-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||     

HOME   ରାଜ୍ୟ

ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦଯାପିତ

25-Jun-2026



ବଲାଙ୍ଗୀର(ପ୍ରେରଣା ଖବର): ସ୍ଥାନୀୟ ମିଶନ ପଡ଼ିଆରେ ଗତ ୨୦ ତାରିଖ ଠୁଁ ଆରମ୍ଭ ହୋଇଥିବା ପାୟୋନିୟର ୧୯ ବର୍ଷରୁ କମ ବୟସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ  ବଲାଙ୍ଗୀର ଜିଲ୍ଲାର ଚାରୋଟି ଦଳ ଭାଗ ନେଇଥିଲେ ପାଇନର ଟାଇଟନ୍, ୱେଷ୍ଟର୍ନ ଇଲେଭେନ୍,ସାନଭି ଏକାଡେମୀ, ପାଇନର କିଙ୍ଗ। ଯେଉଁଥିରେ ସବୁ ଦଳ ମଧ୍ୟରେ ଲିଗ୍ ଶୃଙ୍ଖଳା ଓ ପରେ ନକଆଉଟ୍ ଖେଳ ହୋଇଥିଲା। ଏଥିରେ ପାଇନର କିଙ୍ଗ ୱେଷ୍ଟର୍ନ ଇଲେଭେନ ମ୍ୟାଚରେ ୱେଷ୍ଟର୍ନ ଇଲେଭେନ ବିଜୟୀ ହୋଇଥିଲେ।  ଦ୍ୱିତୀୟ  ସେମିଫାଇନାଲ ପାଇନର ଟାଇଟନ୍ ବନାମ ସାନଭି ଏକାଡେମୀ ମ୍ୟାଚରେ ପାଇନର ଟାଇଟନ୍ ବିଜୟୀ ହୋଇ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା।ଆଜି ଫାଇନାଲ୍ ଖେଳ ୱେଷ୍ଟର୍ନ ଇଲେଭେନ ପାଇନର ଟାଇଟନ୍ ମଧ୍ୟରେ ହୋଇଥିଲା। ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତି ନେଇ ୱେଷ୍ଟର୍ନ ଇଲେଭେନ ୨୦ ଓଭର ରେ ୬ ୱିକେଟ ହରାଇ ୧୭୦ ରନ୍ ର ବିଜୟୀ ଟାର୍ଗେଟ ଦେଇଥିଲେ।ଦଳୀୟ ପକ୍ଷରୁ କେହି ଆଖି ଦୃଶିଆ ରନ କରିନଥିଲେ ମଧ୍ୟ ଆୟୁଷ ମିଶ୍ର ସର୍ବାଧିକ ୩୭ ରନ୍ କରିଥିଲେ।ଅନ୍ୟପଟେ ପାଇନର ଟାଇଟନ୍ ୧୭୦ ରନ୍ ର ପିଛା କରି ୧୮ ଓଭର ରେ ୧୦୯ କରି ପରାଜିତ ହୋଇଥିଲେ। ଉଦଜାପନୀ ସମାରୋହରେ ମୁଖ୍ୟ ଅତିଥି ଜିଲ୍ଲା ବାର୍ ଆସୋସିଏସନ୍ ସଭାପତି ବାସୁଦେବ ରଥ ଯୁଗ୍ମ କୋଷାଧକ୍ଷ ବବିତା ରାଣୀ ମିଶ୍ର ସାମିଲ ହୋଇଥିଲେ। ଫାଇନର ଟାଇଟନ୍ ଦଳର ଯୋଗେଶ୍ୱର ବାଗ ଲିକ ମ୍ୟାଚ୍ ରେ ୧୫୦ ରନ୍,ସେମି ଫାଇନାଲ ମ୍ୟାଚ୍ ରେ ୯୬ ରନ୍ ପାଇଁ ତାଙ୍କୁ ମ୍ୟାନ ଅଫ୍ ଦି ସିରିଜ, ସିରିଜ ଟ୍ରଫି ପ୍ରଦାନ କରା ଯାଇଥିଲା। ସେହିପରି ତାଙ୍କ ଉଚ୍ଚ ଧରଣ ର ବ୍ୟାଟିଙ୍ଗ ପାଇଁ ବେଷ୍ଟ ବ୍ୟାଟସ ମେନ୍ ଭାବେ ପୁରସ୍କୃତ ହୋଇଥିଲେ। ଏହିପରି ଫାଇନାଲ ମ୍ୟାଚ୍ ରେ ଆୟୁଷ ମିଶ୍ର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ପାଇନର୍ ଟାଇଟନ ଦଳର ଆୟୁଷ କୁମାର ଠାକୁର ଇକୋନୋମିକାଲ ବୋଲିଙ୍ଗ ସହ ୩ ୱିକେଟ ନେଇ ବେଷ୍ଟ ବୋଲର ବିବେଚିତ ହୋଇଥିଲେ।  ସବ ଜୁନିୟର ତଥା ସର୍ବ କନିଷ୍ଠ ବେଷ୍ଟ କ୍ଷେତ୍ର ରକ୍ଷଣ ଭାବେ ଅକ୍ଲେଶ କୁମାର ଠାକୁର ,ଏବଂ ଦୁଇ ସେମି ଫାଇନାଲ ମ୍ୟାଚ ରେ ଉଭୟେ ଦଳ ର ଖେଳାଳୀ  ଯୋଗେଶ୍ୱର ବାଗ ଓ ୱେଷ୍ଟର୍ନ ଇଇଳେଭେନ ଖେଳାଳୀ ସ୍ୱାଧୀନ ପ୍ରଧାନ ପୁରସ୍କୃତ ହୋଇଥିଲେ।   ୱେଷ୍ଟର୍ନ ଇଲେଭେନ ଦଳ ୱିନର ଟ୍ରଫି ପାୟୋନିୟର  ଟାଇଟନ୍ ରନର ଟ୍ରଫି ଅତିଥି ଙ୍କ ଠୁଁ ଗ୍ରହଣ କରିଥିଲେ। ଆୟୋଜିତ ହୋଇଥିବା ସମସ୍ତ ମ୍ୟାଚ୍ କୁଲଦୀପ ସୁନା, ଶିବ ଦତ୍ତ ମାଝୀ,ଆଶୁତୋଷ ବାଗ ଭଳି ଦକ୍ଷ ଅଭିଜ୍ଞ  କ୍ରିକେଟ ଖେଳାଳି ମ୍ୟାଚ୍ ଗୁଡ଼ିକ ପରିଚାଳନା କରିଥିଲେ। ସେହିପରି ୫ଦିନ ଧରି ଚାଲିଥିବା ସମସ୍ତ ମ୍ୟାଚ୍ ଜିଲ୍ଲା ପାଇନର କ୍ରିକେଟ୍ ଏକାଡେମୀ କୋଚ୍ କମ୍ ଚେୟାର ମେନ୍ ସୁଶାନ୍ତ କୁମାର ଠାକୁର ଙ୍କ ତତ୍ୱାବଧାନରେ

