-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
19-Sep-2026
ଡୁଙ୍ଗୁରିପାଲି(ଆରବିନ୍ଦ ମିଶ୍ର)-ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରୀବାଞ୍ଜି ଶିବ ମନ୍ଦିରରେ ଆଜି ବିଜେପି ପକ୍ଷରୁ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ଦୀପ ପ୍ରଜ୍ବଳନ କରାଯାଇଛି।
ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ପୂଜାରୀ ଯୋଗଦେଇଥିଲେ
ଅନ୍ଧାରିବାଞ୍ଜି ସରପଞ୍ଚ ପ୍ରତିନିଧି ରମେଶ ସାହୁଙ୍କ ସମେତ ଗ୍ରାମର ବହୁତ କର୍ମୀ, ମହିଳା ଉପସ୍ଥିତ ଥିଲେ
ସେହିପରି ଡୁଙ୍ଗୁରିପାଲି ଶିବ ମନ୍ଦିରରେ ମଧ୍ୟ ଦୀପ ପ୍ରଜ୍ବଳନ କରାଯାଇଛି।ଏଥିରେ ନିତେଇ ପାଳଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।