-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
20-Sep-2026
ଓଡ଼ିଶା ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ର ICDS ସୂପରଭାଇଜର ବି. ଉମା ପାତ୍ର ଓ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ନୃସିଂହ ବେହେରା l ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ଦୁଇ ସରକାରୀ କର୍ମଚାରୀ l ଭିଜିଲାନ୍ସ ବିଭାଗ ପକ୍ଷରୁ ତାନାଘନା ଜାରି ରହିଥିବା ଜଣାଅପଡ଼ିଛି l