-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||      *ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   (04-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   (04-Sep-2026)       ||      *ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   (04-Sep-2026)       ||      ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   (04-Sep-2026)       ||      *ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   (04-Sep-2026)       ||      ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   (04-Sep-2026)       ||      କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||     

HOME   ଜିଲ୍ଲା

ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ

04-Sep-2026



ଭୁବନେଶ୍ୱର(ପ୍ରେରଣା ଖବର) ଭୁବନେଶ୍ୱର ସ୍ଥିତ ପୋଖରୀପୁଟ ଇଣ୍ଡୋର ଷ୍ଟେଡ଼ିଅମ ରେ   ୟୋନେକ୍ସ-ସାନରାଇଜ ଇଷ୍ଟ ଜୋନ ଆନ୍ତଃ ରାଜ୍ୟ ବେଡ଼ମୀଣ୍ଟନ ଚାମ୍ପିୟନସିପ ର ଆଜି ସମସ୍ତ ଦଳଗତ ବିଭାଗ ର ଫାଇନାଲ ମେଚ ଅନୁଷ୍ଠିତ ହୋଇଯାଇଅଛି l ଆଜି ଅନୁଷ୍ଠିତ ପ୍ରଥମ ଦଳଗତ ଫାଇନାଲ ରେ ଉତ୍ତରରାଖଣ୍ଡ ଜୁନିଅର ଦଳ ଓଡିଶା ଜୁନିଅର ଦଳକୁ ୨-୦ ମେଚ ରେ ହରାଇ ଚମ୍ପିୟାନ ହୋଇଛନ୍ତି l ଓଡିଶା ଖେଳାଳୀ ସୌମ୍ୟଜିତ ସାହୁ ଉତ୍ତରାଖଣ୍ଡ ର ନିଶ୍ଚଳ ଚାନ୍ଦ ଙ୍କ ଠାରୁ ୭-୧୫, ୭-୧୫ ପଏଣ୍ଟ ରେ ଏବଂ ଡବଲସ ରେ ଦିବ୍ୟମ କେଜ୍ରିୱାଲ ଓ ଶୁଭ୍ରକେତନ ମଲ୍ଲିକ ଉତ୍ତରାଖଣ୍ଡର ସୌର୍ୟ ଅଗ୍ରୱାଲ ଓ ନିସଚଲ ଚାନ୍ଦ ଯୋଡି ଙ୍କ ଠାରୁ ୧୧-୧୫, ୧୪-୧୬ ପଏଣ୍ଟ ରେ ହାରି ଯାଇଥିବାରୁ ଓଡିଶା ଦଳ ଏହି ବିଭାଗରେ ରନର୍ସ ଅପ ହୋଇ ସନ୍ତୁଷ୍ଟ ହୋଇଛି l

ଜୁନିଅର ବାଳିକାରେ ଉତ୍ତରାଖଣ୍ଡ ଚାମ୍ପିୟନ  ପଶ୍ଚିମବଙ୍ଗ ରନର୍ସ ଅପ 

ଜୁନିଅର ବାଳିକା ଦଳଗତ ବିଭାଗ ର ସିଙ୍ଗଲସ ଖେଳ ରେ ଉତ୍ତରାଖଣ୍ଡ ର ଆକ୍ଷିତା ମନରଲ ପଶ୍ଚିମବଙ୍ଗ ର ପ୍ରତିଷ୍ଠା ପଲ ଙ୍କୁ ୧୫-୯, ୧୫-୬ ପଏଣ୍ଟ ରେ ଏବଂ ଡବଲସ ରେ ଉତ୍ତରାଖଣ୍ଡ ଯୋଡି ଆଞ୍ଜେଲ ପୁନେରା ଓ ସମ୍ଭାବି ରାଉଥମ,ପଶ୍ଚିମବଙ୍ଗ ର ପର୍ଣ୍ଣl ଦତ୍ତ  ଓ ଅନ୍ୱିକ୍ଷା ପାଲ ଯୋଡିଙ୍କୁ ୧୫-୬, ୧୫-୫ ପଏଣ୍ଟ ରେ ହରାଇ ଉତ୍ତରାଖଣ୍ଡ କୁ ଚାମ୍ପିୟନ କରାଇଛନ୍ତି l 

