-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
06-Sep-2026
ନର୍ଲା (ଚିନ୍ତାମଣି ନାଏକ )
ସାରା ଦେଶରେ ଗୁରୁ ଦିବସ ପାଳନ କରାଯାଉଥିବା ବେଳେ ଅନୁରୂପ ଭାବରେ ନର୍ଲା ବ୍ଲକ ବେହେରା ପାଟି ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଭକ୍ତିପୂତ ଗୁରୁ ଦିବସ ପାଳିତ ହୋଇ ଯାଇଛି ଆଜି ଦେଶର ମହାନ ଶିକ୍ଷାବିତ ପରମ ମାର୍ଗ ଦର୍ଶକ ତଥା ଦ୍ବିତ୍ୱୀୟ ରାଷ୍ଟ୍ରପତି ଡାକ୍ତର ସର୍ବପଲ୍ଲୀ ରାଧାକ୍ରିଷ୍ଣା ଙ୍କ ଜନ୍ମ ଦିନକୁ ୧୯୬୨ ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ପାଳିତ ହୋଇ ଆସୁଛି ଏଣୁ ଏହି ଦିବସ କୁ ସମସ୍ତେ ଗୁରୁ ଦିବସ ଭାବରେ ଗୁରୁ ଙ୍କ ପାଈଁ ଦିନଟିଏ କହି ପାଳନ କରିଥାନ୍ତି