-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
21-Jan-2024
ତୁଷୁରା (ପଞ୍ଚାନନ ନାଏକ) ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଥିବା ବେଳେ ଶନିବାର ତୁଷୁରା ମାରୱାଡି ମହିଳା ମଣ୍ଡଳ ଓ ଜାଗୃତି ଶାଖା ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରେ ଭଜନ ଓ ଚାଳିଶା ପଠନ ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ସ୍ଥାନୀୟ ରାମ ମନ୍ଦିର ଠାରୁ ଏକ ଭବ୍ଯ ଶୋଭାଯାତ୍ରାରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ଶିଶୁ ମାନଙ୍କୁ ସୁସଜ୍ଜିତ କରି ସହର ପ୍ରରିକ୍ରମା କରିଥିଲେ ।