-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ରାଜନୀତି

ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ୭୭.୫୨% ମତଦାନ ବିଧାନସଭାକ୍ଷେତ୍ର ; ସୋନପୁରରେ ସର୍ବାଧିକ ୮୩.୨୧% ଓ କଣ୍ଟାବାଞ୍ଜିରେ ସର୍ବନିମ୍ନ ୭୩.୮୫%

25-May-2024



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ଭଲ ପୋଲିଂ ହୋଇଛି । ଏହି ଲୋକସଭାଚ କ୍ଷେତ୍ର ଅଞ୍ଚଳର ୭ଟିଯାକ ନିର୍ବାଚନମଣ୍ଡଳିରେ ହାରାହାରି ୭୭.୫୨% ମତଦାନ ହୋଇଥିବା ସୂଚନା ମିଳିଛି । ସେହିପରି ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳି ଅନ୍ତର୍ଗତ ସୋନପୁର ନିର୍ବାଚନମଣ୍ଡଳିରେ ସର୍ବାଧିକ୮୩.୨୧% ଓ କଣ୍ଟାବାଞ୍ଜିରେ ସର୍ବନିମ୍ନ ୭୩.୪୨% ମତଦାନ ହାର ରହିଛି। କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳିରେ ଖୋଦ ମୁଖ୍ୟମନ୍ତ୍ରୀ ପ୍ରାର୍ଥି ହୋଇଥିଲେ ହେଁ ସେହି ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଲୋକ ବାହାର ରାଜ୍ୟକୁ ଦାଦନ ଖଟିଯାଇଥିବାରୁ ମତଦାନ ହାର କମଥିବା କୁହାଯାଉଛି । ଠିକ ସେହିପରି ବଲାଙ୍ଗୀର ବିଧାନସଭା କ୍ଷେତ୍ରରେ ୭୬.୩୩%, ଲୋଇସିଂହା ନିର୍ବାଚନମଣ୍ଡଳିରେ ୭୬.୬୨%, ପାଟଣାଗଡରେ ୭୩.୪୪%, ଟିଟିଲାଗଡରେ ୭୯.୪୩% ଓ ବୀରମହାରାଜପୁର ନିର୍ବାଚନମଣ୍ଡଳିରେ ୮୧.୯୨% ମତଦାନ ହାର ରହିଛି । ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଗତଥର ୧୩,୦୬,୭୪୪ ଭୋଟ (୭୪.୯୧%) ମତଦାନ ହାର ରହିଥିବା ବେଳେ ଚଳିତ ୨୦୨୪ରେ ଏହା ବଢି ୧୩,୯୬,୭୧୯ (୭୭.୫୨%) ରେ ପହଞ୍ଚିଛି । ମୋଟ ଉପରେ ୭,୦୫୦,୭୮ଜଣ ପୁରୁଷ ଓ ୬,୯୧,୫୭୬ଜଣ ,ମହିଳା ଭୋଟର ତାଙ୍କର ମତଦାନ କରିଛନ୍ତି । ବଲାଙ୍ଗୀରରେ ମୋଟ ୨,୪୩,୦୪୮ଜଣ ଭୋଟରଙ୍କ ମଧ୍ୟରୁ ୧,୮୫,୫୨୯ (୯୪,୨୨୧-ପୁରୁଷ,୯୧,୨୯୬-ମହିଳା) ଜଣ ମତଦାନ କରିଛନ୍ତି । ଲୋଇସିଂହାରେ ମୋଟ ୨,୪୫,୪୬୬ଜଣ ଭୋଟରଙ୍କ ମଧ୍ୟରୁ ଭୋଟଦେଇଛନ୍ତି ୧,୮୮,୦୬୯ (ପୁରୁଷ-୯୫,୮୫୮ ଓ ମହିଳା-୯୨,୨୦୧) ଜଣ । ପାଟଣାଗଡରେ ମୋଟ ୩,୦୫,୮୬୧ ଭୋଟରଙ୍କ ମଧ୍ୟରୁ ଭୋଟଦେଇଛନ୍ତି ୨,୨୪,୬୨୫ (ପୁରୁଷ-୧,୧୧,୯୦୧ ଓ ୧,୧୨,୭୧୬)ଜଣ । ଟିଟିଲାଗଡରେ ମୋଟ ଭୋଟର ସଂଖ୍ୟା ୨,୫୭,୫୧୭ ଜଣ ମଧ୍ୟରୁ ଭୋଟଦେଇଛନ୍ତି ୨,୦୪,୫୪୫ (ପୁରୁଷ-୧,୦୧,୭୪୦ ଓ ମହିଳା-୧,୦୨,୭୮୦)ଜଣ । କଣ୍ଟାବାଞ୍ଜିରେ ମୋଟ ଭୋଟରସଂଖ୍ୟା ୨,୭୮,୦୫୫ ମଧ୍ୟରୁ ଭୋଟଦେଇଛନ୍ତି ୨,୦୪,୧୪୨ (ପୁରୁଷ-୧,୦୧,୦୩୨ ଓ ମହିଳା-୧,୦୩,୧୦୦) ଜଣ । ସେହିପରି ସୋନପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନମଣ୍ଡଳିର ମୋଟ ଭୋଟରସଂଖ୍ୟା ୨,୧୫,୯୪୪ ମଧ୍ୟରୁ ଭୋଟଦେଇଛନ୍ତି ୧,୭୬,୯୦୩ (ପୁରୁଷ-୯୨,୨୦୬ ଓ ମହିଳା-୮୪,୬୯୭)ଜଣ । ସୋନପୁର ନିର୍ବାଚନମଣ୍ଡଳିରେ ମୋଟ ଭୋଟରସଂଖ୍ୟା ୨,୫୫,୮୫୫ ମଧ୍ୟରୁ ଭୋଟଦେଇଛନ୍ତି ୨,୧୨,୯୦୬ (ପୁରୁଷ-୧,୦୮,୧୨୦ ଓ ମହିଳା-୧,୦୪,୭୮୬)ଜଣ । ତେବେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡରେ ୧ହଜାର ଜଣ, ପାଟଣାଗଡରେ ୯୦୦ଜଣ ଓ କଣ୍ଟାବାଞ୍ଜିରେ ୨ହଜାର ଜଣ ମହିଲା ଭୋଟର ପୁରୁଷଙ୍କ ଅପେକ୍ଷା ଅଧିକ ଭୋଟଦେଇଛନ୍ତି । ଏହି ତିନିଟି ନିର୍ବାଚନ ମଣ୍ଡଳିରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଭୋଟ ଦେଇଛନ୍ତି ଯାହାକି ମତଦାନରେ ମହିଳାଙ୍କ ଯୋଗଦାନକୁ ସୂଚାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like