-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
06-Nov-2020
ନବରଙ୍ଗପୁର, (ପ୍ରେରଣା ଖବର)-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମବୁର୍ଲା ଗାଁ ର ଶେଷା ନନ୍ଦ ସାହୁଙ୍କ ଧାନ ଖଲାରେ ନିଆଁ ଲାଗି ଛଅ ଏକର ଜମି ର ଧାନ ସହିତ ଟ୍ରାକ୍ଟର ଏବଂ ଧାନ ମଡା ମେସିନ ଜଳିଗଲା lଘଟଣା ସ୍ଥଳରେ ଦମକଳ ବାହିନୀ ପହଂଚି ନିଆ କୁ ଆୟତ କରିଛନ୍ତି