-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
20-Jan-2021
କଳାହାଣ୍ଡି, (ତ୍ରିନାଥ ବେଶ୍ରl) : ଛତିଶଗଡ ପୋଲିସ ଦ୍ବାରା ବାଘ ଛାଲ ଜବତ । କଳାହାଣ୍ଡିର ଦୁଇ ଜଣଙ୍କୁ ବେପାରୀଙ୍କୁ ଗିରଫ କଲା ଛତିଶଗଡ ପୋଲିସ । ଗିରଫ ବ୍ୟକ୍ତିମାନେ ହେଲେ ଜୁନାଗଡ଼ ଥାନା ଝାରବନ୍ଧ ଗାଁର ରମେଶ ନାୟକ ଏବଂ ଗୋଲାମୁଣ୍ଡା ଥାନା ନକଟିକାନି ଗାଁର କେଶବ ମାଝି । ଖବର ଅନୁଯାୟୀ, ବାଘ ଛାଲ କାରବାର ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଯାହାକୁ ନେଇ ଛତିଶଗଡ଼ ପୋଲିସ ସଜାଗ ହୋଇଥିଲା । ଏପିରିକି ଗତ କିଛି ହେଲା ଚୋରା କାରବାର୍ ଉପରେ ନଜର ମଧ୍ୟ ରଖିଥିଲା l