-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||     

HOME   ରାଜ୍ୟ

ଭୋଟ ରାଜନୀତିରେ କୋଶଲକୁ ଲଞ୍ଚ ପେଡ଼ କରା ନ ଯାଉ: ପ୍ରମୋଦ ମିଶ୍ର

20-Feb-2024



ବଲାଙ୍ଗୀର(ପ୍ରେରଣା ଖବର ): ଆଜି  ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୋଶଳବାଦୀ ନେତା ପ୍ରମୋଦ ମିଶ୍ର  ସାମ୍ପ୍ରତିକ ପରିସ୍ଥିତିରେ ଚାଲିଥିବା ରାଜନୀତିକୁ କଡା ଭାଷା ରେ ନିନ୍ଦା କରିଛନ୍ତି l କୋଶଲ ରାଜ୍ଯ ସମନ୍ବୟ ସମିତି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ଯୋଗ ଦେଇ ନିର୍ବାଚନ ପୂର୍ବରୁ ବଲାଙ୍ଗୀରରେ ଚାଲିଥିବା ପୋଷ୍ଟର ରାଜନୀତିକୁ ବିରୋଧ କରି ବକ୍ତବ୍ୟ ରଖିଥିଲେ। ନିର୍ବାଚନ ଜିତିବା ପୂର୍ବରୁ ଏହି ନେତା ମାନଙ୍କର କେତେ ସମ୍ପତ୍ତି ଥିଲା ଓ ଏବେ ଏମାନେ କେତେ ସମ୍ପତ୍ତି ର ମାଲିକ ହୋଇଛନ୍ତି , ତାହା ଏହି ପୋଷ୍ଟରରେ ନେତା ମାନେ ପ୍ରକାଶ କରିଲେ ଭଲ ହୁଅନ୍ତା ବୋଲି ଶ୍ରୀ ମିଶ୍ର କହିଛନ୍ତି l ବଲାଙ୍ଗୀରରେ କ୍ରାଇମ୍ ବଢ଼ିଥିବା ବେଳେ ବଲାଙ୍ଗୀର ବିକାଶ ଦିଗରେ ଥିବା ଡିଣ୍ଡିମ ପିଟୁଥିବା ବଲାଙ୍ଗୀର ଜିଲ୍ଲାର ଦୁଇଟି ପ୍ରମୁଖ ରାଜନୈତିକ ପରିବାର ସମସ୍ତଙ୍କୁ ଭକୁଆ ବନାଉଥିବା ସମ୍ପର୍କରେ ଅବଗତ କରାଇଥିଲେ।ବଲାଙ୍ଗୀରରେ ହୋଇଥିବା ଗତାନୁଗତିକ ବିକାଶକୁ ବିକାଶ କହିବା କେତେଦୂର ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନ ଉଠାଇଥିଲେ। କିଛି ରାସ୍ତାଘାଟ ତିଆରି କରିଦେଲେ ବିକାଶ ହୋଇଯାଏ , ଏହା ଭୁଲ।ଜିଲ୍ଲାର ବିକାଶ ସେତେବେଳେ ହେବ ଯେତେବେଳ ପର୍ଯ୍ୟନ୍ତ ଇନଫ୍ରାଷ୍ଟ୍ରକ୍ଚର୍ ଡେଭଲପମେଣ୍ଟ ଏବଂ ହ୍ୟୁମେନ୍ ରିସୋର୍ସ ର ବିକାଶ ହୋଇନାହିଁ। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀରର ବିକାଶ ପୁରୁଷ ମାନେ ବିକାଶ ନା ରେ ବାହାବାହା ନେବା କେତେଦୂର ଯଥାର୍ଥ ବୋଲି  ଶ୍ରୀ ମିଶ୍ର ଆଜିର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରଶ୍ନ କରିଛନ୍ତି।ବିକାଶ ପୁରୁଷ ମାନେ ବଲାଙ୍ଗୀରର ଯଦି ବିକାଶ ହୋଇଛି ବୋଲି କହୁଛନ୍ତି ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏ ଜିଲ୍ଲାର ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି କାହିଁକି ? ଏହି ଅବସରରେ ଶ୍ରୀ ମିଶ୍ର ବଲାଙ୍ଗୀର ଜିଲ୍ଲାରେ ଚାଲିଥିବା ପରିବାରବାଦକୁ ତୀବ୍ର ନିନ୍ଦା ସହ ବିରୋଧ କରିଥିଲେ।ଆଜିର ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ଥିଲା ପରିବାରବାଦକୁ ବିରୋଧ କରିବା,କୋଶଳକୁ ଲଂଚପେଡ୍ କରା ନ ଯାଉ, ନେତା ମାନେ ପୋଷ୍ଟର ରାଜନୀତିରୁ ଦୂରେଇ ରହନ୍ତୁ ବୋଲି ଖୁଲମଖୁଲ୍ଲା ଚାଲେଞ୍ଜ କରିଛନ୍ତି ଶ୍ରୀ ମିଶ୍ର ।  ଜୀବନ ସାରା କୋଶଲ କୁ ବିରୋଧ କରୁଥିବା କିଛି ନେତା ଆଜି ନିଜର ସ୍ୱାର୍ଥ ପାଇଁ କୋଶଲ କୁ ବ୍ୟବହାର କରୁଛନ୍ତି l ଏହା ଦ୍ଵାରା କୋଶଳ ରାଜ୍ଯ ଆନ୍ଦୋଳନକୁ କ୍ଷତି ପହଞ୍ଚିବାକୁ ଯାଉଥିବା ନେଇ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ l ଆାଗାମୀ ଦିନରେ ଏହି ନେତା ମାନେ ନିଜ ପ୍ରକୃତିରେ ପରିବର୍ତ୍ତନ ନ ଆଣିଲେ ମୁଁ ଏମାନଙ୍କ ବିରୁଦ୍ଧରେ ସର୍ବସମ୍ମୁଖରେ ଏହିପରି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମସ୍ତ ତଥ୍ଯ ଉପସ୍ଥାପନ କରିବି ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି l 

   ଆଜିର ସାମ୍ବାଦିକ ସମ୍ମିଳନୀରେ କୋଶଲବାଦୀ ନେତା ପ୍ରମୋଦ ମିଶ୍ର ଙ୍କ ସମେତ ଶ୍ରମିକ ନେତା ତଥା କୋଶଲବାଦୀ ନେତା ରବି ମିଶ୍ର,ଶରତ ହୋତା,ଅବଦୁଲ ଜମାଲ ଖାନ୍, ବିଭୁଦତ୍ତ ମିଶ୍ର ଓ ରଣରାଜ୍ ସିଂ ଦେଓ ମଞ୍ଚାସୀନ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026

You Might Also Like