-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଜୀବନଶୈଳୀ

ଲାୟନ୍ସ କ୍ଲବ୍ ବରଗଡ଼ ତରଫରୁ ୨୪ଘଣ୍ଟିଆ ଅକ୍ସିଜେନ୍ ସିଲିଣ୍ଡର୍ ସେବା

28-Apr-2021



ବରଗଡ଼(ମୁକୁନ୍ଦ ଦାସ)- ଗତ ୯ ଏପ୍ରିଲ୍ ୨୦୨୧ ଠାରୁ ଲାୟନ୍ସ୍ କ୍ଲବ୍ ବରଗଡ଼ ଦ୍ୱାରା ୨୪ ଘଣ୍ଟିଆ ଅକ୍ସିଜେନ୍ ସିଲିଣ୍ଡର୍ ସେବା ଆରମ୍ଭ ହୋଇଯାଇଛି । ଲାୟନ୍ସ୍ କ୍ଲବ୍ ବରଗଡ଼ ର ୫୨ ସିଲିଣ୍ଡର୍ ବିଶିଷ୍ଟ ଅକ୍ସିଜେନ୍ ବ୍ୟାଙ୍କ୍ ପ୍ରକଳ୍ପ କୁ ବରଗଡ଼ ର ମାନ୍ୟବର ସାଂସଦ ସୁରେଶ ପୂଜାରୀ ଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଲାୟନ୍ସ୍ କ୍ଲବ୍ ବରଗଡ଼ର ଅଧ୍ୟକ୍ଷା ଲାୟନ୍ ଜୟନ୍ତୀ ବେହେରା ଏବଂ ଭୂତପୂର୍ବ ଅଧ୍ୟକ୍ଷ ଲାୟନ୍ ଡି.ମୂରଲୀ କ୍ରୀଷ୍ଣାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ଅକ୍ସିଜେନ୍ ସିଲିଣ୍ଡର୍ ସମଗ୍ର ବରଗଡ଼ ଜିଲ୍ଲାର କେବଳ କୋରୋନା ଭୂତାଣୁ ସଂକ୍ରମିତଙ୍କୁ ଯୋଗାଇ ଦିଆଯାଉଛି । ଏପର୍ଯ୍ୟନ୍ତ ମୋଟ୍ ୩୦୦ରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ ଉକ୍ତ ସେବାଦ୍ୱାରା ଉପକୃତ ହେଲେଣି । କୋରୋନା ସଂକ୍ରମିତ ରୋଗୀ ନିଜର ମେଡିକାଲ୍ ରିପୋର୍ଟ୍ ଦେଖାଇ ଅକ୍ସିଜେନ୍ ସିଲିଣ୍ଡର୍ ପାଇପାରିବେ । ଆବେଦନ କରିବା ପାଇଁ ଉକ୍ତ ପ୍ରକଳ୍ପର ପ୍ରୋଜେକ୍ଟ୍ ଚେୟାର୍‌ମେନ୍ ଲାୟନ୍ ସୁଶାନ୍ତ ତ୍ରିପାଠୀ (୮୯୮୪୪୮୪୯୨୭), ଲାୟନ୍ସ୍ କ୍ଲବ୍ ବରଗଡ଼ର ସଂପାଦକ ଅମରଜିତ୍ ସିଂ (୯୪୩୭୪୧୯୦୫୧), ଲାୟନ୍ ବିକାଶ ମିତ୍‌ତଲ୍ (୯୦୪୦୫୨୧୩୭୦), ଲାୟନ୍ ପ୍ରଦୀପ ସନନ୍ (୮୯୦୮୪୨୬୦୪୩), ଲାୟନ୍ କିଶନ୍ ଅଗ୍ରୱାଲ୍ (୯୪୩୭୧୦୪୨୭୮), ଲାୟନ୍ ମନୋଜ ମହାପାତ୍ର (୭୯୭୮୯୩୯୧୨୮), ଲାୟନ୍ ଡା.ସୁଶୀଲ୍ କୁମାର କର (୯୦୪୦୦୩୦୬୩୬), ଲାୟନ୍ ସର୍ବେଶ୍ୱର ତ୍ରିପାଠୀ (୯୩୩୭୭୧୦୮୩୮), ଲାୟନ୍ ଆନନ୍ଦ ଅଗ୍ରୱାଲ୍ (୯୪୩୭୦୫୧୬୮୦), ଲାୟନ୍ ସି.ଏମ୍‌. ରାଓ (୯୪୩୭୭୦୭୭୦୦), ଲିଓ ଆୟୁଷ ଗୁପ୍ତା (୭୦୦୮୪୩୯୩୬୫) ଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ । ଇଏମ୍‌ଇ ଏପ୍ ରେ ଏମର୍ଜେନ୍ସି ସର୍ଭିସେସ୍ କ୍ୟାଟେଗୋରୀ କ୍ଲିକ୍ କରି ଅକ୍ସିଜେନ୍ ସିଲିଣ୍ଡର୍ ଏବଂ ରକ୍ତ ପାଇପାରିବେ । ସମ୍ପୂର୍ଣ୍ଣ କୋରୋନା ସଂକ୍ରମିତଙ୍କ ପରିବାରମାନଙ୍କୁ ଏବଂ ଅତ୍ୟାବଶ୍ୟକ ସ୍ଥଳେ ଲାୟନ୍ସ୍ କ୍ଲବ୍ ବରଗଡ଼ ର ସଦସ୍ୟମାନେ ରାତ୍ରି ସମୟରେ ମଧ୍ୟ ଅକ୍ସିଜେନ୍ ସିଲିଣ୍ଡର୍ ଘରେ ନେଇ ପହଂଚାଇଦେଇଥିବାରୁ ଲାୟନ୍ସ୍ କ୍ଲବ୍ କୁ ବରଗଡ଼ ଜନସାଧାରଣ, ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରାଯାଇଛି । ଚଳିତ ମାସ ରୁ ବରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଥିବା ଶନିବାର ଏବଂ ରବିବାର ସଟ୍‌ଡାଉନ୍ କୁ ଦୃଷ୍ଟିରେ ରଖି ଲାୟନ୍ସ୍ କ୍ଲବ୍ ବରଗଡ଼ ତରଫରୁ ଡି.ଏଚ୍‌.ଏଚ୍‌. ଖେଦାପାଲି ଚିକିତ୍ସାଳୟରେ ଗତ ରବିବାରଠାରୁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରାଯାଉଛି ଏବଂ ଏହି ଖାଦ୍ୟବ୍ୟବସ୍ଥା ପ୍ରକଳ୍ପର ଚେୟାରମେନ୍ ଲାୟନ୍ ମାସୁମ୍ ମିଶ୍ର ସଟ୍‌ଡାଉନ୍ ଚାଲିଥିବା ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଓ ରବିବାର ମଧ୍ୟାହ୍ନଭୋଜନ ଚାଲୁରହିବ ବୋଲି ପ୍ରକାଶ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