-+91-9937148622 |

prerana_bgr@rediffmail.com |

  Monday 29th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||      ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   (29-Jun-2026)       ||      ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||      ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ    (28-Jun-2026)       ||      ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   (28-Jun-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ    (28-Jun-2026)       ||      *ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   (28-Jun-2026)       ||      ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   (28-Jun-2026)       ||      ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Jun-2026)       ||      ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   (28-Jun-2026)       ||      ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (27-Jun-2026)       ||      ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   (27-Jun-2026)       ||      ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   (27-Jun-2026)       ||      ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   (27-Jun-2026)       ||      ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ମହିଳା ସଭ୍ୟ ସ୍ୱାଗତ ସମାରୋହ    (27-Jun-2026)       ||      ମୋଟୁରେ ଅବ୍ୟବହୃତ ହୋଇ ପଡ଼ିଛି ସରକାରୀ ଆମ୍ବୁଲାନ୍ସ ♦️ସୀମାନ୍ତ ଅଞ୍ଚଳ ମୋଟୁରେ ସରକାରୀ ଆମ୍ବୁଲାନ୍ସ ଥିଲେ ମଧ୍ୟ ଏହାର ବ୍ୟବହାର ବହୁତ କମ୍   (27-Jun-2026)       ||      ସ୍କୁଲ ପାଠ୍ୟପୁସ୍ତକରେ ବିଭ୍ରାଟ ସଂପର୍କରେ ଆଲୋଚନା ଚକ୍ର   (27-Jun-2026)       ||      ବରପାଲି ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ଏଡ଼ସ୍ ସଚେତନତା ଶିବିର   (27-Jun-2026)       ||     

HOME   ରାଜ୍ୟ

ଖ୍ରୀଷ୍ଟଧର୍ମାଵଲମ୍ବୀ ମାନଙ୍କୁ ବିଶ୍ୱାସ ରେ ବିଷ ଦିଆଯାଉଛି : ବିଶପ ଙ୍କୁ ଦାବୀ ପତ୍ର ପ୍ରଦାନ : ତୁରନ୍ତ ସମାଧାନ ପାଇଁ ଦାବୀ

