-+91-9937148622 |

prerana_bgr@rediffmail.com |

  Friday 10th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବରଗଡ଼ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ♦️ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ କୁ ବରଦାସ୍ତ କରାଯିବ ନାହିଁ : ବିଜେଡି    (10-Jul-2026)       ||      ଯୋଗାଣ ସହାୟକ ଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ    (10-Jul-2026)       ||      ଚନ୍ଦନଭାଟିରେ ନରସିଂହଙ୍କ ସାଧାରଣ ସଭା   (10-Jul-2026)       ||      ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   (10-Jul-2026)       ||      ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   (10-Jul-2026)       ||      କେବଳ ମାଁଙ୍କ ନାମରେ ନୁହେଁ ଉଭୟ ବାପାମାଁଙ୍କ ନାମରେ ବୃକ୍ଷରୋପଣ କରାଯାଉ   (10-Jul-2026)       ||      ସାମୂହିକ ଛୁଟିରେ ଯୋଗାଣ ସହାୟକ; ପ୍ରଶାସନକୁ ବିକଳ୍ପ ବ୍ୟବସ୍ଥା ପାଇଁ ଅନୁରୋଧ   (10-Jul-2026)       ||      ଡାବୁଗାଁ ଅଞ୍ଚଳ ରେ ଚଢ଼ା ଦରରେ ସାର ବିକ୍ରି   (10-Jul-2026)       ||      ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ (Graduation Ceremony)♦️ଯୋଗ:ଦେଲେ ଉପରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ   (10-Jul-2026)       ||      ଭାରତ ବିକାଶ ପରିଷଦ, ସୋନପୁର ଶାଖାର ବୃକ୍ଷରୋପଣ କାର୍ଯ୍ୟକ୍ରମ   (10-Jul-2026)       ||      *ବିଲୁପ୍ତ ହେବାକୁ ବସିଲାଣି ଲାଲ ଟୁକୁ ଟୁକୁ ସାଧବ ବୋହୂ*   (10-Jul-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (10-Jul-2026)       ||      କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ଭୁଏ ଙ୍କ ବିୟୋଗ   (10-Jul-2026)       ||      ତାଳଜୁରୀ ଗ୍ରାମରେ ବିଦ୍ୟୁତ ବିଭାଗ ର ଖାମଖିଆଲି କାମ, ଦୁର୍ଘଟଣା ର ଶିକାର ହେଉଛନ୍ତି ସାଧାରଣ ଜନତା    (10-Jul-2026)       ||      ବିଜେଡି ହାତରେ ବନ୍ଧା ପଡିଥିବା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘକୁ ମୁକୁଲାଇ ବାକୁ ପଡିବ: ସାଂସଦ ପ୍ରଦୀପ ପୁରୋହିତ   (09-Jul-2026)       ||      କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ବାଗଙ୍କ ବିୟୋଗ   (09-Jul-2026)       ||      ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା   (09-Jul-2026)       ||      ୧୦ ଜୁଲାଇରୁ ସାମୁହିକ ଛୁଟିରେ ରହିବେ ଯୋଗାଣ ସହାୟକ .ନିଷ୍ଠା ଓ ପରିଶ୍ରମର ଫଳ ହେଲା ବିଫଳ .ଶୁଣିଲେନି ସରକାର . ଦାବି ଗୁଡ଼ିକର ହୋଇଛି ଅଣଦେଖା   (09-Jul-2026)       ||      ଜୁନାଗଡ଼ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ଅନୁଷ୍ଠିତ   (09-Jul-2026)       ||      ଚୁଡାପାଲି ଠାରେ ବିଭିନ୍ନ ପଞ୍ଚାୟତର ସମସ୍ୟା ଶୁଣିଲେ ନରସିଂହ♦️ ଜିରାଟମାଲ ପିଇବାପାଣି ପ୍ରକଳ୍ପ ଉଦ୍‌ଘାଟନ ସତ୍ୱେ ପାଣି ପାଇ ନାହାନ୍ତି ଗାଁ ଲୋକେ   (09-Jul-2026)       ||     

HOME   ରାଜ୍ୟ

ପୌର ନିର୍ବାଚନ :   ଦଳୀୟଟିକେଟ୍ କିଣାର ଦାମ୍  । ଏଠି ପଚାଶଲକ୍ଷ  :  ସେଠି କୋଟି କୋଟି  ?

