-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
21-Jan-2024
ଆଗଲପୁର, (ବିନୋଦ କୁମାର ଦୀପ) ଆଗଲପୁର ଅନ୍ତର୍ଗତ ସରଧାପାଲି ନିକଟସ୍ଥ ଗିରିଧାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆ ଓ ବିଶ୍ଵ ଓଡ଼ିଆ ଭାଷୀ ସମ୍ମିଳନୀ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରବନ୍ଧ, ଗୀତ , ହସ୍ତାକ୍ଷର ଲିଖନ , ନୃତ୍ୟ , କବିତା ପ ଠ ନ, ଓଡ଼ିଆ ସ୍ଲୋଗାନ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବର୍ଷୀୟାନ ଭଞ୍ଜ କବି ରସିକ ବେହେରା , ଶିକ୍ଷାବିତ କବି ନିରଂଜନ ପଣ୍ଡା, ପରମେଶ୍ବର ସାହୁ, ଯଦୁମଣି ସାହୁ , ସଦାଶିବ ଦୀପ, ଯୋଗଦାନ କରିଥିଲେ l ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଅଭିଭାଷଣ ପ୍ରଦାନ କରିଥିଲେ l ପରେ କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମକୁ କଲେଜ ର ଅଧ୍ୟକ୍ଷ ଉଚ୍ଚାଟ ନନ୍ଦ ମହାକୁର , ନୋଡାଲ ଅଧିକାରୀ ପ୍ରାଧ୍ୟାପକ ଭୀମସେନ ଦାସ, ପ୍ରାଧ୍ୟାପକ ଈଶ୍ୱର ପଧାନ , ଖେଳ ଶିକ୍ଷକ ପଵିତ୍ର ଭୋଇ ଓ ଅନ୍ୟାନ୍ୟ ପ୍ରାଧ୍ୟାପକ ଓ କର୍ମଚାରି ସହଯୋଗ କରିଥିଲେ l ଶେଷରେ କୋଶଳୀ ସିନେମା ଆଦିମ ବିଚାର ପ୍ରଦର୍ଶିତ କରାଯାଇ ଥିଲା l