଅଭିଯୋଗରେ ପୁରୀ କୋଣାର୍କ ଥାନାର ଏସ୍‌ଆଇ ନିଲମ୍ବିତ, ନିଲମ୍ବନ କଲେ ପୁରୀ ଏସ୍‌ପି ଅଖିଳେଶ୍ବର ସିଂ!

 

 ୧୫.ଦୁଃଖଦ ଘଟଣା...ଅନୁଗୁଳ: ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ, ଜଣେ ମୃତ!

 

 ୧୬.କୋଭିଡ୍ ସ୍ଥିତିରେ ପେନ୍‌ସନ୍‌ଭୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ସମୟସୀମା ମେ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି ।

 

 ୧୭.ଜାନୁଆରୀ ୩୧ରେ ସିଟିଇଟି ପରୀକ୍ଷା: ଦେଶର ୧୩୫ଟି ସହରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ! ସେ ବାବଦରେ www.ctet.nic.in ସୂଚନା ଦିଆଯାଇଛି!

 

 ୧୮.ବାଣ ଫୁଟା ବନ୍ଦ ପରେ ଦୀପ ଦୋକାନ ଉପରେ କଟକଣା ଜାରିକଲା କଲା BMC ।

 

 ୧୯.ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା, ଔଷଧ ଦୋକାନ ଭିତରେ ପଶି ମାଡ଼ ମାରି ଚେନ୍ ଝାମ୍ପିନେଲେ ।

 

 ୧୯.ହାଇକୋର୍ଟରେ ବଳଦେବଜିଉ ଓ ମଙ୍ଗଳା ମନ୍ଦିର ଖୋଲିବା ମାମଲା ପ୍ରସଙ୍ଗ; ଆସନ୍ତା ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ।

 

 ୨୦.ଆସନ୍ତା ୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ, ଡିସେମ୍ବର ୩୧ ଯାଏଁ ଚାଲିବ।‌

 

୨୧.ଅଦାଲତ ଅବମାନନା ମାମଲା: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଯାଜପୁର, ଜଗତସିଂହପୁର ଓ ପୁରୀ DEO ଦୋଷୀ ସାବ୍ୟସ୍ତ।

 

୨୨.ଭୁବନେଶ୍ୱର: ଆସନ୍ତା ୪ ଦିନ ଭିତରେ ୪ଡିଗ୍ରୀ ଖସିବ ପାରଦ।

 

୨୩.କାର୍ତ୍ତିକରେ ପରିବାଦର ଆକାଶଛୁଆଁ : ଆଳୁ ୪୫କୁ ପିଆଜ ୮୦।‌

 

୨୪.ଶକ୍ତିଶାଳୀ ହେଉଛି ବାୟୁସେନା, ବ୍ରେକ୍‌ ନନେଇ ସିଧା ଫ୍ରାନ୍ସରୁ ଭାରତରେ ପହଞ୍ଚିଲା ଆଉ ୩ ରାଫେଲ୍‌।

୨୫.ଚାନ୍ଦିପୁରରୁ ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ୪୪ସେକେଣ୍ଡରେ ଏକାଥରେ ଲକ୍ଷ୍ୟଭେଦ କଲା ୬ଟି ରକେଟ୍ ।

 

୨୬.ରୋଚକ ହେଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ, ପ୍ରତି ଘଣ୍ଟାରେ ବଦଳୁଛି ଟ୍ରେଣ୍ଡ । କିଏ ଦଖଲ କରିବ ହ୍ୱାଇଟ ହାଉସ, ପୂରା ବିଶ୍ୱର ରହିଛି ନଜର ।

 

 ୨୭.ପାରାଦୀପରେ ଆଜିଠାରୁ ଉପକୂଳ ମିଳିତ ସମରାଭ୍ୟାସ; ପଶ୍ଚିମବଙ୍ଗ ଓ ଓଡ଼ିଶାର ମିଳିତ ସମରାଭ୍ୟାସ ସାଗର କବଚ ଆରମ୍ଭ; ସମରାଭ୍ୟାସରେ ୧୦ଟି ବିଭାଗ ସାମିଲ ହେବା ନେଇ ସୂଚନା!

