-+91-9937148622 |
prerana_bgr@rediffmail.com |
Sunday 30th August 2026 |
R.N.I. Regd No. ODIODI/2010/46693
Breaking News
30-Dec-2020
ଭୁବନେଶର, (ପ୍ରେରଣା ଖବର)
ମୟୁରୀଗୋ.....
ତୁମ ଆକାଶେ ମୁଁ ଦିନେ ମହ୍ଲାରେ ମେଘ ସାଜିଲି............*
ଓଡ଼ିଆ ସ୍ୱର ଓ ସଂଗୀତର କିମ୍ବଦନ୍ତୀ ପୁରୁଷ ବର୍ଷିୟାନ ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଆମ ଗହଣରେ ନାହାନ୍ତି।
ତାଙ୍କର ଦାରୁଣ ବିୟୋଗ ଓଡ଼ିଆ ସଂଗୀତର ଏକ ଅପୁରଣୀୟ କ୍ଷତି।ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକ ସଂତପ୍ତ ପରିବାରବର୍ଗ ଓ ପ୍ରିୟପରିଜନଙ୍କୁ ପ୍ରେରଣା ତରଫରୁ ଗଭୀର ସମବେଦନା ଜଣାଉଛୁ l