-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
09-May-2026
କଟକ(ତପନ ମହାନ୍ତି) ଜିଆର୍ ପି କନଷ୍ଟେବଲ୍ ସୌମ୍ୟ ମୃତ୍ୟୁର ଖୁଲାସ କଲେ ସାଙ୍ଗ ଓମ୍ ପ୍ରକାଶ
♦️ଦୁଇ ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ଓମ୍ ପ୍ରକାଶ
♦️ସୌମ୍ୟ ଯୁବତୀଙ୍କୁ ମାଡ଼ ମାରିଥିବା ଘଟଣାକୁ କଲେ ସ୍ୱୀକାର
♦️ଅସଦାଚରଣ ଘଟଣାକୁ ଖଣ୍ଡନ କଲେ ଓମ୍ ପ୍ରକାଶ
♦️ହେଲେ ଦୁଇ ଯୁବତୀ ମିଛ କହୁଥିବା କହିଲେ ଓମ୍ ପ୍ରକାଶ
♦️୭୦/୮୦ ଲୋକ ଘେରିଗଲେ, ୧୦ରୁ ୧୨ ଜଣ ପିଟିଥିଲେ
♦️ମୁହଁକୁ ଗୋଇଠା ମାଡ଼ ଓ ବାଉଁଶ ଫାଳିଆରେ ପିଟିଥିଲେ
♦️ବିନା ୟୁନିଫର୍ମରେ ଭିଡ଼ ମଧ୍ୟରେ ପିସିଆର୍ ମଧ୍ୟ ସୌମ୍ୟଙ୍କୁ ପିଟୁଥିଲା
♦️ୟୁନିଫର୍ମରେ ଥିବା ପିସିଆର୍ ଚୁପ୍ ହୋଇ ଦେଖୁଥିଲେ
♦️ଆଇନକୁ ହାତକୁ ନେଇଥିବା ଲୋକଙ୍କୁ ଦଣ୍ଡ ମିଳିବା ଉଚିତ୍