-+91-9937148622 |

prerana_bgr@rediffmail.com |

  Monday 24th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    (24-Aug-2026)       ||      ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   (24-Aug-2026)       ||      କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   (23-Aug-2026)       ||      ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର    (23-Aug-2026)       ||      ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||      ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   (23-Aug-2026)       ||      ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   (23-Aug-2026)       ||      ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ    (23-Aug-2026)       ||      କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ    (23-Aug-2026)       ||      ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   (23-Aug-2026)       ||      ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   (23-Aug-2026)       ||      *ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   (23-Aug-2026)       ||      ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   (23-Aug-2026)       ||      ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   (23-Aug-2026)       ||      *ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*-   (23-Aug-2026)       ||      ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||      ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||      ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ    (22-Aug-2026)       ||     

HOME   ଜିଲ୍ଲା

ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର 

24-Aug-2026



♦️କଳାହାଣ୍ଡିରେ ଇନ୍ଦ୍ରଦେବଙ୍କ କୋପ,୨୪ ଘଣ୍ଟାରେ ହେଲାଣି ୧୦୨୩ ମିମି ବର୍ଷା।ହାତୀ ନଦୀ,ମୁଡ୍ରା ନଦୀ ଓ କମଳ ନଦୀରେ ବଢ଼ିଲାଣି ଜଳସ୍ତର।

♦️ଅଯଥା ଆଣ୍ଟିବାୟୋଟିକ୍ ବ୍ୟବହାରରେ ଲାଗିବ ବ୍ରେକ୍,ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ଡିଜିଟାଲ ପ୍ରେସକ୍ରିପସନ୍ ବ୍ୟବସ୍ଥା।

♦️ଭେଜାଲ ଛେନା ଉପରେ ଲଗାତର ଧରପଗଡ଼,ଭଲ ଛେନାର ଦର ବୃଦ୍ଧି ଆଉ ଚିନିର ଆକାଶଛୁଆଁ ରେଟ୍ ପରେ ଏବେ କ୍ଷତି ସହୁଛନ୍ତି ମିଠା ବ୍ୟବସାୟୀ।

♦️ଅପମିଶ୍ରିତ ପନିର ପରେ ଛତୁକୁ ଢଳିଲେଣି ଗ୍ରାହକ; ବଢ଼ିଲା ଚାହିଦା, ଚଢ଼ିଲା ଦର।ବଟମ୍ ଛତୁ କିଲୋ ପ୍ରତି ୨୨୦ରୁ ୨୪୦ ଟଙ୍କାରେ ବିକ୍ରି ହେଉଛି।

♦️କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, NH-55 ରାସ୍ତାର ତୁରନ୍ତ ମରାମତି ପାଇଁ କଲେ ଅନୁରୋଧ।

♦️ବଲାଙ୍ଗିରରେ ଫିଲ୍ମ ଷ୍ଟାଇଲରେ ଡକାୟତି : ବୃଦ୍ଧ ଦମ୍ପତିଙ୍କୁ ମାଡ଼ ମାରି ସୁନା ବ୍ୟବସାୟୀଙ୍କ ଘରୁ କୋଟିଏ ଟଙ୍କାର ଗହଣା ଲୁଟ୍।

♦️ବଲାଙ୍ଗୀର:ପୁରୁଣାକଟକ -ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନରେ ଅଘଟଣ, ବଗି ଛାଡି ଇଂଜିନ ଛୁ।

♦️ରାଉରକେଲା:ବ୍ରାଣ୍ଡେଡ୍ ଘଣ୍ଟା ନାଁରେ ଚାଲିଥିଲା ନକଲି କାରବାର ! ଦାମୀ ବ୍ରାଣ୍ଡର ନକଲି ଘଣ୍ଟା ବିକ୍ରି ଅଭିଯୋଗରେ ଚାରି ଗିରଫ।

♦️ଭୁବନେଶ୍ୱର:ସହରରୁ କମୁନି ଭିକ୍ଷା ବୃତ୍ତି, ଟ୍ରାଫିକ ଛକରୁ କିନ୍ନରଙ୍କୁ ଘଉଡାଇଲା ପୋଲିସ।

♦️ଆଳି,କଳମଡ଼ା ଶାସନ ଗ୍ରାମ:କାଣୀ ନଦୀର ବନ୍ୟାଜଳରେ ଭାସିଯାଇ ବୃଦ୍ଧ ନିଖୋଜ।

♦️ଓଡ଼ିଶା ଉପକୂଳରେ ପାନାମା ପତାକା ବହନକାରୀ ମାଲବାହୀ ଜାହାଜ ବୁଡ଼ିବା ଦୁର୍ଭାଗ୍ୟଜନକ:ସର୍ବାନନ୍ଦ ସୋନୱାଲ।

