-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
04-Jan-2021
ଭୁବନେଶ୍ୱର/ନୂଆଦିଲ୍ଲୀ,(ଶୁଭାଶିଷ ନାୟକ) : ଦିଲ୍ଲୀ ଭିତ୍ତିକ କମ୍ପାନୀ ବିରୋଧରେ ଏହି ଠକେଇ ଅଭିଯୋଗ ଆସିବା ପରେ CBI ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବ୍ୟାଙ୍କ ଗୁଡିକରେ ଠକେଇ ବଢିବାରେ ଲାଗିଛି । ପୁଣି ଦିଲ୍ଲୀ ଭିତ୍ତିକ କମ୍ପାନୀ ଶକ୍ତି ଭୋଗ ଫୁଡସ୍ ବିରୋଧରେ ୩୨୬୯ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗ ଆସିଛି । ଏହି କମ୍ପାନୀ ବିରୋଧରେ ସିବିଆଇ ଏହି ମାମଲାରେ ରୁଜୁ କରିଛି । ଏସବିଆଇ ସହ ମୋଟ ୧୦ ବ୍ୟାଙ୍କ ଏହି କମ୍ପାନୀକୁ ଋଣ ଦେଇଥିଲେ । ଏସିବିଆଇର ଅଭିଯୋଗ ଅନୁସାରେ କମ୍ପାନୀର ଏମଡି କେୱାଲ କୃଷ୍ଣ କୁମାର ଏବଂ ଅନ୍ୟ ୨ ନିର୍ଦ୍ଦେଶ ସିଦ୍ଧାର୍ଥ କୁମାର ଏବଂ ସୁନ୍ଦନ କୁମାରଙ୍କୁ ମାମଲାର ପକ୍ଷଭୁଙ୍କ କରାଯାଇଛି । ବ୍ୟାଙ୍କ ଗୁଡିକରେ ଠକେଇ ବଢିବାରେ ଲାଗିଛି । ପୁଣି ଦିଲ୍ଲୀ ଭିତ୍ତିକ କମ୍ପାନୀ ଶକ୍ତି ଭୋଗ ଫୁଡସ୍ ବିରୋଧରେ ୩୨୬୯ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗ ଆସିଛି । ଏହି କମ୍ପାନୀ ବିରୋଧରେ ସିବିଆଇ ଏହି ମାମଲାରେ ରୁଜୁ କରିଛି ।
ଏସବିଆଇ ସହ ମୋଟ ୧୦ ବ୍ୟାଙ୍କ ଏହି କମ୍ପାନୀକୁ ଋଣ ଦେଇଥିଲେ । ଏସିବିଆଇର ଅଭିଯୋଗ ଅନୁସାରେ କମ୍ପାନୀର ଏମଡି କେୱାଲ କୃଷ୍ଣ କୁମାର ଏବଂ ଅନ୍ୟ ୨ ନିର୍ଦ୍ଦେଶ ସିଦ୍ଧାର୍ଥ କୁମାର ଏବଂ ସୁନ୍ଦନ କୁମାରଙ୍କୁ ମାମଲାର ପକ୍ଷଭୁଙ୍କ କରାଯାଇଛି । ଜାଲ ପ୍ରମାଣ ଦ୍ୱାରା ଲୋକଙ୍କ ଅର୍ଥକୁ ଋଣ ନେଇ ଅନ୍ୟତ୍ର ବ୍ୟବହାର କରୁଥିବାର ସିବିଆଇ ସୂଚନା ଦେଇଛି ।୨୪ ବର୍ଷୀୟ ଏହି କମ୍ପାନୀ ଅଟା, ଚାଉଳ, ବିସ୍କୁଟ ଭଳି ପ୍ରଡକ୍ଟ ପ୍ରସ୍ତୁତ କରୁଥିଲା ।
ସୂଚନାଅନୁଯାୟୀ ୨୦୧୫ ରେ କମ୍ପାନୀ ଋଣ ଅନାଦୟ ହୋଇଥିବା ବେଳେ ୨୦୧୯ ରେ ଠକେଇ ଭଳି ଘଟଣା ଲୋକ ଲୋଚନକୁ ଆସିଥିଲା । ଏବଂ ବଜାରର ସ୍ଥିତି ଖରାପ ହେବା ପରେ କମ୍ପାନୀ କ୍ଷତି ସହିଥିଲା । ବ୍ୟାଙ୍କ ପକ୍ଷରୁ ହୋଇଥିବା ଫରେନସିକ ଅଡିଟ ମୁତାବକ ପ୍ରାୟ ୩ ହଜାର କୋଟି ଟଙ୍କାର ସଂରକ୍ଷଣ ପ୍ରଡକ୍ଟ ପୋକ ଲାଗିଥିବାରୁ କମ୍ପାନୀ ପ୍ରଭାବିତ ହୋଇଥିଲା । କମ୍ପାନୀ ଦେଇଥିବା ଷ୍ଟକ ରିପୋର୍ଟ ଅଡିଟ ରିପୋର୍ଟ ସହ ମେଳ ହୋଇନଥିବା ବେଳେ ବ୍ୟାଙ୍କ ଗୁଡିକ ମଧ୍ୟରୁ ଅଭିଯୋଗ ହୋଇଥିଲା ।