-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
20-Jan-2021
ରାଉରକେଲା, (ପ୍ରେରଣା ଖବର ବ୍ୟୁରୋ) : ଶାଳିକୁ ଭିଣେଇ ଦୁଷ୍କର୍ମ କରିଥିବା ଅଭିଯୋଗ। ଶାଳିକୁ ଜଙ୍ଗଲକୁ ନେଇ ଭିଣେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ। ଟାଙ୍ଗରପାଲି ଥାନାରେ ଅଭିଯୋଗ। ଅଭିଯୁକ୍ତ ଭିଣେଇ ଟାଙ୍ଗରପାଲି ଥାନାରେ ଅଟକ। ଟାଙ୍ଗରପାଲି ଥାନା ପୋଲିସ ପକ୍ଷରୁ ଦୁଷ୍କର୍ମ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ।