-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
24-Aug-2026
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ, ୪ ଜଣ ଆର୍ଥିକ ସହାୟତା ସହ ଦୁଇ ମହିଳାଙ୍କୁ ଶିଶୁଙ୍କ ପ୍ରତିପୋଷଣ ସହାୟତା ପ୍ରଦାନ। ପାଇଁ ଚେକ ପ୍ରଦାନ କରିଛନ୍ତି। ଆଜି ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ଅଭିଯୋଗ କୁ ସହୃଦୟତା ସହ ଶୁଣାଣି କରି ଆବଶ୍ୟକ ପଦକ୍ଷେପ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖଡ଼ିଆଳ ଅଭିଯୋଗ ଶୁଣାଣି ଶିବିର ରେ ୮୫ ଗୋଟି ଅଭିଯୋଗ ଆସିଥିବା ବେଳେ ସମସ୍ତ ଅଭିଯୋଗ ଶୁଣାଣି କରି ବିଭାଗୀୟ ଅଧିକାରୀ ତୁରୀତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ଖଡ଼ିଆଳ ବିକାଶ ମଞ୍ଚ ପକ୍ଷ ରୁ ଚାଉଳ ଧୁଆଲ ଜଳ ପ୍ରପାତ ଉନ୍ନତି କରଣ, ଲଘୁଚାପ ବର୍ଷା ରେ କ୍ଷୟ କ୍ଷତି ସମାଧାନ, ଅନାଥ ଶିଶୁଙ୍କୁ ଭରଣ ପୋଷଣ, ଭଳି ଅନେକ ଅଭିଯୋଗ ଆସିଥିବା ବେଳେ ତାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।