♦️ଚର୍ଚ୍ଚାରେ ନିଶା ମହାରଣାଙ୍କ ନାଟକ ‘ନିଶା ନିଶା ରାତି’, ଜଣେ ବିଧାୟକଙ୍କୁ ନେଇ ଜମିବ କାହାଣୀ।

♦️କେନ୍ଦୁଝରରେ ଚାଞ୍ଚଲ୍ୟ : ଶୋ’ରୁମ୍ ଭିତରୁ ମିଳିଲା ମାଲିକାଣୀଙ୍କ ମୃତଦେହ, ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

♦️ସମ୍ବଲପୁର ଜିଲ୍ଲାରେ ହଜିଯାଇଥିବା ଏବଂ ଚୋରି ହୋଇଥିବା ମୋବାଇଲ ଫୋନଗୁଡ଼ିକୁ ଉଦ୍ଧାର କରି ପୋଲିସ୍ ଫେରାଇ ଦେଲା।

♦️ଟ୍ରେନ୍‌ରେ ସୁଟକେସ୍‌ରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାରେ ଓଡ଼ିଆ ଦମ୍ପତିଙ୍କ ସମ୍ପୃକ୍ତି ସନ୍ଦେହ। ତାମିଲନାଡୁ ପୋଲିସ୍ ର ଓଡ଼ିଶାରେ ତନାଘନା ଆରମ୍ଭ ।

♦️ନୟାଗଡ଼, ବେଣ୍ଟ ଜଙ୍ଗଲରୁ ମିଳିଥିବା ନର କଙ୍କାଳର ପରିଚୟକୁ ନେଇ ବିବାଦ, ଡିଏନଏ ପରୀକ୍ଷା ପାଇଁ ସଂଗ୍ରହ ହେଲା ରକ୍ତ ନମୂନା।

♦️ଦେବଦତ୍ତ ପାଡ଼ିକ୍କଲଙ୍କ ଦମଦାର ଶତକ, ଭାରତ ନାଁରେ ପ୍ରଥମ ଦିନର ଖେଳ।

♦️ସୁପ୍ରିମକୋର୍ଟର ବିଦାୟୀ ବିଚାରପତି ସଞ୍ଜୟ କାରୋଲଙ୍କ ଟିପ୍ପଣୀ ‘ବିଚାରପତି ଭଗବାନ ନୁହନ୍ତି; ସବୁ ରାୟ ଠିକ ନୁହେଁ’।

♦️କେନ୍ଦ୍ରରେ ଖାଲି ପଦବୀ ୧୦ ବର୍ଷରେ ବଢ଼ିଛି ୨ଗୁଣ। ସରକାରୀ କମ୍ପାନୀରେ ଅଛନ୍ତି ୪୯ ପ୍ରତିଶତ ଠିକା କର୍ମଚାରୀ।

♦️ଇସଲାମାବାଦ: ପ୍ରତିରକ୍ଷା ଚୁକ୍ତି ଆଳରେ ଅସ୍ତ୍ରଶସ୍ତ୍ର ଠୁଳ କରୁଛି ପାକିସ୍ତାନ।

ରିପୋର୍ଟ : କାଞ୍ଚନପ୍ରଭା ନନ୍ଦ 


News Comment




Photo in News

Advertisment
Lastest News
  ଜିଲ୍ଲା  
ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    24-Aug-2026
  ଜିଲ୍ଲା  
ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   24-Aug-2026
  ଜିଲ୍ଲା  
କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   23-Aug-2026
  ଜିଲ୍ଲା  
ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର   23-Aug-2026
  ଜିଲ୍ଲା  
ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   23-Aug-2026
  ଜିଲ୍ଲା  
ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   23-Aug-2026
  ଜିଲ୍ଲା  
ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   23-Aug-2026
  ଜିଲ୍ଲା  
ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ   23-Aug-2026
  ଜିଲ୍ଲା  
କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ   23-Aug-2026
  ଜିଲ୍ଲା  
ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   23-Aug-2026
  ଜିଲ୍ଲା  
ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   23-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   23-Aug-2026

You Might Also Like