11-Mar-2022



ବଲାଙ୍ଗୀର  :(ମଳୟ ମିଶ୍ରଙ୍କ ରିପୋର୍ଟ ):ସଂପ୍ରତି ପୌର ନିର୍ବାଚନର ତାତିରେ ମାତିଛନ୍ତି ଲୋକେ । ପଞ୍ଚାୟତନିର୍ବାଚନ ନ ସରୁଣୁ ଏ ନିର୍ବାଚନ ।  ଆଗରୁ ଅହେତୁକ ବିଳମ୍ବ ପରେ କରୋନାକାଳ । ପୁଣି ଅନ୍ୟାନ୍ୟ ପଡୋଶୀରାଜ୍ୟର ବିଧାନସଭା ନିର୍ବାଚନ ପରେ  ଆସିବ ଦି'ବର୍ଷପରେ ଆମ ବିଧାନସଭା ନିର୍ବାଚନ । ତେବେ ଚଳିତଥର ପୌରପାଳିକାର ନଗରପାଳ ପଦକୁ ପ୍ରତ୍ୟେକ୍ଷ କରିଦେବାର  ଦୂରଦୃଷ୍ଟି କାଳେ ଅନାଗତ ବିଧାନ ପରିଷଦ ଆଡକୁ ସଂକେତ ଦେଉଛି ବୋଲି କେତେକେ ଅଧିକାଭାବୁକ ଭବିଷ୍ୟତରାଜନୀତିବିଶାରଦେ କହିଲେଣି । ତେବେ ସେ ଯାହାହେଉ , ଆଜିର ନିର୍ବାଚନ ଯେ ଆଉ ଗଣତନ୍ତ୍ରର ପ୍ରକୃତ ମୂଲ୍ୟବୋଧକୁ ଆଧାର କରି ଲୋକଙ୍କର ସେବା ବା ଆଞ୍ଚଳିକ ବିକାଶ ପ୍ରତି ପ୍ରତିନିଧିତ୍ବ କରେ , ଏହା ଭୁଲ୍ ପ୍ରମାଣିତ ହୋଇ ସାରିଲାଣି । ବରଂ ଆଜିର ନିର୍ବାଚନ ଓ ନିର୍ବାଚିତ ତଥାକଥିତ ଲୋକପ୍ରତିନିଧିମାନେ ଲୋକଙ୍କ ପାଇଁ ଖର୍ଚ୍ଚ କରାଯାଉଥିବା ସରକାରୀ ଅର୍ଥଅନୁଦାନର ବାଟମାରଣା ବା ହଡପରେ ଲିପ୍ତ , ଏକଥା ବୁଝିବାକୁ ବାକିନାହିଁ । ତେଣୁ ଏହା ଏକ ସବୁଠାରୁ ମୁନାଫାଦାୟକ ବେପାରରେ ପରିଣତ ହେଲାଣି । ଏକଥା ଉପକ୍ରମଣିକାରେ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ଏହା ଯେ , ଏହି ନିର୍ବାଚନରେ ଜିତିବାପାଇଁ ଜିତିବାର ସମ୍ଭାବନା ରହିଥିବା ଦଳର ଟିକେଟ୍ କିଣି ପ୍ରାର୍ଥୀହେବାକୁ ପ୍ରତିଦ୍ବନ୍ଦିତା । ସଂପ୍ରତି ଦୁଇଟି ଜାତୀୟଦଳ ଓ ଗୋଟିଏ ପ୍ରମୁଖ ଆଞ୍ଚଳିକଦଳର ଚାହିଦା ରହିଛି । ତେଣୁ ମୁଖ୍ୟତଃ ଏହିତିନୋଟି ଦଳର ଟିକେଟ୍ ପାଇଁ ଯୋର୍ ସୋର୍ ଲବି  ଓ ମୂଲଚାଲ ହୋଇଥିଲା ।  ମୁଖ୍ୟତଃ ଏବେ ପୌରପରିଷଦର ନଗରପାଳ ବା ମେୟର ପଦର ପ୍ରାର୍ଥୀ ବା ସଂରକ୍ଷିତ ଆସନରେ ପ୍ରାର୍ଥିନୀଙ୍କର ଦଳୀୟଟିକେଟ୍ ଦେବାକୁ ରାଜ୍ୟସ୍ତରୀୟ ବନାମ ସ୍ଥାନୀୟ ଦଳୀୟନେତାମାନେ ବେଶ୍ ହାତଚିକ୍କଣ କରିଥିବା ଶୁଣାଯାଇଛି । ଏଠି , ସେଠି , ସବୁଠି  ଏଇ ମୂଲଚାଲ ଯୋଗୁଁ ହଠାତ୍ ପ୍ରାର୍ଥୀମାନେ ଆବିର୍ଭୂତ ହୋଇଛନ୍ତି । ଏହା ମଧ୍ୟ ଦଳରେ ଅସନ୍ତୋଷ ସୃଷ୍ଟିର କାରଣ ହୋଇଛି । ପୂର୍ବରୁ ଦଳର ପ୍ରାଥମିକ ସଦସ୍ୟ ନ ହୋଇଥିଲେ ହେଁ ,  ଦଳୀୟ ପୁରଣାମୂଷା ପାଲଟିଥିବା ବଦନାମ ବିକାଉ ସ୍ଥାନୀୟନେତାମାନେ ଆଖିବୁଜା ଟିକେଟ୍ ବାଣ୍ଟିବାର ଦାୟିତ୍ୱରୁ ବେଶ୍ ଫାଇଦା ଉଠାଇଛନ୍ତି । ଏହି ପରିମାଣ ଦଶକୋଡିଏ , ପଚାଶଲକ୍ଷରୁ କୋଟି କୋଟି ହୋଇଥିବା ଚର୍ଚ୍ଚା ହେଉଛି । ଏପରିକି ସୋସିଆଲ୍ ମିଡିଆରେ କଟକର  ଏକ ଏଭଳି ଷ୍ଟିଙ୍ଗ୍ ଭିଡିଓ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ତେବେ କେବଳ କଟକ କାହିଁକି , ଧନୀଲୋକମାନେ ପଶ୍ଚିମଓଡିଶା ବା ଆମ ଅଞ୍ଚଳରେ ବି ବିଭିନ୍ନ ଦଳର ଦ୍ବାର ଦ୍ବାର ବୁଲି ବୁଲି ଶେଷରେ ପଚାଶଲକ୍ଷ ଦେଇ ଟିକେଟ୍ କିଣିଥିବାରେ ସଫଳ ହୋଇଥିବା କୁହାଯାଉଛି । ଏପରିକି ଭୁବନେଶ୍ବର ମହାନଗର ନିଗମର ମହିଳାମେୟର୍ ପ୍ରାର୍ଥିନୀଙ୍କ ମଧ୍ୟରେ କୋଟିପତି ରହିଥିବାରୁ ସେଠି ମଧ୍ୟ ଏକ ଜାତୀୟଦଳର ନେତାମାନଙ୍କୁ ଏହା ସୁହାଇଥିବା ଶୁଣିବାକୁ ମିଳୁଛି ।ଏପଟୁ ଯାଇ ସେପଟେ ହାତମାରି ଠିକିଯାଇଥିବା ଲୋକେ ବି ଏଭଳି ବ୍ୟାପାରରେ ମାହିର୍ ହେଇଯାଇଛନ୍ତି  !


