-+91-9937148622 |
prerana_bgr@rediffmail.com |
Saturday 5th September 2026 |
R.N.I. Regd No. ODIODI/2010/46693
Breaking News
15-Mar-2022
ଗୁଡ଼ଭେଲା ବ୍ଳକର ନୂତନ ବ୍ଳକ ଅଧ୍ୟକ୍ଷା ବେବୀ ଦୋରା ଓ ତାଙ୍କ ସ୍ବାମୀ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରାଙ୍କୁ ବିରାମୁଣ୍ଡା ଓ ଜାମୁଟ ଗ୍ରାମପଞ୍ଚାୟତର ଧନସାଧାରଣଙ୍କ ପକ୍ଷରୁ ସ୍ବାଗତ ସମ୍ବୋଧନା
ଗୁଡ଼ଭେଲା-ଗୁଡ଼ଭେଲା ବ୍ଳକର ନୂତନ ଅଧ୍ୟକ୍ଷା ବେବୀ ଦୋରା ଓ ତାଙ୍କ ସ୍ବାମୀ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରା ବିଜୟୀ
ହେବା ପରେ ନିଜ ନିଜ ପଞ୍ଚାୟତକୁ ଯାଇଥିବା ବେଳେ ଜନସାଧାରଣଙ୍କ ପକ୍ଷରୁ ସ୍ବାଗତ ସମ୍ବୋଧନା ଦିଆଯାଇଥିଲା । ଶ୍ରୀମତୀ ଦୋରା ବିରାମୁଣ୍ଡା ଗ୍ରାମପଞ୍ଚାୟତର ସମିତିସଭ୍ଯା ଭାବେ ବିଜୟୀ ହୋଇଥିବା ବେଳେ ସ୍ବାମୀ ପୂର୍ବତନ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ଜାମୁଟ ଗ୍ରାମପଞ୍ଚାୟତର ସମିତିସଭ୍ଯ ବିଜୟୀ ହୋଇଥିଲେ। ବିଜୟୀ ହେବା ପରେ ଲୋକଙ୍କ ପାଖକୁ ଯାଇ ଦୁଃଖ ସୁଖ ବୁଝିବା ସହ ସମସ୍ତ ପ୍ରତିଶୃତି ପୂରଣ କରି ବ୍ଳକକୁ ଏକ ନମ୍ବର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।