-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
11-Mar-2022
ଗୁଡ଼ଭେଲା: ବଲାଙ୍ଗୀର ଜିଲ୍ଲାର ଗୁଡ଼ଭେଲା ବ୍ଲକର ଗୁରୁତ୍ୱପୂର୍ଣ୍ଣ ପଂଚାୟତ ହେଉଛି ରୁଷୁଡା । ଏହି ପଂଚାୟତର ନବନିର୍ବାଚିତ ସରପଞ୍ଚ କୈଳାସ ବେହେରା ଶୁକ୍ରବାର ଆନୁଷ୍ଠାନିକ ଭାବେ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ପଂଚାୟତର
କର୍ମଚାରୀମାନେ ଓ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ସେ ରୁଷୁଡା ପଂଚାୟତର ସାମଗ୍ରିକ ବିକାଶ କରିବେ ବୋଲି ପ୍ରକାଶ କରିଛନ୍ତି । ଏହାପରେ ନାଏକ ସରପଞ୍ଚ ଭାବେ ଯଶୋବନ୍ତି ମାଝୀ ଦାୟିତ୍ବ ଗ୍ରହଣ କରଥିଲେ ।