ଆୟୋଜିତ ହେଉଥିବା ବେଳେ ବରିଷ୍ଠ ସାମ୍ବାଦିକ ଶେଖ୍ ମହମ୍ମଦ ୱାହିଦ ଙ୍କ ଉପସ୍ଥିତି ରେ ସମାପନ ହୋଇଥିଲା। ପୂର୍ବତନ ବରିଷ୍ଠ କ୍ରିକେଟ ଖେଳାଳି ସୁଦର୍ଶନ ବାଗ ଖେଳର ସମସ୍ତ ଗୁରୁତ୍ଵ ପୂର୍ଣ୍ଣ ଦାୟିତ୍ୱ ବହନ କରି ଆସିଥିବା ବେଳେ, ଶ୍ରୀୟା ଦିୟା ସୋନୁ ସହ ପାଇନର ଏକାଡେମୀ ର ସମସ୍ତ କ୍ରିକେଟ୍ ଖେଳାଳି ବିଶେଷ   ସହଯୋଗ କରିଥିଲେ। ଆଜିର ମ୍ୟାଚ୍ପୂ ରେ ପୂର୍ବତନ ଦକ୍ଷ କ୍ରିକେଟ ଖେଳାଳି ମନୋଜ ଚିନ୍ଦା, ଆଶିଷ ମିଶ୍ର, ରାମ ଭାଟି ମନ ପଣ୍ଡା, ପଟେଲ ବାବୁ,ସୁବାସ ବାବୁ,ସହ ଅଭିଭାବକଙ୍କ ଉପସ୍ଥିତ ରହି ଖେଳାଳିଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026
  ଜିଲ୍ଲା  
*ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   15-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like