-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||     

HOME   ଜିଲ୍ଲା

ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ

12-Aug-2026



ବଲାଙ୍ଗୀର(ପ୍ରେରଣା ଖବର)- ବଲାଙ୍ଗୀର ସ୍ଥିତ ଜିଲ୍ଳା ପଞ୍ଚାୟତ ସାଧନ କେନ୍ଦ୍ର ର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ର ମିଳିତ ଉଦ୍ୟମରେ ଏକ ଦିନିଆ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ ଅନୁଷ୍ଟିତ ହୋଇଯାଇଛି।ଏହି ଶିବିରରେ ଅରୁଣା ର ଜିଲ୍ଲା ପରାମର୍ଶଦାତା ଶ୍ରୀ ପ୍ରମୋଦ ବଗର୍ତ୍ତୀ ଙ୍କ ସଂଯୋଜନାରେ ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଅଧିକାରୀ ଶ୍ରୀ ବିକ୍ରମ ପଣ୍ଡା ଙ୍କ ଅଧ୍ଯକ୍ଷତାରେ ତାଲିମ

ହୋଇଥିଲା।ତାଲିମ ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଆଇନ୍ ପରିବିକ୍ଷକ ଅଧିକାରୀ ଦିଗମ୍ବର କର ଅତିଥି ଓ ପ୍ରଶିକ୍ଷକ ମାନଙ୍କୁ ସ୍ୱାଗତ ଜଣାଇ ସମସ୍ତଙ୍କର ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ମଦନଜିତ୍ ହୋତା କହିଲେ ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରୀ ସୁବିଧା ସୁଯୋଗ ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସମସ୍ତ ଙ୍କ ର ସହଯୋଗ ଓ ଭିନ୍ନକ୍ଷମ  ମାନଙ୍କ ପାଇଁ ସକାରାତ୍ମକ ମନୋଭାବ ର ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ପରିପ୍ରକାଶ କରିଥିଲେ।କାର୍ଯକ୍ରମରେ ନିର୍ଦ୍ଦେଶକ,ସି ଆର୍ ସି  ଶ୍ରୀ ଗୁରୁବକ୍ସ ଚନ୍ଦ୍ର ଜଗୋତା କହିଲେ ରାଜ୍ୟ ର ଏକମାତ୍ର ସି ଆର୍ ସି ବଲାଙ୍ଗୀର ଠାରେ ସ୍ଥାପିତ ହୋଇ ସମସ୍ତ ଦିବ୍ବ୍ୟାଙ୍ଗ ମାନଙ୍କ ପାଇଁ ଉପକରଣ ଅସଜଡ଼ା ଅଙ୍ଗ ପ୍ରତ୍ୟଙ୍ଗ କୁ ସଜଡା ଯିବା ଶ୍ରବଣ ବଧିତ ମାନଙ୍କ ଚିକିତ୍ସା, ବାକ୍ ଚିକିତ୍ସା,କୁତ୍ରିମ ଅଙ୍ଗ ଖଞ୍ଜାଜିବା ଆଦି ର ବ୍ୟବସ୍ଥା ର ସୁଯୋଗ ସମସ୍ତଙ୍କୁ ପହଞ୍ଚାଇବା ପାଇଁ ପ୍ରତିସୁଦ୍ଧି ବୋଲି ସମସ୍ତଙ୍କୁ ଜାଣିଥିଲେ।