-+91-9937148622 |

prerana_bgr@rediffmail.com |

  Monday 29th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||      ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ    (28-Jun-2026)       ||      ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   (28-Jun-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ    (28-Jun-2026)       ||      *ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   (28-Jun-2026)       ||      ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   (28-Jun-2026)       ||      ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Jun-2026)       ||      ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   (28-Jun-2026)       ||      ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (27-Jun-2026)       ||      ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   (27-Jun-2026)       ||      ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   (27-Jun-2026)       ||      ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   (27-Jun-2026)       ||      ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ମହିଳା ସଭ୍ୟ ସ୍ୱାଗତ ସମାରୋହ    (27-Jun-2026)       ||      ମୋଟୁରେ ଅବ୍ୟବହୃତ ହୋଇ ପଡ଼ିଛି ସରକାରୀ ଆମ୍ବୁଲାନ୍ସ ♦️ସୀମାନ୍ତ ଅଞ୍ଚଳ ମୋଟୁରେ ସରକାରୀ ଆମ୍ବୁଲାନ୍ସ ଥିଲେ ମଧ୍ୟ ଏହାର ବ୍ୟବହାର ବହୁତ କମ୍   (27-Jun-2026)       ||      ସ୍କୁଲ ପାଠ୍ୟପୁସ୍ତକରେ ବିଭ୍ରାଟ ସଂପର୍କରେ ଆଲୋଚନା ଚକ୍ର   (27-Jun-2026)       ||      ବରପାଲି ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ଏଡ଼ସ୍ ସଚେତନତା ଶିବିର   (27-Jun-2026)       ||      ବିଧାୟକଙ୍କ ତାଗିଦକୁ କର୍ମାଚାରୀଙ୍କ ବେଖାତିର   (27-Jun-2026)       ||      ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନୂତନ ଜିଲ୍ଲା କମିଟି ଘୋଷିତ । ଦଳୀୟ କର୍ମୀଙ୍କ ମହଲ ରେ ଖୁସିର ଲହରୀ।   (27-Jun-2026)       ||      ସୂଚନା ଅଧିକାର ତଥ୍ୟ କହୁଛି...... ଡୁଙ୍ଗୁରିପାଲି ବ୍ଲକ ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୃହରେ ଚାରି ବର୍ଷରେ ରକ୍ଷଣାବେକ୍ଷଣ ଓ ମରାମତିରେ ୯୦ଲକ୍ଷ ସ୍ବାହା   (27-Jun-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ସହରରେ କଳା ସଂସ୍କୃତିର ରଙ୍ଗୀନ ଛିଟା: ନିର୍ଜୀବ କାନ୍ଥରେ ଝଲସୁଛି ଜୀବନ୍ତ ଚିତ୍ର, ସହରବାସୀଙ୍କ ମନମୋହୁଛି ଚିତ୍ରକଳା

11-Feb-2021



ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) : ସଜାଇ ହେଉଛି ବଲାଙ୍ଗୀର ସହର। ବଲାଙ୍ଗୀର ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ କଲେଜ ସ୍କୁଲ କାନ୍ଥରେ ଝଲସୁଛି ଜୀବନ୍ତ ଫଟୋଚିତ୍ର। ହେଲେ ଏବେ ତାହା ଆଉ ନାହିଁ। ଏବେ ନିର୍ଜୀବ ଏହି କାନ୍ଥ ଗୁଡିକୁ ଜୀବନ୍ତ କରିଛନ୍ତି ସ୍ଥାନୀୟ କଳା ସଂସ୍କୃତି l  ରଙ୍ଗବେରଙ୍ଗର ଚିତ୍ରକଳାରେ ଦେଖିବାକୁ ମିଳୁଛି ଜିଲ୍ଲାର ଐତିହ୍ୟ ପରମ୍ପରାର ଝଲକ। ଜିଲ୍ଲା ପ୍ରଶାସନ ଓ ପୌରପରିଷଦର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ସ୍ଥାନ ପାଇଛି ବଲାଙ୍ଗୀର ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସହ ସ୍କୁଲ କଲେଜ କାନ୍ଥବାଡ। ତେବେ ବହୁ କାନ୍ଥରେ କଳାକୃତି ଚିତ୍ରକଳାକୁ ବେଶ ନିଖୁଣ ଭାବରେ ଚିତ୍ରକାରମାନେ ଚିତ୍ର କରିଥିବା ବେଳେ ସହରର ସମସ୍ତ ସ୍ଥାନରେ ଏଭଳି ଦୃଶ୍ୟ ସହ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି କହିଛନ୍ତି ପୌରପରିଷଦ ଅଧିକାରୀ। ସେପଟେ ଏଭଳି ଏକ ପଦକ୍ଷେପକୁ ଭୁରି ଭୁରି ପ୍ରସଂଶା କରିଛନ୍ତି ସହରବାସୀ।