News Comment




Photo in News

Advertisment
Lastest News
  ଜିଲ୍ଲା  
ବରଗଡ଼ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ♦️ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ କୁ ବରଦାସ୍ତ କରାଯିବ ନାହିଁ : ବିଜେଡି   10-Jul-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ   10-Jul-2026
  ଜିଲ୍ଲା  
ଚନ୍ଦନଭାଟିରେ ନରସିଂହଙ୍କ ସାଧାରଣ ସଭା   10-Jul-2026
  ରାଜ୍ୟ  
ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   10-Jul-2026
  ଜିଲ୍ଲା  
ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   10-Jul-2026
  ଜିଲ୍ଲା  
କେବଳ ମାଁଙ୍କ ନାମରେ ନୁହେଁ ଉଭୟ ବାପାମାଁଙ୍କ ନାମରେ ବୃକ୍ଷରୋପଣ କରାଯାଉ   10-Jul-2026
  ରାଜ୍ୟ  
ସାମୂହିକ ଛୁଟିରେ ଯୋଗାଣ ସହାୟକ; ପ୍ରଶାସନକୁ ବିକଳ୍ପ ବ୍ୟବସ୍ଥା ପାଇଁ ଅନୁରୋଧ   10-Jul-2026
  ଜିଲ୍ଲା  
ଡାବୁଗାଁ ଅଞ୍ଚଳ ରେ ଚଢ଼ା ଦରରେ ସାର ବିକ୍ରି   10-Jul-2026
  ଜିଲ୍ଲା  
ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ (Graduation Ceremony)♦️ଯୋଗ:ଦେଲେ ଉପରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ   10-Jul-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ, ସୋନପୁର ଶାଖାର ବୃକ୍ଷରୋପଣ କାର୍ଯ୍ୟକ୍ରମ   10-Jul-2026
  ଜିଲ୍ଲା  
*ବିଲୁପ୍ତ ହେବାକୁ ବସିଲାଣି ଲାଲ ଟୁକୁ ଟୁକୁ ସାଧବ ବୋହୂ*   10-Jul-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା   10-Jul-2026

You Might Also Like