ଏହାପରେ ସି ଆର୍ ଏସ ଓଡ଼ିଶା ର ସୁସ୍ମିତା ଭୋଇ ତାଲିମ ର ପୂର୍ବ ଓ ପରବର୍ତୀ ଜ୍ଞାନ ର ପ୍ରଶ୍ନ ପତ୍ର ସମସ୍ତଙ୍କୁ ଜଣାଇଥିଲେ।ଏହି କାର୍ଯକ୍ରମରେ ଓପନ୍ ଲାର୍ଣିଂ ସିଷ୍ଟମ୍ ର ଅଧ୍ୟକ୍ଷ ମନୋତୋଷ ବେହେରା କହିଲେ ଦିବ୍ୟାଙ୍ଗ ଅଧିକାର ଆଇନ୍ ୨୦୧୬,୨୧ ପ୍ରକାର ଦିବ୍ୟାଙ୍ଗ ,ସରକାରଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ,ଆନୁଷ୍ଠାନିକ ବାଧା,ଶିକ୍ଷା ରେ ବାଧା,ସାମାଜିକ ଓ ସାଂସ୍କୃତିକ ବାଧା,ଆର୍ଥିକ ବାଧା,ସୂଚନା ଓ ତଥ୍ୟ ଭିତ୍ତିକ ବାଧା ଶିଶୁ ମାନଙ୍କପାଇଁ ଯେଉ ସବୁ ସମସ୍ୟା ଉପୁଜିଥାଏ ଜଣାଇଥିଲେ।ଏହି ଅବସରରେ ତାଲିମ ଦାତା ଭାବେ ଓପନ୍ ଲର୍ନିଙ୍ଗ ସିଷ୍ଟମ୍ ର ବରିଷ୍ଟ ସ୍ୱତନ୍ତ୍ର ପ୍ରସିଖ କ ଶ୍ରୀ ବିଭୂତି ଭୂଷଣ ନନ୍ଦ କହିଲେ ରେଫରାଲ୍ ପ୍ରଣାଳୀରେ ଶୀଘ୍ର ଚିଂହଟିକରଣ,ଆକଳନ,ଚିକିତ୍ସା,ଥଇଥାନ,ଶିକ୍ଷା ଓ ସାମାଜିକ ମଙ୍ଗଲ ବ୍ୟବସ୍ତା ଉପରେ ବିଶଦ ଉପରେ ଜଣାଇଥିଲେ।ଭିନ୍ନକ୍ଷମ ଶିଶୁଙ୍କ ପାଇଁ ଭିନ୍ନକ୍ଷମ ସାର୍ଟିଫିକେଟ, ୟୁ ଡି ଆଇ ଡି କାର୍ଡ,ଭତ୍ତା,ବୃତ୍ତି,ଉପକରଣ,ଥେରାପୀ ସେଣ୍ଟର, ଥଇଥାନ ସେବା ବ୍ୟବସ୍ଥା,ସ୍ୱତନ୍ତ୍ର ବିଦ୍ୟାଳୟ ଏବଂ ଆବାସିକ ଅନୁଷ୍ଠାନ ଉପରେ ପ୍ରଶିକ୍ଷଣ ଦେଇଥିଲେ।ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ,ମଧୁବାବୁ ପେନସନ ଯୋଜନା,ଶିକ୍ଷାରେ ବିଭିନ୍ନ ପ୍ରକାର ସହାୟତା,ଗମନାଗମନ ପାଇଁ ରିହାତି

ବ୍ୟବସ୍ଥା,ସ୍ୱାବଲମ୍ବୀ ପାଇଁ ଋଣ ର ବ୍ୟବସ୍ଥା,ଗ୍ରାମୀଣ ଅୱାସ ଯୋଜନା,ମିଶନ କ୍ଷମତା ଉପରେ ଜଣାଇଥିଲେ।ଏହି ଅବସରରେ ପ୍ରୋଗ୍ରାମ ଅଫିସର ଆଶିଷ ନାୟକ,ସୁଧାଂଶୁ ଶେଖର କୁମ୍ଭାର,ସାମାଜିକ କର୍ମୀ ହରିବନ୍ଧୁ ରାଉତ୍, ଡଲି ବେହେରା,ଚାଇଲ୍ଡ ହେଲ୍ପ ଲାଇନ୍ ର ସୁବୋଧ କୁମାର ପଧାନ, ଶ୍ରଦ୍ଧାଞ୍ଜଳି ସିଂ,ସ୍ଵେଚ୍ଛା ସେବି ଅନୁଷ୍ଠାନ ର କର୍ମୀ,ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆସ୍ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026

You Might Also Like