ପୁରୁଷ ଦଳଗତ ଓ ମହିଳା ଦଳଗତ ବିଭାଗ ରେ ମଧ୍ୟ ଉତ୍ତରାଖଣ୍ଡ ଦଳ ଚମ୍ପିୟାନ ହୋଇ ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିଛନ୍ତି l ପୁରୁଷ ଡବଲସ ରେ ସିଦ୍ଧାର୍ଥ ଘିଲଦୀୟଲ ଓ ରାନୁଜ ମେହେରା ଯୋଡି ବିହାର ର ଅମ୍ରିତ ରାଜ ଓ ଆର୍ଯ୍ୟନ ରାଜ ଙ୍କୁ ୧୫-୧୩, ୧୦-୧୫ ଓ ୧୫-୭ ପଏଣ୍ଟ ରେ ହରାଇ ବିଜୟୀ ହୋଇଛନ୍ତି l ପୁରୁଷ ସିଙ୍ଗଲ ରେ ଉତ୍ତରାଖଣ୍ଡ ର ଧ୍ରୁବ ନେଗୀ ବିହାର ର ରଣବୀର ସିଂ ଙ୍କୁ ୧୫-୪, ୧୫-୩ ରେ ଏବଂ ପରବର୍ତୀ ସିଙ୍ଗଲ ରେ ଅଂଶ ନେଗୀ ବିହାର ର ସାକ୍ଷମ ବତ୍ସା ଙ୍କୁ ୧୫-୧୧, ୧୫-୯ ପଏଣ୍ଟ ରେ ହରାଇ ଥିବାରୁ ଉତ୍ତରାଖଣ୍ଡ  ଏହି ଫାଇନାଲ ରେ ୩-୦ ମେଚ ରେ ଜିତି ଚମ୍ପିୟାନ ଓ ବିହାର ଦଳ ରନର୍ସ ଅପ ହୋଇଛନ୍ତି l
ମହିଳା ଦଳଗତ ଫାଇନାଲ ରେ ମଧ୍ୟ ଉତ୍ତରାଖଣ୍ଡ ଦଳ ଉତ୍ତର ପ୍ରଦେଶ କୁ ୩-୧ ମେଚ ରେ ହରାଇ ଚମ୍ପିୟାନ ହୋଇଥିବା ବେଳେ ଉତ୍ତରପ୍ରଦେଶ ଦଳ ରନର୍ସ ଅପ ହୋଇଛି l

ଦଳଗତ ବିଭାଗ ର ପୁରସ୍କାର ବିତରଣୀ ଉତ୍ସବ ରେ
ମୁଖ୍ୟ ଅତିଥି ଭାବେ କ୍ରୀଡା ଓ ଯୁବ ବ୍ୟାପାର ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ, ସାମ୍ନାନୀତ ଅତିଥି ଭାବେ ରାଜ୍ୟ ନଗର ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ ସିଂ,କ୍ରୀଡା ବିଭାଗ ର ଯୁଗ୍ମ ସଚିବ ଗୀତା ଦାସ,ଅନ୍ତର୍ଜାତୀୟ କୋଚ ଗୋବର୍ଧନ ରେଡଡି,ମୁଖ୍ୟ ରେଫରୀ ଇ. ପି. ଦିବାକରଣ ଓସବା ଉପସଭାପତି କାର୍ତିକ ଦାସ, ସୁରେଶ ଚନ୍ଦ୍ର ପଣ୍ଡା, ଓସବା ସମ୍ପାଦକ ନିଲିନ କୁମାର, ଶୈଳେନ୍ଦ୍ର ଚୌଧୁରୀ,  ମନରଞ୍ଜନ ପଣ୍ଡା,ସୁରୁଲାଲ ମଟାରୀ ପ୍ରମୁଖ ଯୋଗ ଦେଇ ଚାମ୍ପିୟନ ଓ ରନର୍ସ ଅପ ଦଳକୁ ଟ୍ରଫି, ସ୍ଵର୍ଣ, ରୌପ୍ୟ ପଦକ ଏବଂ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ l 

୪ ତାରିଖ ଅପରାହ୍ନ ରୁ ଏହି ଚାମ୍ପିୟନସିପ ର ବ୍ୟକ୍ତିଗତ ପ୍ରତିଯୋଗୀତା ଆରମ୍ଭ ହୋଇଯାଇ ଅଛି ଏବଂ ୬ତାରିଖ ଦିନ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଓଡିଶା ରାଜ୍ୟ ବେଡ଼ମୀଣ୍ଟନ ସଙ୍ଘ ସମ୍ପାଦକ ତଥା  ଆୟୋଜନ କମିଟୀ ସମ୍ପାଦକ ନିଲିନ କୁମାର ସୂଚନା ଦେଇଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   04-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   04-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   04-Sep-2026
  ଜିଲ୍ଲା  
*ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   04-Sep-2026
  ରାଜ୍ୟ  
ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   04-Sep-2026
  ଜିଲ୍ଲା  
*ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   04-Sep-2026
  ଜିଲ୍ଲା  
ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   04-Sep-2026
  ଜିଲ୍ଲା  
କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   04-Sep-2026
  ଜିଲ୍ଲା  
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   03-Sep-2026
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026
  ଜିଲ୍ଲା  
ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ   03-Sep-2026

You Might Also Like