ବଲାଙ୍ଗୀର ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ କଲେଜ କାନ୍ଥରେ ଏବେ ଏଭଳି ରଙ୍ଗବେରଙ୍କର ବିଭିନ୍ନ ପ୍ରକାର କଳା ସଂସ୍କୃତି, ଖେଳକୁଦ, ପୁରୁଣା ଇତିହାସ, ବିଜ୍ଞାନ ହଉ କି ଗଣିତ ବିଭିନ୍ନ ପାଠ୍ୟକୁ ନେଇ ତିଆରି କରାଯାଉଛି ଚିତ୍ର। ଯାହାକୁ ବେଶ ଜୀବନ୍ତ କରି ଚିତ୍ରଣ କରିଛନ୍ତି ଚିତ୍ର କଳାକାରମାନେ। ଯାହାକୁ ଦେଖି ବେଶ ପ୍ରସଂଶା କରିଛନ୍ତି ସହରବାସୀ।  

ବଲାଙ୍ଗୀର ଜିଲ୍ଲା ପ୍ରଶାସନର ଅର୍ବାନ ଡେଭଲପମେଣ୍ଟ ଓ ପୌରପରିଷଦ ନିଜସ୍ବ ପାଣ୍ଠିରୁ ଖର୍ଚ୍ଚ କରାଯିବା ସହ କରାଯାଉଛି ଏଭଳି ଚିତ୍ରକଳା ।ସହରକୁ ସୌନ୍ଦର୍ଯ୍ୟକରଣ କରିବା ସହ ଦୀର୍ଘ ଗୋଟିଏ ବର୍ଷଧରି ନିଜ ବ୍ୟବସାୟକୁ ବନ୍ଦ କରିଥିବା କଳାକାରମାନଙ୍କୁ ମଧ୍ୟ ମିଳିଛି ପ୍ରୋତ୍ସାହନ। ପ୍ଲାଷ୍ଟିକପେଣ୍ଟ ବ୍ୟବହାର କରିବା ସହ ଗୋଟିଏ ଗୋଟିଏ ଛିବିକୁ କାଟୁଛନ୍ତି ଚିତ୍ରକଳା ଶିଳ୍ପୀ। ମହାବିଦ୍ୟାଳୟ , ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ରିଜର୍ବ ପୋଲିସ ରାସ୍ତା କଡ କାନ୍ଥ ଭଳି ସ୍ଥାନରେ ଏଭଳି ଚିତ୍ରକଳା ସବୁ କରାଯାଇଥିବା ବେଳେ ଆଗାମୀ ଦିନରେ ସହରର ସମସ୍ତ ସରକାରୀ କାନ୍ଥ ଗୁଡିକୁ ଏଭଳି ଭାବରେ ସୁସଜ୍ଜିତ କରାଯିବା ଚିତ୍ରକଳା ଦ୍ବାରା ବୋଲି କହିଛନ୍ତି ଚିତ୍ର ଶିଳ୍ପୀ । ସେପଟେ ଯଉ ସବୁ ଇତିହାସମାନ ଆଜି ଭଳି ଅତ୍ୟାଧୁନିକ ଯୁଗରେ ଲୋପ ପାଇଯାଇଛି। ସେହିଭଳି ଜିନିଷ ଗୁଡିକୁ ଚିତ୍ର କଳା ମାଧ୍ୟମରେ ଚିତ୍ର କରାଯିବା ଦ୍ବାରା ଆଗାମୀ ପିଢିକୁ ଏକ ନୂଆଁ ଶିକ୍ଷା ମଧ୍ୟ ମିଳିପାରିବ ବୋଲି କହିଛନ୍ତି ସହରର ବରିଷ୍ଠ ନାଗରିକ ଓ କଳାକାର।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   28-Jun-2026
  ଜିଲ୍ଲା  
ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ   28-Jun-2026
  ଜିଲ୍ଲା  
ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ   28-Jun-2026
  ଜିଲ୍ଲା  
ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   28-Jun-2026
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ   28-Jun-2026
  ଜିଲ୍ଲା  
*ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   28-Jun-2026
  ଜିଲ୍ଲା  
ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   28-Jun-2026
  ଜିଲ୍ଲା  
ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Jun-2026
  ଜିଲ୍ଲା  
ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   28-Jun-2026
  ଜିଲ୍ଲା  
ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   27-Jun-2026
  ଜିଲ୍ଲା  
ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   27-Jun-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   27-Jun-2026

You Might Also Like