-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
06-Nov-2020
କେନ୍ଦୁଝର, (ପ୍ରେରଣା ଖବର) - କେନ୍ଦୁଝର ଟାଉନ ଥାନା କୁଣ୍ଢେଇ ଗାଁରେ ପୁଅ ପ୍ରଦିପ ଜୁଆଙ୍ଗ ର ଟାଙ୍ଗିଆ ମାଡରେ ମା ଗୁରେଇ ଜୁଆଙ୍ଗ ର ଘଟଣା ସ୍ଥଳରେ ମୃତ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି ରାତିରେ କୌଣସି କାରଣରୁ ମା ପୁଅ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ପାଖରେ ରଖାଯାଇଥିବା ଟାଙ୍ଗିଆ ପଛପଟେ ମାର ମୁଣ୍ଡକୁ ପ୍ରହାର କରିଥିଲେ । ଯେଉଁଥିରେ ଘଟଣା ସ୍ଥଳରେ ମା ଗୁରେଇ ର ମୃତ୍ୟୁ ହୋଇଥିଲା ।