-+91-9937148622 |
prerana_bgr@rediffmail.com |
Tuesday 25th August 2026 |
R.N.I. Regd No. ODIODI/2010/46693
Breaking News
02-Jan-2021
କଳାହାଣ୍ଡି:କୋକସରା(ତ୍ରିନାଥ ବେଶ୍ର।)
ପୁଣି ଏକ ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି |ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ କୁସୁମ ଖୁଣ୍ଟି ଠାରେ lସୂଚନା ରୁ ପ୍ରକାଶ ଯେ ଶନିବାର ଦିନ ଖବର ସଂଗ୍ରହ କରି ନିଜ ଘର କୁ ଫେରୁ ଥିବା ସମୟରେସାମ୍ବାଦିକ ହିରଣ୍ୟ ବେହେରା ଙ୍କୁ ସେହି ଗ୍ରାମର କିଛି ଲୋକ ଆକ୍ରମଣ କରିଥିବା ନେଇ କୋକସରା ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗ ହେବା ପରେ କୋକସରା ଥାନା ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଛତ୍ରିଆ ଘଟଣା କୁ ଅତି ଗମ୍ଭୀର ତାର ସହ ନେଇ ଘଟଣା ସ୍ଥଳ କୁ ଯାଇ ତଦନ୍ତ କରିଥିଲେ ବାରମ୍ବାର ସାମ୍ବାଦିକ ଙ୍କ ଉପରେ ଆକ୍ରମଣ କୁ ନିନ୍ଦା କରିବା ସହିତ ନେଇ ସାଧାରଣରେ ଆଲୋଚନା ହେଉଛି।