-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
11-Feb-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) ରାଜଧାନୀରେ ଆଜି ପୁଣି ବୌଦ୍ଧ ଜିଲ୍ଲାର ଜଣେ ଯୁବକକୁ ଥଣ୍ଡା ପାନୀୟରେ ନିଶା ଦେଇ ଲୂଟ। ଲୁଟର ଶିକାର ଯୁବକଙ୍କ ନାମ ଜିତେନ୍ଦ୍ର ବେହେରା। ଦୁଇଜଣ ଯୁବକ ମୋଟର ସାଇକେଲରେ ଆସି ଲିଫ୍ଟ ଦେବା ଆଳରେ କୋଲଡ୍ରିଂକ୍ସରେ ନିଶା ଦେଇ ଜିତେନ୍ଦ୍ରଙ୍କ ଠାରୁ 18ଶହ ଟଙ୍କା, ମୋବାଇଲ ଫୋନ ଓ ବ୍ୟାଗ ଲୁଟି ନେଇଛନ୍ତି। ଜିତେନ୍ଦ୍ର ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ।