-+91-9937148622 |
prerana_bgr@rediffmail.com |
Tuesday 25th August 2026 |
R.N.I. Regd No. ODIODI/2010/46693
Breaking News
02-Jul-2021
ଅନଗୁଳ (ପ୍ରେରଣା ଖବର) :ଅନଗୁଳ ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଜଳ ସ୍ରୋତ ରେ ଆଜି ଦିନ ୧୨ ଟା ସମୟ ରେ ସର୍ଧାପୁର ଗ୍ରାମ ର ଟିକନ ମହାନ୍ତି ବୋଲି ଜଣାପଡିଛି ତାଙ୍କର ବୟସ 45 ବର୍ଷ ହେବ | ସେ ତାଙ୍କ ଶଶୁର ଘର କୁ ଆସିଥିବା ବେଳେ | କିଛି କାର୍ଯ୍ୟ ସାରି ଗାଧୋଇ ବାକୁ ଯାଇଥିଲେ ସେହି ସମୟରେ ଜଳ ସ୍ରୋତ ତିବ୍ରଗତି ରେ ବଢ଼ୁଥିବାରୁ ତାଙ୍କର ଗୋଡ ଖସି ଯାଇ ଥିଲା | ଫଳରେ ଟିକନ ଭାସି ବୁଡ଼ି ଯାଇଥିଲେ |ଘଟଣା ସ୍ଥଳ ରେ କଣିହାଁ ଅଗ୍ନିଶ୍ରମ ବାହିନୀ ପହଞ୍ଚି ଖୋଜା ଖୋଜି ଯାରି ରଖିଛି ।