-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
20-Jan-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ବ୍ଲକ ବାଦୀମୁଣ୍ଡା ପଂଚାୟତ କାର୍ଯ୍ୟାଳୟ ଠାରେ ଜୀବନାଶକର ଔଷଧ ର ସଠିକ ଓ ନିରାପଦ ବ୍ୟବହାର ଲାଗି ଏକ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଏଡିଓ ହିମାଂଶୁଶେଖର ପାଢ଼ୀ, ମଂଚାସୀନ ଏଏଓ. ପି.ଏସ ସ୍ୱସ୍ତିକ ପଣ୍ଡା, ବିଏଓ ଲୋଇସିଂହା ହରିହର ନାୟକ, ଏଏଓ ଲୋଇସିଂହା ସୌମିତ୍ରl ମହାନ୍ତି, ଭିଏଡବ୍ଲୁ ବାଦୀମୁଣ୍ଡା ପିଙ୍କୁ ରଞ୍ଜନ ସାହୁ, ଭିଏଡବ୍ଲୁ କାନ୍ଦାଜୁରୀ ଧରିତ୍ରୀ ସାହୁ, କୃଷକ ସାଥି ତଥା ନାଏବ ସରପଞ୍ଚ କିରନ ସାହୁ, କୃଷକ ସାଥି ସରସ୍ବତୀ ପଟେଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକୁ ସଫଳ ମଣ୍ଡିତ କରିଥିଲେ l