11-Feb-2021



ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ):କଟକ, ଭୁଵନେଶ୍ୱର ଆର୍ଚ୍ଚ ଡାୟସିସର କାଥଲିକ ବିଶ୍ୱାସୀବୃନ୍ଦ ଆଜି ବାଲିଗୁଡାର ଏସଟି ଯୋହନ  ସ୍କୁଲର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥୀ ଭାବେ ଆସିଥିବା ଆର୍ଚ୍ଚ ବିଶପ ଯୋହନ ବାରୁଆଙ୍କୁ ସାକ୍ଷାତ କରିବାକୁ ଚାହିଁଥିଲେ ସୁଧା କରିପାରିନଥିଲେ । ଏହି ମାନେ ନିଜ ନିଜ ଭିତରେ ଥିବା ଆନେକ ସମସ୍ୟାକୁ ବିଶପଙ୍କ ନିକଟରେ ଉପସ୍ଥାପନା କରିବାରେ ଚେଷ୍ଟା କରିବାରେ ବିଫଳ ହୋଇଛନ୍ତି । ବିଶପଙ୍କୁ ଭେଟିବା ପାଇଁ ଓ ଦାବୀ ପତ୍ର ଦେବା ପାଇଁ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରୁ ଖ୍ରୀଷ୍ଟଧର୍ମାଵଲମ୍ବୀ ଆସିଥିଲେ । କିନ୍ତୁ ତାଙ୍କୁ ଭେଟିବାର ସୁଯୋଗ ନମିଳିବାରୁ ସେମାନେ ତାଙ୍କ ତରଫରୁ ଏକ ଟିମ ଭେଟିଥିଲେ ଓ ସେମାନଙ୍କ ଲିଖିତ ଦାବୀ ପତ୍ରକୁ ସେମାନେ ଯୋହନ ବାରୁଆଙ୍କୁ ଦେଇ ଦେବେ ବୋଲି କହିଥିଲେ । ଏହାପରେ ଭେଟିବାକୁ ଆସିଥିବା ବ୍ୟକ୍ତି ମାନେ ତାଙ୍କୁ ଦାବୀ ପତ୍ର ଦେଇ ନିରାଶ ରେ ଫେରିଥିଲେ । ଏହି ବ୍ୟକ୍ତିମାନେ ଏକ ଲିଫଲ୍ୟାଟ କରି ବଣ୍ଟନ କରିଥିଲେ । ଏହି ଲିଫଲେଟ ଓ ଦାବୀ ପତ୍ରରେ ୨୫ ଗୋଟି ଦାବୀ ଉଲ୍ଲେଖ ରହିଅଛି । ସେଗୁଡିକ ହେଲା ଆର୍ଚ୍ଚ ବିଶପ ଯୋହନ ବାରୁଆ ଉତର ଦେବେକି ? ବର୍ଷ ବର୍ଷ ଧରି ଧର୍ମାଂଚଳ ପରିଦର୍ଶନ ନକରି ଶହଶହ ବିଶ୍ୱାସୀଙ୍କୁ ଦୃଢୀକରଣ ସଂସ୍କାରରୁ ବଂଚିତ କରୁଛନ୍ତି କାହିଁକି ? ବିଶ୍ୱାସୀ ମାନଙ୍କର ଆଧ୍ୟାତ୍ମିକତା ,ସାମାଜିକ ଓ ଆର୍ଥିକ ଉନ୍ନତିରେ ଅବହେଳା କରାଯାଇଛି କାହିଁକି ? ବିଶପଙ୍କ ବାସସ୍ଥଳୀରେ କର୍ମଜୀବି ମହିଳାଙ୍କୁ ଅସଦାଚରଣ କରାଯାଇଛି କାହିଁକି ।କନ୍ଧମାଳର ଧର୍ମହିଂସା ଘଟଣାରେ ପିଡିତାଙ୍କ ସହାୟତା ଧନରାଶି ହଡପ କରାଗଲା କାହିଁକି ? ବହୁବର୍ଷଧରି କଲେଜ ଛାତ୍ରବୃତ୍ତି  ଦିଆଯାଇନାହିଁ କାହିଁକି ? ବିଶ୍ୱାସୀଙ୍କ ନିମନ୍ତେ ଆଇନଗତ ସହାୟତା ଓ ପ୍ରଶିକ୍ଷଣ ନାମରେ ଟଙ୍କା ଆଣି ଦାରିଙ୍ଗବାଡିରେ ହୋଟେଲ ତିଆରି କରାଗଲା କାହିଁକି ,ଗରୀବ ଛାତ୍ରଛାତ୍ରୀ ପାଇଁ ଏନସିଓପି(ଆନକପ) ସଂସ୍ଥାରୁ ମିଳିଥିବା ୬ଲକ୍ଷଟଙ୍କା ହଡପ କରାଯାଇଛି କାହିଁକି ?। ବିଶପଙ୍କ ବାସସ୍ଥଳିରେ ବିଶ୍ୱାସଙ୍କ ପାଇଁ ଉଦ୍ଧିଷ୍ଟ ବିଶ୍ରାମ କକ୍ଷକୁ ହୋଟେଲ କରାଗଲା କାହିଁକି ? ପ୍ରତିଶୋଧ ପରାୟଣ ହୋଇ ବିଶ୍ୱାସୀ ମାନଙ୍କୁ ଭାଗଭାଗ କରି ଓ କିଛି ଉଦ୍ଧିଷ୍ଟ ଲୋକଙ୍କୁ ଲାଂଚ ଦେଇ ବଳପୁର୍ବକ ଯାଜକ ମାନଙ୍କୁ ପରାମର୍ଶ ନକରି ବଦଳି କରାଗଲା କାହିଁକି ।ଯାଜକ କୁଳକାନ୍ତ ଦଣ୍ଡସେନାଙ୍କୁ ନିଲମ୍ବିତ କରି ଗୃହବନ୍ଦୀ କରି ଏ ପର୍ଯ୍ୟନ୍ତ  ରଖାଯାଇଛି କାହିଁକି ? ।ପାଳକୀୟ ପରିଦର୍ଶନ ନକରି କେବଳ ଘର ପ୍ରତିଷ୍ଠା ପାଇଁ ଆସନ୍ତି କାହିଁକି ? ଧର୍ମାଂଚଳକୁ ଆସି ପ୍ୟାରିସରେ ନରହି ହୋଟେଲରେ ରହିଲେ କାହିଁକି ?ଏହିଭଳି ଅନେକ ପ୍ରଶ୍ନ ପଚାରିବା ସହ ତଳେ କନ୍ଧମାଳ କାଥଲିକ ଖ୍ରୀଷ୍ଟିୟାନ ବିଶ୍ୱାସୀ ବୃନ୍ଦ ବୋଲି ଉଲ୍ଲେଖ ଅଛି । ଆଜି ବାଲିଗୁଡାକୁ ଏହି ସଂଗଠନର ସଭାପତି ମୋର୍ଚ୍ଚିନ ପ୍ରଧାନ,ସେକ୍ରେଟେରୀ ଫ୍ରାନସିସ ବାକ୍ସି ,ପ୍ରବକ୍ତା ପ୍ରଫେସର ପ୍ରସନ ବିଷୋୟୀ,ସିର୍ଦ୍ଦାଥ ନାୟକ,ପ୍ରମୋଦ ପ୍ରଧାନ, ମାତେଶ ଦିଗାଳ, ଯୁବନେତା ବିନୋଦ ନାୟକ, ଜମେସ ନାୟକ, ମାଥେଓ ଦିଗାଳ,ସୁକାନ୍ତ ଦଣ୍ଡସେନା,କ୍ଲେମନ୍ତି ନାୟକ ,ସୁଲଜିନି ପରିଛା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଏମାନେ କହିନ୍ତି ଯଦୀ ଆମ ପ୍ରଶ୍ନର ସମସ୍ତ  ଉତ୍ତର  ଓ ଦାବୀକୁ ଯଦି ଗ୍ରହଣ କରାନଯାଏ ତେବେ ,ଆଗାମି ଦିନରେ ଆମେ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   29-Jun-2026
  ଜିଲ୍ଲା  
ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   29-Jun-2026
  ଜିଲ୍ଲା  
ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   29-Jun-2026
  ଜିଲ୍ଲା  
ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   28-Jun-2026
  ଜିଲ୍ଲା  
ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ   28-Jun-2026
  ଜିଲ୍ଲା  
ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ   28-Jun-2026
  ଜିଲ୍ଲା  
ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   28-Jun-2026
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ   28-Jun-2026
  ଜିଲ୍ଲା  
*ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   28-Jun-2026
  ଜିଲ୍ଲା  
ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   28-Jun-2026
  ଜିଲ୍ଲା  
ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Jun-2026
  ଜିଲ୍ଲା  
ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   28-Jun-2026

You Might Also Like