 

 ୨୮.ପାଲଲହଡା: ଟ୍ରକ୍ ସହ ଜନନୀ ଏକ୍ସପ୍ରେସ୍‌ ଆମ୍ବୁଲାନ୍ସ ଧକ୍କା; ଡ୍ରାଇଭର ମୃତ, ରୋଗୀ ଆଣିବାକୁ ତେଲକୋଇ ଯାଉଥିବା ବେଳେ ଦୁର୍ଘଟଣା!

 

 ୨୯.ଆମେରିକା ରାଷ୍ଟ୍ରପତି ନିର୍ବାଚନ; ଟ୍ରମ୍ପଙ୍କୁ ୨୧୪ ଓ ବାଇଡେନଙ୍କୁ ୨୬୪ ଇଲେକ୍ଟୋରାଲ ଭୋଟ ନେଇ ସୂଚନା, ବିଜୟୀ ହେବାକୁ କୌଣସି ପ୍ରାର୍ଥୀଙ୍କୁ ଆବଶ୍ୟକ ୨୭୦ ଭୋଟ ।

 

୩୦.ଦୀପାବଳୀ ପାଇଁ ଲକ୍ଷ ଲକ୍ଷ ଟଙ୍କାର ବାଣ କିଣି ସାରିଥିବା ବ୍ୟବସାୟୀମାନେ କହିଛନ୍ତି ଯେ ରାଜ୍ୟ ସରକାରଙ୍କର ଯଦି ବାଣ ଫୁଟା ବନ୍ଦ କରିବାର ଥିଲା ତାହେଲେ ମାସେ ଆଗରୁ ସେ କଥା କହି ପାରିଥାନ୍ତେ ।

 

୩୧.ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ପାଇଁ ୧୧୦ଟି ଜବରଦଖଲ ଉଚ୍ଛେଦ କରାଯିବାର ଥିଲା । ସେଥିରୁ ଏବେ ସୁଦ୍ଧା ୮୦% ଉଚ୍ଛେଦ ହୋଇସାରିଛି ।

 

 ୩୨.ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଗାଁରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ସହ ଗୋଟିଏ କ୍ୟାବିନ ପୋଡି ପାଉଁଶ ହୋଇଯାଇଛି। ଏହି ଘରେ ଥିବା ୨୦୦ ପାରା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି!

 

 ୩୩.ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୧୨ ଲକ୍ଷ ୩୦ ହଜାର ୭୫୩କୁ ବୃଦ୍ଧି, କୋରୋନା ପଜିଟିଭ୍ ସଂଖ୍ୟା ୪ କୋଟି ୮୪ ଲକ୍ଷ ୧୯ ହଜାର ୭୨୧, କୋରୋନାରୁ ସୁସ୍ଥ ହେଲେଣି ୩ କୋଟି ୪୬ ଲକ୍ଷ ୭୦ ହଜାର ୨୧୬ ଜଣ ।

 

୩୪.ଦିନକରେ ୫୦,୨୦୯ ନୂଆ ଆକ୍ରାନ୍ତ, ୭୦୪ ମୃତ । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩,୬୪,୦୮୬ କୁ ବୃଦ୍ଧି । ସକ୍ରିୟ ସଂକ୍ରମିତ ୫,୨୭,୯୬୨, ସୁସ୍ଥ ହେଲେଣି ୭୭,୧୧,୮୦୯ ।

 

 ୩୫.ରାଜ୍ଯରେ ୧୩୮୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୯୮ ଓ ଅନ୍ୟ ୫୮୭ ଲୋକାଲ କଣ୍ଟାକ୍ଟ। ରାଜ୍ଯରେ ଏଯାବତ୍ ୨,୯୭,୨୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

 

୩୬.ରାଜ୍ୟରେ ଆଉ ୧୪ ଜଣଙ୍କ ଜୀବନ ନେଲା କୋରୋନା, ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧୩୭୮କୁ ବୃଦ୍ଧି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like