-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
23-Sep-2021
ଭୁବନେଶ୍ୱର, ଭୁବନେଶ୍ୱର ର ସାଲିଆ ସାହି ରେ ଦୁଇଜଣ ମହିଳା ଏକ କଙ୍ଗାରୁ କୋର୍ଟ ଚଳାଇ ଦୁଇ ଜଣ ନାବାଳକ କୁ ସର୍ବ ସାଧାରଣରେ ଉଠବସ କରାଇବା ଓ ସର୍ବ ସାଧାରଣ ରାସ୍ତାରେ ଆଣ୍ଠେଇ ବସାଇବା ଓ ଜୋରିମାନା କରିବା ଅଭିଯୋଗରେ ଆଜି ସ୍ଥାନୀୟ ନୟାପଲ୍ଲୀ ପୋଲିସ ସାହି ର ଦୁଇଜଣ ମହିଳାଙ୍କୁ ଗିରଫ କରିଛି।ଏହି ମହିଳା ଦ୍ବୟ ଦୀର୍ଘ ଦିନ ହେବ ସାହି ଭିତରେ ଆତଙ୍କ ରାଜ ଚଳାଇଥିଲେ ବୋଲି ସୂଚନା ମିଳିଛି।