-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
06-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) - ଡିସେମ୍ବର ୩୧ ଯାଏଁ ଖୋସିବନି ସ୍କୁଲ୍ । ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ରାଜ୍ୟରେ ଡିସେମ୍ବର ୩୧ ଯାଏଁ ସମସ୍ତ ସ୍କୁଲ୍ ବନ୍ଦ ରହିବ । କୋଭିଡ୍ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ!!