-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   (07-Aug-2026)       ||      *ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   (07-Aug-2026)       ||      ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||     

HOME   ଜିଲ୍ଲା

ପୌର ନିଗମରେ ଇଂଜିନିୟର୍‌ଙ୍କ ବଦଳି ନାହିଁ ଇଂଜିନିୟରିଂ ବିଭାଗରେ ୩୦ ବର୍ଷ ଧରି କାମ କରୁଛନ୍ତି l

15-Jun-2026



କଟକ (ତପନ ମହାନ୍ତି)ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ୩ ବର୍ଷ ରହିବେ। ସରକାରୀ କାମରେ ଓ ବ୍ୟବସ୍ଥାରେ ସ୍ବଚ୍ଛତା ରଖିବା ପାଇଁ ଏପରି ନିୟମ ରହିଛି। ମାତ୍ର କଟକ ପୌର ନିଗମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ନିଗମର ଇଂଜିନିୟରିଂ ବିଭାଗରେ ବହୁ ଇଂଜିନିୟର୍ ୧୦ ବର୍ଷରୁ ଅଧିକ ଦିନ ଧରି କାମ କରୁଥିବା ବେଳେ ସେମାନଙ୍କ ବଦଳି ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି! ନିଗମରେ ନିୟମିତ ବ୍ୟବଧାନରେ କମିସନର୍, ତେପୁଟି କମିସନର୍‌ଙ୍କ ବଦଳି ହେଉଛି। ଏମିତିକି  ୨୬ ଜଣ ସିନିୟର୍ ଆସିଷ୍ଟାଣ୍ଟ୍‌, ଜୁନିୟର୍ ଆସିଷ୍ଟାଣ୍ଡ୍ ଓ ଟ୍ୟାକ୍ସ କଲେକ୍ସର୍‌ଙ୍କ ବଦଳି ହୋଇଛି! ହେଲେ ନିଗମର ଇଂଜିନିୟର୍‌ଙ୍କ ବଦଳି ହେଉ ନଥିବାରୁ ଦୁର୍ନୀତିକୁ ଅଧିକ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି! ନିଗମରେ ଦୀର୍ଘ ବର୍ଷ ଧରି ୫ରୁ ଅଧିକ ଇଂଜିନିୟର୍ କାମ କରୁଥିବା ବେଳେ ସେମାନଙ୍କୁ ବିଭିନ୍ନ ସମୟରେ ପଦୋନ୍ନତି ମିଳୁଛି। ବିଭାଗର ବଡ଼ବଡ଼ ଅଧିକାରୀଙ୍କ ସହଯୋଗରେ ସେମାନଙ୍କ ବଦଳି ପ୍ରକ୍ରିୟାକୁ ବନ୍ଦ କରିଦିଆଯାଉଛି।ପୌର ନିଗମ ଅଧୀନରେ ଏବେ ୧୭ଜଣ ଇଂଜିନିୟର୍ ଅଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଦଶନ୍ଧି ଦଶନ୍ଧି ଧରି ଏଠାରେ ଅଛନ୍ତି ଏପରିକି ଜଣେ ଇଂଜିନିୟର୍ ନିଗମରେ ୩୦ ବର୍ଷ ଧରି କାମ କରୁଥିବା ବେଳେ ୨ଜଣ ୧୦ ବର୍ଷରୁ ଅଧିକ ଦିନ ଧରି ପୌର ନିଗମରେ ଅଛନ୍ତି। ସେମାନେ ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷ ଧରି କାମ କରୁଥିବା ବେଳେ ବିଭିନ୍ନ ସମୟରେ ପଦୋନ୍ନତି ମିଳୁଛି। ହେଲେ ସେମାନଙ୍କ ବଦଳି ହେଉନାହିଁ। ନିଗମରେ ଇଂଜିନିୟର୍‌ମାନେ ବହୁ ବର୍ଷ ରହିବା ଯୋଗୁଁ ବିଭିନ୍ନ କାମରେ   ଅଭିଯୋଗ ହୋଇଆସୁଛି ଇଂଜିନିୟର୍‌ଙ୍କ ବଦଳି ପାଇଁ ଦାବି ହୋଇ ଆସୁଥିଲେ ବି ଏହାର ସୁଫଳ ମିଳୁନି ୨୦୨୩ ଫେବ୍ରୁଆରିରେ ନିଗମରେ ଦୀର୍ଘ ବର୍ଷ ଧରି କାମ କରୁଥିବା ଇଂଜିନିୟର୍‌ଙ୍କ ବଦଳି ପାଇଁ କଂଗ୍ରେସ ଓ ବିଜେପିର କର୍ପୋରେଟର୍‌ ପୌର ନିଗମ ଫାଟକ ସମ୍ମୁଖରେ ଦିନ ରାତି ଧାରଣା ଦେଇଥିଲେ। ମାତ୍ର ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିନି  ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୃଥକ ବିଜ୍ଞପ୍ତିରେ ପୌର ନିଗମରେ କାର୍ଯ୍ୟରତ ୧୦ ଜଣ ସିନିୟର୍ ଆସିଷ୍ଟାଣ୍ଟ, ୮ଜଣ ଜୁନିୟର ଆସିଷ୍ଟାଣ୍ଟ୍‌ ଓ ୮ଜଣ ଟ୍ୟାକ୍ସ କଲେକ୍ସର୍‌ଙ୍କ ବଦଳି କରାଯାଇଛି!ଗୋଟିଏ ଦିନରେ ୨୬ ୫ଣଙ୍କ ବଦଳି ପରେ କାର୍ଯ୍ୟରେ ମୁଚ୍ଛତା ପାଇଁ ନିଗମରେ ଦୀର୍ଘ ବର୍ଷ ଧରି କାମ କରୁଥିବା ଇଂଜିନିୟର୍‌ଙ୍କ ବଦଳି ପାଇଁ ଦାବି ଉଠିଛି। ସୂଚନାଯୋଗ୍ୟ, କଟକ ପୌର ନିଗମରେ ଶ୍ରବଣ କୁମାର ମହାନ୍ତି ୧ ଜୁନ୍ ୨୦୧୫ରୁ ୧୧ ବର୍ଷ ଧରି, ନିଗମରେ ପ୍ରଭାସ ଚନ୍ଦ୍ର ବିଶ୍ଵାଳ ୧୯ ଫେବୁଆରି ୧୯୯୬ରୁ ୩୦ ବର୍ଷ, ମୁଶାନ୍ତ କୁମାର ଭୂୟାଁ ୪ ଜୁଲାଇ ୨୦୧୬ରୁ ୧୦ବର୍ଷ, ମୁବାସ ଚନ୍ଦ୍ର ସାହୁ ୧୭ ଡିସେମ୍ବର ୨୦୧୮ରୁ ୮ବର୍ଷ, ନରମ ଅହମ୍ମଦ ଖାଁ ୨୦ ଅକ୍ଟୋବର ୨୦୨୦ରୁ ୭ ବର୍ଷ ଧରି ଏବଂ ସିଟି ଇଂଜିନିୟର ଅତନୁ କୁମାର ସାମନ୍ତ ୨୦୨୨ ନଭେମ୍ବରରୁ ୪ବର୍ଷ ଧରି ଏଠାରେ କାମ କରୁଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   07-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   07-Aug-2026
  ରାଜ୍ୟ  
ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   07-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   07-Aug-2026
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026

You Might Also Like