-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||     

HOME   ରାଜ୍ୟ

ବିଧାୟକଙ୍କ ତାଗିଦକୁ କର୍ମାଚାରୀଙ୍କ ବେଖାତିର

27-Jun-2026



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)-ସରକାରୀ କର୍ମଚାରୀମାନେ ନିଜ ବିଭାଗର ସଦରମହୁମା କିମ୍ବା ୭ କିମି ପରିଧ୍ ମଧ୍ଯରେ ରହିବାର ନିୟମ ରହିଛି । ଯାହାଦ୍ୱାରା ନିଜର କର୍ମକ୍ଷେତ୍ର ସହିତ ଜଡିତ ରହି ଲୋକଙ୍କ ପାଇଁ କାଯ୍ୟ କରିବାର ସମୟ ପ୍ରଦାନ କରା ଯାଇପାରେ । ଏଣୁ ସରକାରଙ୍କ ଏହି ନିୟମ କଡାକଡି ରହିଥିଲେ ମଧ୍ୟ ଏହାକୁ କର୍ମଚାରୀମାନେ ପାଳନ କରୁ ନଥିବା ଦେଖାଯାଏ । ଏହି ବ୍ଲକର ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ବ୍ଲକ ସଦରମହକୁମା ଠାରୁ ପ୍ରାୟ ୪୦ରୁ ୭୦ କିମି ଦୂରରେ ରହି ପ୍ରତ୍ୟେହ ଯିବା ଆସିବା କରିଥାନ୍ତି ଫଳରେ କ୍ଷେତ୍ର ପରିଦର୍ଶନ କିମ୍ବା ଫିଲ୍ଡ଼ ରେ କାମ କରୁଥିବା କର୍ମଚାରୀ ମାନେ ଲୋକଙ୍କୁ ଅଧିକ ସମୟ ଦେଇ ପାରୁ ନାହାନ୍ତି । ବିଶେଷ କରି ଯନ୍ତ୍ରୀ ଏବଂ ମହିଳା ଶିଶୁ ବିକାଶ ବିଭାଗର କ୍ଷେତ୍ର ପରିଦର୍ଶୀକାମାନଙ୍କ ପାଇଁ ସଦର ମହକୁମାରେ ରହିବା ଜରୁରୀ । କିନ୍ତୁ ଦେଖିବାକୁ ଉଭୟ ବିଭାଗର କର୍ମଚାରୀ ମାନେ ବାହାରେ ରହି ଯିବା ଆସିବା କରିଥାନ୍ତି । ଯନ୍ତ୍ରୀମାନେ ସୋନପୁର ଏବଂ ମହିଳା ବିକାଶର ସିଡିପିଓଙ୍କ ଠାରୁ ଆରମ୍ଭ କରି ସୁପରଭାଇଜରମାନେ ପ୍ରତ୍ୟେହ ବଲାଙ୍ଗିରରୁ ଯିବା ଆସିବା କରିଥାନ୍ତି । ଫଳରେ ଯିବା ଆସିବାରେ ତାଙ୍କର ସମୟ ଯାଉଛି । ସକାଳୁଆ ଅଫିସ ବେଳେ ୧୦ଟାରେ ପହଞ୍ଚିବା ଏବଂ ୧୦ଟା ଅଫିସ ସମୟରେ ୧୨ଟାର ଅଫିସ ପହଞ୍ଚିବା ଦ୍ବାରା ଯନ୍ତ୍ରୀ ଫିଲଡ୍ସ ରେ ମୟ ଦେଇ ପାରୁ ନାହାନ୍ତି । ଯାହାଦ୍ଵାରା କାମର ଗୁଣାବତ୍ତା ଜାଣିବା ସମୟରେ ଏମାନେ ଅନୁପସ୍ଥିତ । ସେହିପରି ମହିଳା ସୁପରଭାଇଜର ମାନେ ମଧ୍ୟ ତଦୃପ । ଏହାକୁ ନେଇ ଗତ ୨୪/୪/୨୦୨୬ ପଞ୍ଚାୟତ ସମିତି ବୈଠକରେ କେତେକ ଲୋକପ୍ରତିନିଧମାନେ ଅଭିଯୋଗ ଆଣିଥିଲେ ।

ବୈଦୁପାଲି ସମିତି ସଭ୍ୟା, ଦିଗସିରା ସରପଞ୍ଚ ପ୍ରମୁଖ ସଭାରେ ଜୋରଦାର ଉପସ୍ଥାପନ କରିଥିଲେ ସୋନପୁର ବିଧାୟକ ନିରଞ୍ଜନ ପୁଜାରୀ ଦାଗିଦ କରି କହିଥିଲେ ଯେ, ଯେଉଁ କର୍ମଚାରୀମାନେ ସଦର ମହକୁମା ବାହାରୁ ଯିବା ଆସିବା ସେମାନଙ୍କ ନାଁରେ ବିଭାଗୀୟ ଡ୍ରାଫ୍‌ଡ ଚାର୍ଜ କରାଯିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଅମାନ୍ୟ କଲେ ସେ ବିଭାଗୀୟ ସଚିବଙ୍କୁ ଜଣାଇବେ ବୋଲି କହିଥିଲେ। କିନ୍ତୁ ଆଜି ପଯ୍ୟନ୍ତ ସେହି ପର୍ବଧାରା ବଜାୟ ରହିଛି। ଯନ୍ତ୍ରୀମାନେ ନା ମହିଳା କର୍ମଚାରୀମାନେ ଏହାକୁ ମାନିଛନ୍ତି। ବିଧାୟକଙ୍କ ନିର୍ଦ୍ଦେଶକୁ କର୍ମଚାରୀମାନେ ଫୁ' ରେ ଉଡାଇ ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026

You Might Also Like