-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
06-Sep-2026
ନର୍ଲା (ଚିନ୍ତାମଣି ନାଏକ )
ଭୁବନେଶ୍ୱର ଏମ୍ସ ହସ୍ପିଟାଲ ରୁ ଚାରିଜଣ ଓ ଦିଲ୍ଲୀ ରୁ ଜଣେ ଏକ ସ୍ୱାସ୍ଥ୍ୟ ପରିଦର୍ଶନ ଟିମ କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ତ ସର୍ଗିଗୁଡା ଆୟୁ ସ୍ମାନ ଆରୋଗ୍ୟ କେନ୍ଦ୍ର ବେହେରା ପାଟି ଗ୍ରାମରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସମ୍ୱନ୍ଧୀତ ତଥ୍ୟ ସଂଗ୍ରହ କରିଛନ୍ତି ଏଥିରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରୁ ଜଣେ ଏବଂ ବେହେରାପାଟି ଗ୍ରାମର ଦୁଇଜଣ ଆଶା କର୍ମୀ ସହଯୋଗ କରିଥିଲେ