-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
06-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) - କରୋନା ସମୟରେ ପେପର ଲେସ କାମ କୁ ଗୁରୁତ୍ୱ। ବିଧାନସଭା ହେବ ପେପର ଲେସ। ସେଥିପାଇଁ ବିଧାନସଭାରେ ଆଜି ଠାରୁ ଆରମ୍ଭ ହୋଇଛି ଇ ବିଧାନସଭା ତାଲିମ। ପ୍ରଥମ ପର୍ଯ୍ୟାୟରେ କର୍ମଚାରୀଙ୍କୁ ତାଲିମ ଦିଆଯିବ। ଏପ୍ରିଲ ମାସରେ ବିଧାୟକ ମାନଙ୍କୁ ଟ୍ରେନିଂ ଦିଆଯିବ। ବର୍ତ୍ତମାନ ସାଧରଣ ପ୍ରଶାସନ, ପ୍ରଶାସନିକ, ଆକାଉଣ୍ଟ ବିଭାଗର କର୍ମଚାରୀ ମାନଙ୍କୁ ତାଲିମ ଦିଆଯାଉଛି। ପ୍ରତିଦିନ ତିନୋଟି ବିଭାଗର କର୍ମଚାରୀଙ୍କୁ ତାଲିମ ଦିଆଯିବ। ଏନଆଇସି ଓ ଓକାକର ଏକ୍ସପାର୍ଟ ମାନେ ତାଲିମ ଦେଉଛନ୍ତି।